Posted inଖେଳ

ଶତକ ହାସଲରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌, ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଇଶାନ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ କଠିନ ସମୟରେ ରକ୍ଷା କରିଥିଲେ। ୫୮ ବଲରେ ୯୯ ରନର ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚକୁ ଫେରିବାରେ ସକ୍ଷମ ହୋଇଥିଲା। ତାଙ୍କୁ ସୁପରଓଭରରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। ଏହି ସମୟରେ ଇଶାନ କିଶନଙ୍କ ଗର୍ଲଫ୍ରେଣ୍ଡ ଅଦିତି ହୁଣ୍ଡାଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ପୋଷ୍ଟ ଶେୟାର କରିଛନ୍ତି। ଭିଡିଓରେ ଇଶାନ କିଶନ ୯୯ ରନ୍‌ରେ ଆଉଟ୍‌ ହୋଇ ଫେରୁଥିବା ନଜର ଆସିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ମୁଁ ତୁମ ପାଇଁ ଗର୍ବିତ ବେବି। ଇଶାନ କିଶନଙ୍କ ଗର୍ଲଫ୍ରେଣ୍ଡ ମିସ ଇଣ୍ଡିଆ ୨୦୧୭ର ଫାଇନାଲିଷ୍ଟ ଥିଲେ। ଏଥି ସହିତ, ସେ ୨୦୧୮ରେ ମିସ ସୁପରନାଚ୍ୟୁରାଲ ଇଣ୍ଡିଆ ମଧ୍ୟ ହୋଇଥିଲେ। ଇଶାନ କିଶନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଦୀର୍ଘ ଦିନ ଧରି ଚର୍ଚ୍ଚା ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱାରାଣ୍ଟାଇନ୍‌ରେ ରୋନାଲ୍‌ଡୋ

ମିଲାନ, ୬ା୫ (ଏଏଫ୍‌ପି)-ଓ୍ବେଲ୍ସ ଇଣ୍ଟରନ୍ୟାଶନାଲ ଆରୋନ୍‌ ରାମ୍‌ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍‌ ସ୍ଥିତ ଟିମ୍‌ର ସ୍ପୋଟର୍‌ସ ସେଣ୍ଟରକୁ ଆସିଛନ୍ତି। ଅନ୍ୟପକ୍ଷରେ...

ଗୋଟିଏ ଦିନ ୩୦୯ ରନ୍‌ କରି ଚମକାଇ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୯।୧୧: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ...

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୨ା୧୧ : କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ...

ସ୍ବଦେଶ ଫେରିଲା ନ୍ୟୁଜିଲାଣ୍ଡ ଟିମ୍‌

ଅକ୍‌ଲାଣ୍ଡ, ୧୮।୭- ଆଇସିସି ବିଶ୍ୱକପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ନିକଟରୁ ବାଉଣ୍ଡାରୀ ବ୍ୟବଧାନରେ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ନ୍ୟୁଜିଲାଣ୍ଡ ଦଳ ଗୁରୁବାର...

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମହେନ୍ଦ୍ର ସିଂ ଧୋନୀଙ୍କୁ ଟି-୨୦ ଏବଂ ଏକଦିବସୀୟ କ୍ରିକେଟର୍‌ ବାଦ୍‌ଶାହ ବୋଲି କୁହାଯାଏ। ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି। ଏବେ ଧୋନୀ ଅନ୍ତର୍ଜାତୀୟ...

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି...

ଅନୁବନ୍ଧିତ ଖେଳାଳିଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବନି: ବିସିସିଆଇ

ନୂଆଦିଲ୍ଲୀ,୧୮।୫(ପି.ଟି.): ଚୁକ୍ତିବଦ୍ଧ କ୍ରିକେଟରଙ୍କ ପାଇଁ କୌଣସି ଟ୍ରେନିଂ କ୍ୟାମ୍ପ ଆୟୋଜନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବିଭିନ୍ନ...

ୟଜିଏମ୍‌ ଲୁକାଙ୍କୁ ହରାଇଲେ ମହୀତୋଷ

ଭୁବନେଶ୍ୱର, ୧୧ା୮(କ୍ରୀଡ଼ା ପ୍ରତିନିଧି)- ଇଟାଲିରେ ଚାଲିଥିବା ସ୍ପିଲିମବର୍ଗୋ ଓପନର ଚେସ୍‌ର ମାଷ୍ଟର ବର୍ଗରେ ଓଡ଼ିଶାର ମହୀତୋଷ ଦେଙ୍କୁ ବଡ଼ ସଫଳତା ମିଳିଛି। ୧୯୮୧ ରେଟିଂ ପ୍ରାପ୍ତ...

Advertisement
Archives

Model This Week