ଖେଳ

ପୂର୍ବତନ ସୌରାଷ୍ଟ୍ର କୋଚ୍‌ ବାବାଭାଇଙ୍କ ପରଲୋକ

ରାଜକୋଟ,୩୧।୭(ପି.ଟି): ପୂର୍ବତନ ସୌରାଷ୍ଟ୍ର କୋଚ୍‌ ଓ ମ୍ୟାନେଜର ହସମୁଖଭାଇ ଜୋଶୀ ଗୁରୁବାର ପରଲୋକ ଗମନ କରିଛନ୍ତି। ବାବାଭାଇ ଭାବେ ବେଶ୍‌ ଜଣାଶୁଣା ଥିବା ଏହି ଜୋଶୀ ୮୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି ବୋଲି ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) କହିଛି। ସୌରାଷ୍ଟ୍ର କ୍ରିକେଟ…

ପରିବାର ପୋଷିବା ପାଇଁ ଶ୍ରମିକ ଭାବେ ଖଟୁଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। କିଛି କ୍ରିକେଟର ଘରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବା କେତେକ କ୍ରିକେଟରଙ୍କ କରୋନା ଭାଙ୍ଗି ଦେଇଛି। ଭାରତର ହ୍ବିଲ ଚେୟାର କ୍ରିକେଟ ଦଳର ଖେଳାଳି ରାଜେନ୍ଦ୍ର ସିଂ…

ପ୍ରଥମ ଦିନିକିଆ: ଇଂଲଣ୍ଡ ୬ ଉଇକେଟରେ ବିଜୟୀ

ସାଉଥାମ୍ପଟନ,୩୧।୭(ଏପି): ପ୍ରତ୍ୟାବର୍ତ୍ତନରେ ଡେଭିଡ୍‌ ଓ୍ବିଲି ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୬ ଉଇକେଟରେ ଭ୍ରମଣକାରୀ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଟସ୍‌ ହାରି…

ନୂଆ ନିଯୁକ୍ତି ପାଇଲେ ରେସ୍‌ଲର ବବିତା

ଚଣ୍ଡିଗଡ଼, ୩୦ା୭ (ପି.ଟି.)-ହରିୟାଣା ସରକାର ରେସ୍‌ଲର ବବିତା ଫୋଗତ୍‌ ଓ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତିରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଉଭୟେ ଏଣିକି କୌଣସି…

ଚାଲିଗଲେ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍‌

କୋଲକାତା, ୩୦।୭: ଭାରତର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ପିଲା ଦିନର କୋଚ୍‌ ଅଶୋକ ମୁସ୍ତାଫିଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ଅଶୋକ ଗୁରୁବାର ସକାଳେ…

ଚଳିତ ବର୍ଷ ବିଳମ୍ବ ହୋଇପାରେ ଜାତୀୟ କ୍ରୀଡ଼ା ପୁରସ୍କାର

ନୂଆଦିଲ୍ଲୀ, ୩୦।୭(ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ମାସେ କିମ୍ବା ୨ ମାସ ବିଳମ୍ବ ହୋଇପାରେ। ରାଷ୍ଟ୍ରପତି ଭବନରୁ ପରାମର୍ଶ ମିଳବା ପରେ ଏ ସମ୍ପର୍କରେ ଯାହାକିଛି ନିଷ୍ପତ୍ତି ନିଆଯିବ…

କାହିଁକି ଭାରତୀୟ ପ୍ରଶଂସକଙ୍କ ମନ ଜିଣିଲେ ଆଫ୍ରିଦୀ

ନୂଆଦିଲ୍ଲୀ, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଧିକାଂଶ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଯେଉଁଥି ପାଇଁ ଭାରତୀୟ କ୍ରିକେଟ୍‌ ପ୍ରେମୀ ତାଙ୍କୁ ପସନ୍ଦ କରି ନ ଥାନ୍ତି। ନିକଟରେ କଶ୍ମୀର ପ୍ରସଙ୍ଗକୁ…

୫ଥର ପଜିଟିଭ ପରେ ଏହି କ୍ରିକେଟର୍‌ଙ୍କ ରିପୋର୍ଟ ଆସିଲା ନେଗେଟିଭ

କରାଚି, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ହାରିସ ରୌଫ୍‌ଙ୍କ ପାଇଁ ଖୁସି ଖବର। ଶେଷରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଫଳରେ ଏବେ ହାରିସ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଲାଗି ଦଳ ସହ ଯୋଗ…

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ନତାଶାଙ୍କୁ ମେଡିକାଲ ନେଇ ଯିବା…

ଏହି ତାରିଖରେ ଖେଳାଯିବ ଆଇପିଏଲ୍‌ ଫାଇନାଲ!

ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଇସିସି ସ୍ଥଗିତ ରଖିଛି। ଏହା ପରେ ଆଇପିଏଲ ଆୟୋଜନ ହେବାର ବାଟ ସଫା ହୋଇଯାଇଛି। ଚଳିତ ବର୍ଷ ଆଇପିଏଲ ୟୁଏଇରେ ଖେଳାଯିବ। ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହା ପୂର୍ବରୁ…

ରାଇନା କହିଲେ- ଏହି ଖେଳାଳି ଭାରତୀୟ ଟିମ୍‌ର ଆଗାମୀ ଏମ୍‌ଏସ୍‌ ଧୋନୀ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀ ଏକ ଉପଲବ୍ଧିଠାରୁ କମ୍‌ ନୁହଁନ୍ତି। ଟିମ୍‌ ପ୍ରତି ତାଙ୍କ ଯୋଗଦାନକୁ କାହା ସହ ତୁଳନା କରାଯାଇପାରିବ ନାହିଁ। ତାଙ୍କ ସ୍ଥାନ କିଏ ନେଇପାରେ ବୋଲି ଯଦି ପ୍ରଶ୍ନ ହୁଏ ତେବେ ହୁଏତ…

ଆଇପିଏଲ୍‌ରେ ଡୋପିଂ ରୋକିବାକୁ ପ୍ରୟାସ

ନୂଆଦିଲ୍ଲୀ,୩୦।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଡୋପିଂ ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଦାୟିତ୍ୱରେ ଥିବା ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ନମୁନା ସଂଗ୍ରହ ପ୍ରକ୍ରିୟାକୁ ଆଉଟ୍‌ସୋର୍ସ କରିବ। ଏଥର ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?