ଖେଳ

ଛକା ମାରିବାରେ ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ମୋର୍ଗାନ

ସାଉଥାମ୍ପଟନ, ୫।୮: ଆୟର୍ଲାଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୭ ଉଇକେଟ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ (୧୦୬ ରନ)ଙ୍କ ଶତକ ବଳରେ ୩୨୮ ରନ…

ପ୍ରଥମ ଭେଟରେ ପ୍ରେମିକାଙ୍କୁ ନମସ୍କାର କହିଥିଲେ ଏହି ବିଦେଶୀ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମିଷ୍ଟର ୩୬୦ ଡିଗ୍ରୀ କୁହାଯାଉଥିବା ଏବି ଡି ଭିଲିୟର୍ସଙ୍କ ପ୍ରେମ କାହାଣୀ ବେଶ୍‌ ନିଆରା। ଏବିଙ୍କୁ ୨୩ ବର୍ଷ ହୋଇଥିଲାବେଳେ ସେ କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ…

ବିଶ୍ୱର ଦାମୀ କାର୍‌ କିଣିଲେ ଏହି ବ୍ୟକ୍ତି, ଜାଣନ୍ତୁ କେତେ ରହିଛି ଦାମ୍‌

ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର ବୁଗାଟୀ ଲା କିଣିଛନ୍ତି। ଏହି କାରର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି କାର କିଣିବା ପାଇଁ ରୋନାଲଡୋ ପ୍ରାୟ ୭୫ କୋଟି ଖର୍ଚ୍ଚ କରିଛନ୍ତି। ଏହି କାର…

ବିରାଟ କୋହଲି କେଉଁ କଥାରେ ବେଶୀ ରାଗନ୍ତି, ଅନୁଷ୍କା କଲେ ଖୁଲାସା

ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ସମୟ ବିତାଉଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ‘ଆସ୍କ-ମି-ଏନିଥିଙ୍ଗ୍‌’ ସେଶନ ରଖିଥିଲେ। ଏହି ସମୟରେ ଅନୁଷ୍କା ଶର୍ମା ପ୍ରଶଂସକମାନଙ୍କୁ ନିଜ ବିଷୟରେ ଅନେକ ମଜାଦାର କଥା…

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ ଦେଖାଇବେ। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଫୁଟବଲ ଖେଳର ଆଇନ ପ୍ରଣେତା ଅନ୍ତର୍ଜାତୀୟ ଫୁଟବଲ…

କୋର୍ଟରେ ମିଥ୍ୟା କହିଥିଲେ ପୁଏର୍ଟା

ବୁଏନ୍‌ସ୍ସଏୟାର୍ସ, ୫ା୮ (ଏପି)-ବାସନ୍ଦ ଦଣ୍ଡ ହ୍ରାସ କରିବା ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମିଥ୍ୟା ବୟାନ ଦେଇଥିବା ସ୍ବୀକାର କରିଛନ୍ତି ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଅବସରପ୍ରାପ୍ତ ଟେନିସ ଖେଳାଳି ମାରିଆନୋ ପୁଏର୍ଟା। ଆର୍ଜେଣ୍ଟିନାର ଏହି…

ଅବସର ନେଲେ ସ୍ପେନର ଏହି ଲିଜେଣ୍ଡ ଗୋଲକିପର

ମାଡ୍ରିଡ୍‌, ୫ । ୮ (ଏପି)-ରିୟଲ ମାଡ୍ରିଡ୍‌ ଓ ସ୍ପାନିଶ ଫୁଟ୍‌ବଲ ଇତିହାସର ଶ୍ରେଷ୍ଠ ଗୋଲକିପର ବୋଲି କୁହାଯାଉଥିବା ଇକର କାସିଲାସ୍‌ ମଙ୍ଗଳବାର ବିଧିବଦ୍ଧ ଫୁଟ୍‌ବଲରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କର ଶେଷ ମ୍ୟାଚ ବର୍ଷକ ପୂର୍ବେ ଖେଳିଥିଲେ।…

ଆଇପିଏଲ୍‌ରେ ପ୍ରତି ୫ ଦିନରେ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ,୪।୮(ପି.ଟି.): କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସ୍ବତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଏହି ଡ୍ରାଫ୍ଟ ଅନୁସାରେ ୟୁଏଇରେ…

ଆଇପିଏଲ ୨୦୨୦ରୁ ଓହରିପାରେ ଭିଭୋ

ନୂଆଦିଲ୍ଲୀ, ୪ା୮ (ପି.ଟି.)- ସମ୍ପ୍ରତି ଭାରତ-ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଆପୋସ ବୁଝାମଣା ଜରିଆରେ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ ଏହି ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଟାଇଟଲ…

୨୦୧୦ ପରଠାରୁ ଇଂଲଣ୍ଡଠାରୁ ହାରିନାହିଁ ପାକିସ୍ତାନ

ମାଞ୍ଚେଷ୍ଟର, ୪।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଜୈବ-ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ସିରିଜର ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ଏହା…

ମୁଣ୍ଡରେ କ୍ଷୀର ଗ୍ଲାସ ରଖି ପହଁରିଲେ ଅଲିମ୍ପିକ ଚାମ୍ପିୟନ କେଟୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୪।୮: କେଟି ଲେଡେସ୍କି। ଆମେରିକାର ଏହି ପ୍ରତିଭାବାନ ସନ୍ତରଣକାରୀ ବିଶ୍ୱ ସନ୍ତରଣରେ ଜଣେ ଜଣାଶୁଣା ଚେହେରା। ମାତ୍ର ୨୩ ବର୍ଷ ବୟସରେ କେଟୀ ୫ଟି ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ ଲାଭ କରିସାରିଛନ୍ତି। ସେହିଭଳି ବିଶ୍ୱ ଚାମ୍ପିୟନଶିପ୍‌ରେ ୧୫ଥର…

ତାଜମହଲ ସାମ୍ନାରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ ଡି ଭିଲର୍ସ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍‌ ସବୁଠାରୁ ପସନ୍ଦିତ ଖେଳ। ଏହାନୁହେଁ ଯେ ଏଠାରେ ଥିବା ପ୍ରଶଂସକମାନେ କେବଳ ଭାରତୀୟ ଖେଳାଳିଙ୍କୁ ପସନ୍ଦ କରିଥାନ୍ତି ବରଂ ଭାରତରେ ବିଦେଶୀ ଖେଳାଳିଙ୍କ ପ୍ରଶଂସକ ମଧ୍ୟ କିଛି କମ୍‌ ନୁହେଁ। ଭାରତରେ ସବୁଠାରୁ ପସନ୍ଦିତ ବିଦେଶୀ ଖେଳାଳିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?