ହାଇଦ୍ରାବାଦ ସାମ୍ନାରେ ୨୦୯ ରନର ବିଶାଳ ଟାର୍ଗେଟ୍‌ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଶାରଜା, ୪।୧୦: ଚଳିତ ଆଇପିଏଲ୍‌ ରବିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଓପନର୍‌ କ୍ୱିଣ୍ଟନ ଡିକକ୍‌ ସର୍ବାଧିକ ୬୭ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ (୨୭), ଇଶାନ କିଷାନ (୩୧), ହାର୍ଦ୍ଦିକ ପାଣ୍ଡ୍ୟା (୨୮), କିରନ ପୋଲାର୍ଡ (୨୫) ଓ କ୍ରୁନାଲ ପାଣ୍ଡ୍ୟା (୨୦) ଉପଯୋଗୀ ବ୍ୟାଟିଂ କରିଥିଲେ। ସଫଳ ବୋଲର ଭାବେ ହାଇଦ୍ରାବାଦ୍‌ ପକ୍ଷରୁ ସନ୍ଦୀପ ଶର୍ମା ଓ ସିଦ୍ଦାର୍ଥ କଉଲ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..

ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା...

କରୋନାରୁ ଆରୋଗ୍ୟ ହେଲେ ରାନୀ, ଅନ୍ୟ ୬ ଖେଳାଳି

ନୂଆଦିଲ୍ଳୀ,୯।୫(ପି.ଟି.): କୋଭିଡ୍‌-୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଭାରତୀୟ ମହିଳା ହକି ଦଳର ଖେଳାଳିମାନେ। ଅଧିନାୟିକା ରାନୀ ରାମପଲ, ଅନ୍ୟ ୬ଜଣ ଖେଳାଳିଙ୍କ ସମେତ ଦୁଇଜଣ...

ସଙ୍କଟରେ କୁମ୍ବଲେଙ୍କ ରେକର୍ଡ

ବର୍ମିଂହମ, ୧୦।୬: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ୬୧୯ ଉଇକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଅନିଲ...

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା...

ଅଭିଷେକ ସିଏବିର ସର୍ବକନିଷ୍ଠ ସଭାପତି

କୋଲକାତା, ୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ସ୍ବର୍ଗତ ଜଗମୋହନ ଡାଲମିୟାଙ୍କ ପୁଅ ଅଭିଷେକ ସିଏବିର ନୂଆ ସଭାପତି ହୋଇଛନ୍ତି।...

ଉରୁଗୁଏ ଦଳରୁ କାଭାନି ଆଉଟ୍‌

ମଣ୍ଟେଭିଡିଓ (ଉରୁଗୁଏ), ୪ା୧୦ (ଏପି)-ଚିଲି ଓ ଇକ୍ୱେଡର ବିପକ୍ଷ ଦୁଇ ଓପନିଂ ରାଉଣ୍ଡ ମ୍ୟାଚ ପାଇଁ ଉରୁଗୁଏ ଦଳ ଘୋଷଣା କରାଯାଇଛି। ଦଳରେ ଅନୁପସ୍ଥିତ ରହିଥିବା...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ...

କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍‌ ଇଣ୍ଡିଆର ୮ ଖେଳାଳି

ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦...

Advertisement
Archives

Model This Week