ଖେଳ

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଣ୍ଟିଂଙ୍କ ନେତୃତ୍ୱଶୈଳୀ ଯେଉଁଭଳି ଉଚ୍ଚକୋଟୀର ବ୍ୟାଟିଂ ଦକ୍ଷତା ମଧ୍ୟ ସେହିଭଳି ଆହୁରି…

ପଟିଆଲା ରାଜାଙ୍କ ନାମରେ ନାମିତ ହେବ ଏହି କ୍ରିକେଟ୍‌ ଷ୍ଟାଡିୟମ

ଚଣ୍ଡିଗଡ଼, ୧୦।୮: ମୁଲାନପୁରଠାରେ ନିର୍ମାଣ ଚାଲିଥିବା ନୂଆ କ୍ରିକେଟ୍‌ ଷ୍ଟାଡିୟମର ନାମ ପଟିଆଲାର ଅନ୍ତିମ ରାଜା ସ୍ବର୍ଗତ ମହାରାଜା ଯାଦବିନ୍ଦ୍ର ସିଂଙ୍କ ନାମରେ ନାମିତ କରାଯିବ। ପଞ୍ଜାବ କ୍ରିକେଟ୍‌ ଆସୋସିଏଶନ (ପିସିଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାରାଜ ଯାଦବିନ୍ଦ୍ର ସିଂ…

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ଖେଳାଳି

ବେଙ୍ଗାଲୁରୁ, ୧୦।୮: ଭାରତୀୟ ହକି ଦଳର ଫର୍‌ଓ୍ବାର୍ଡ ମନ୍‌ଦୀପ୍‌ ସିଂ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଘାତକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବାରେ ସେ ୬ଷ୍ଠ ଭାରତୀୟ ହକି ଖେଳାଳି ହୋଇଛନ୍ତି। ମନ୍‌ଦୀପ୍‌ଙ୍କ ପୂର୍ବରୁ ଅଧିନାୟକ ମନ୍‌ପ୍ରୀତ୍‌ ସିଂ, ଡିଫେଣ୍ଡର…

ଏହି କ୍ରିକେଟରଙ୍କୁ ବ୍ରେନ୍‌ ଟ୍ୟୁମର, କରୋନା ଆକ୍ରାନ୍ତ ଜଣାପଡିବା ପରେ ମେଡିକାଲରେ ଭର୍ତ୍ତି

ଢାକା,୧୦।୮: ପୂର୍ବତନ ବାମହାତୀ ବାଂଲାଦେଶୀ ସ୍ପିନର ମୁଶରଫ ହୁସେନ କରୋନା ସଂକ୍ରମିତ ହୋଇଛନ୍ତି। ମୁଶରଫଙ୍କ ପିତା କରୋନା ଆକ୍ରାନ୍ତ ହୋଇଥିବାରୁ ସଂସ୍ପର୍ଶରେ ଆସି ତାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏବେ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି। କରୋନାରୁ ମୁକ୍ତି ପାଇବା ପରେ…

ଆଉ ଅପେକ୍ଷା କରି ହେଉନାହିଁ, କାହିଁକି ଏମିତି କହିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦେଶ ପାଇଁ ଖେଳିବାବେଳେ ଅନେକ ଐତିହାସିକ ବିଜୟ ହାସଲ କରିଛନ୍ତି। କିନ୍ତୁ ଆଇପିଏଲରେ ତାଙ୍କ ଅଧିନାୟିକତ୍ୱରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏପର୍ଯ୍ୟନ୍ତ ସେତେଟା ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହିଁ। ଦଳ ଏପର୍ଯ୍ୟନ୍ତ ଗୋଟିଏ…

ଜୁଭେଣ୍ଟସ ଛାଡ଼ି ପାରନ୍ତି ରୋନାଲ୍ଡୋ

ଟୁରିନ, ୧୦।୮: ଚାମ୍ପିୟନ୍ସ ଲିଗ୍‌ରୁ ଜୁଭେଣ୍ଟସ ବାଦ୍‌ ପଡ଼ିବାପରେ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି କ୍ଲବ ଛାଡ଼ିବା ସମ୍ପର୍କରେ ଚିନ୍ତା କରୁଛନ୍ତି। ବ୍ୟକ୍ତିଗତଭାବେ ସେ ସିଜନକୁ ଉପଭୋଗ କରିଥିଲେ ହେଁ ତାଙ୍କର ଟ୍ରଫି ଜିତିବା ଅଭିଳାଷ ପୂରଣ ହୋଇ ପାରିନାହିଁ।…

ପାକିସ୍ତାନ ବିପକ୍ଷ ଅବଶିଷ୍ଟ ୨ ଟେଷ୍ଟ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧୦ା୮ (ପି.ଟି.)- ପାରିବାରିକ କାରଣ ଦର୍ଶାଇ ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ଓହରିଯାଇଛନ୍ତି। ଦେଶର କ୍ରିକେଟ ବୋର୍ଡ ତରଫରୁ ରବିବାର ଏହା ଘୋଷଣା କରାଯାଇଛି। ଇଂଲଣ୍ଡ…

ପାକିସ୍ତାନ ବିପକ୍ଷରେ ୫ମ ସର୍ବାଧିକ ରନ୍‌ ଚେଜ୍‌

ମାଞ୍ଚେଷ୍ଟର, ୧୦।୮ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀଲାଭ କରିଛି। ୨୭୭ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା…

ଭର୍ଷ୍ଟାପେନ ଜିତିଲେ ଆନିଭର୍ସାରି ଗ୍ରାଁ ପ୍ରି

ସିଲଭରଷ୍ଟୋନ, ୧୦।୮-ରେଡବୁଲ ଡ୍ରାଇଭର ନେଦରଲାଣ୍ଡ୍ସର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଏଠାରେ ଅନୁଷ୍ଠିତ ଫର୍ମୁଲାଓ୍ବାନର ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନଶିପ୍‌ ଲିଡର ମର୍ସିଡିଜ୍‌ର ଲୁଇସ ହାମିଲଟନ ଦ୍ୱିତୀୟ ଏବଂ ତାଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ ତୃତୀୟ…

ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୮(ପି.ଟି.): ଚାଇନା ମୋବାଇଲ କମ୍ପାନୀ ଭିଭୋ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍ସରଶିପ୍‌ ବାତିଲ ଘଟଣା ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି। ଏହା ଏକ ନିହାତି ମାମୁଲି ଝଟ୍‌କା।…

ଧୋନୀଙ୍କ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ନ ଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍‌ ହେଲମେଟ୍‌ରେ ତ୍ରିରଙ୍ଗା ଚିହ୍ନ ଲଗାଇ ବ୍ୟାଟିଂ କରୁଥିବାର ଦେଖାଯାଏ। ଏହି ଟ୍ରେଣ୍ଡ୍‌ ପ୍ରଥମେ ଆରମ୍ଭ କରିଥିଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ତାଙ୍କ ପରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହଓ୍ବାଗ୍‌ ଏବଂ ବିରାଟ କୋହଲିଙ୍କ ଭଳି…

ଟେଷ୍ଟ ପଦାର୍ପଣରେ ଦ୍ୱିଶତକ ହାସଲ କରିଥିଲେ ଏହି ୫ ବ୍ୟାଟ୍ସମ୍ୟାନ

ଅନ୍ତର୍ଜାତୀୟ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିବା ସବୁ ଖେଳାଳିଙ୍କ ସ୍ବପ୍ନ ରହିଥାଏ। ଯଦି କୌଣସି କ୍ରିକେଟର୍‌ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରନ୍ତି ତେବେ ଏହା ତାଙ୍କ ଲାଗି ବେଶ୍‌ ସ୍ବତନ୍ତ୍ର ହୋଇଥାଏ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଏମିତି ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?