କ୍ରିକେଟ୍ର ଏହି ରେକର୍ଡ, ୯୯ ବର୍ଷ ପରେ ଆଜି ବି ଅତୁଟ
ଅଷ୍ଟ୍ରେଲିଆର ଜ୍ୟାକ ମୋରିସନ ଗ୍ରେଗୋରୀଙ୍କ ଟେଷ୍ଟ କ୍ୟାରିୟର ବହୁତ ବଡ ନ ଥିଲା, କିନ୍ତୁ ସ୍ବଳ୍ପ କ୍ୟାରିୟରରେ ସେ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆଶ୍ଚର୍ଯ୍ୟ କରିଦେଇଥିଲେ। ୧୯୨୦ ପ୍ରାରମ୍ଭରେ ଗ୍ରେଗୋରୀ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ଦ୍ରୁତ ବୋଲିଂରେ ଆତଙ୍କିତ କରି ରଖିଥିଲେ।…
ଆଡିଲେଡ୍ରେ ହୋଇପାରେ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ
ମେଲବୋର୍ନ, ୭ା୮(ପି.ଟି.)- ଭିକ୍ଟୋରିଆ ପ୍ରଦେଶରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତ ବିପକ୍ଷ ପାରମ୍ପରିକ ବକ୍ସିଂ ଡେ’ ଟେଷ୍ଟ ମେଲବୋର୍ନ ପରିବର୍ତ୍ତେ ଆଡିଲେଡ୍ରେ କରିବା ଲାଗି ବିଚାର କରୁଛି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)। ସ୍ଥାନୀୟ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ…
ମର୍ସିଡିଜ୍ରେ ରହିଲେ ବୋଟାସ
ସିଲଭରଷ୍ଟାନ୍, ୭ା୮ (ଏପି)- ଭାଲଟେରୀ ବୋଟାସ ଆସନ୍ତା ସିଜନ ପାଇଁ ମର୍ସିଡିଜ୍ ଫର୍ମୁଲା ଓ୍ବାନ୍ ଟିମ୍ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଆସନ୍ତା ରବିବାର ସିଲଭରଷ୍ଟାନ୍ଠାରେ ଫିନଲାଣ୍ଡର ଏହି ଡ୍ରାଇଭର ତାଙ୍କ କ୍ୟାରିୟରର ୭୦ତମ ଗ୍ରାଁ ପ୍ରିରେ ଭାଗ ନେବେ। ବିଶ୍ୱ…
ରେସ୍ ବେଳେ ଦୁର୍ଘଟଣା ଯୋଗୁ କୋମାରେ ସାଇକ୍ଲିଷ୍ଟ
ଓ୍ବାର୍ସ (ପୋଲାଣ୍ଡ), ୭ା୮ (ଏପି)-ଡଚ୍ ସାଇକ୍ଲିଷ୍ଟ ଫାବିଓ ଜାକବସେନ୍ ଏବେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲାଣ୍ଡରେ ଚାଲିଥିବା ଟୁର୍ ଡି’ ପୋଲୋନେ ରେସ୍ର ଫାଇନାଲ ଷ୍ଟ୍ରେଚ୍ରେ ଦୁଘର୍ଟଣା ଯୋଗୁ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି। ବୁଧବାର ଇଭେଣ୍ଟର ଓପନିଂ…
କ୍ୱାରାଣ୍ଟାଇନ୍ ଆରମ୍ଭ କଲେ ଆଇପିଏଲ୍ ଫ୍ରାଞ୍ଚାଇଜ୍
ନୂଆଦିଲ୍ଲୀ, ୭ା୮ : ଦୁବାଇରେ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ପାଇଁ ଫ୍ରାଞ୍ଚାଇଜ୍ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍ସିଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର୍ସ(ଏସ୍ଓପି) ଡ୍ରାଫ୍ଟ ପଠାଇବାପରେ କିଛି ଆଇପିଏଲ୍ ମାଲିକ ନିଜ ଭିତରେ ଆଲୋଚନା କରିଛନ୍ତି। ଏହା…
ଚଳିତ ବର୍ଷ ଆଇପିଏଲ୍ର ଟାଇଟଲ୍ ସ୍ପନଶର ହେବ ନାହିଁ ଭିଭୋ
ନୂଆଦିଲ୍ଲୀ, ୬ା୮ (ପି.ଟି.)-ଭାରତ ଓ ଚାଇନା ମଧ୍ୟରେ କୂଟନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ସହିତ ବର୍ଷକ ପାଇଁ ଆଇପିଏଲ୍ ଟାଇଟଲ ପାର୍ଟନରଶିପ୍କୁ ସସ୍ପେଣ୍ଡ କରିଛି। ଭିଭୋ ଚଳିତବର୍ଷ ଇଣ୍ଡିଆନ…
ପୁଅର ନାମ କ’ଣ ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଜାଣନ୍ତୁ
ନୂଆଦିଲ୍ଲୀ, ୫।୮: ନିକଟରେ ପିତୃତ୍ୱ ଲାଭ କରିଥିବା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହୁଛନ୍ତି। ହାର୍ଦ୍ଦିକ କେତେବେଳେ ନବଜାତ ପୁଅ ସହ ତ ପୁଣି କେତେବେଳେ ସ୍ତ୍ରୀ ତଥା ସର୍ବିୟା…
ଏହି ଭାରତୀୟ କ୍ରିକେଟର୍ଙ୍କ ପୂର୍ବତନ ସ୍ତ୍ରୀଙ୍କୁ ମିଳିଲା ବଳାତ୍କାର ଧମକ
ନୂଆଦିଲ୍ଲୀ, ୬।୮: ଭାରତୀୟ କ୍ରିକେଟ୍ ଦଳର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି ତାଙ୍କ ସ୍ତ୍ରୀ ହାସିନ ଜାହାନଙ୍କଠାରୁ କେବେଠୁ ଅଲଗା ହୋଇସାରିଛନ୍ତି। କିନ୍ତୁ ହାସିନ ଅଧିକାଂଶ ସମୟ କୌଣସି କାରଣ ଲାଗି ଖବରର ଶିରୋନାମାରେ ରହିଥାନ୍ତି। କେତେବେଳେ ସୋସିଆଲ ମିଡିଆରେ…
ଝଡ଼ ତୋଫାନରେ ଉଡ଼ିଲା ଏହି ଷ୍ଟାଡିୟମ ଛାତ
ମୁମ୍ବାଇ, ୬।୮: ଭାରତର ଶ୍ରେଷ୍ଠ କ୍ରିକେଟ୍ ଷ୍ଟାଡିୟମ ମଧ୍ୟରୁ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ ଅନ୍ୟତମ। କିନ୍ତୁ ବୁଧବାର ମୁମ୍ବାଇରେ ଲଗାଣ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଏହି ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ଷ୍ଟାଡିୟମର ଛାତ ଉଡ଼ିଯାଇଥିବା…
ଯୁବରାଜଙ୍କ ଘରେ ପଶିଲା ବର୍ଷା ପାଣି; ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ, ୬।୮: ଲଗାଣ ବର୍ଷା କାରଣରୁ ଦେଶର ଅନେକ ସହରର ଅବସ୍ଥା ବେହାଲ୍ ହୋଇଯାଇଛି। ବିଶେଷ କରି ମୁମ୍ବାଇରେ ବର୍ଷା ଯୋଗୁ ସ୍ଥିତି ଅତି ଗମ୍ଭୀର ହୋଇଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାରୁ ଲୋକ ନାନା ଅସୁବିଧାର ସମ୍ମୁଖୀନ…
କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଲାରାଙ୍କ କରୋନା ରିପୋର୍ଟ କ’ଣ ବାହାରିଲା ଜାଣନ୍ତୁ…
ନୂଆଦିଲ୍ଲୀ,୬।୮: ଓ୍ବେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ସେ ପଜିଟିଭ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି। ଟେଷ୍ଟରେ ମୋର ନେଗେଟିଭ୍ ବାହାରିଛି ବୋଲି ଲାରା ସ୍ପଷ୍ଟ କରିଛନ୍ତି।…
ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ
କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍ ଅଚେତ୍ ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଠିକ୍ ଦୁଇ ସପ୍ତାହପରେ ସେ ମୃତ୍ୟୁବରଣ…

