ଖେଳ

୨୦ ବର୍ଷ ହେବ ଅକ୍ଷୟ କୁମାରଙ୍କ ଅପେକ୍ଷାରେ ଥିଲେ ଏହି ଯୁବତୀ, ମିଳିଲା ଏମିତି ଉତ୍ତର

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅକ୍ଷୟ କୁମାର। ତାଙ୍କର ପ୍ରଶଂସକ ମଧ୍ୟ ଅନେକ ଅଛନ୍ତି। ନିକଟରେ ଅକ୍ଷୟଙ୍କ ବାର୍ତ୍ତାକୁ ୨୦ ବର୍ଷ ଅପେକ୍ଷା କରିଥିବା ଜଣେ ପ୍ରଶଂସକ ଟୁଇଟରରେ ଅଭିନେତାଙ୍କୁ ମେସେଜ କରିଥିଲେ। ଶେଷରେ, ଅକ୍ଷୟ ଏହି ପ୍ରଶଂସକଙ୍କୁ ଏକ…

ଅନୁଷ୍କା ଶର୍ମାଙ୍କ ବେବି ବମ୍ପ୍‌ ସହ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କୋହଲିଙ୍କୁ ଅନୁଷ୍କାଙ୍କ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି। ଏହି ଫଟୋର ସତ୍ୟତା ଯାଞ୍ଚ…

ପୁଣି ପିତା ହେଲେ କି ଧୋନୀ, ଝିଅ ଜିଭା ସହ କୁନି ଶିଶୁକୁ ନେଇ ଚର୍ଚ୍ଚା

ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆଠାରୁ ବହୁ ଦୂରରେ ଥାନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ଲକଡାଉନରେ ପ୍ରଶଂସକମାନେ ଧୋନୀଙ୍କ ବିଷୟରେ ସୋଶୀ ମିଡିଆ ଆକାଉଣ୍ଟ ଜରିଆରେ ସୂଚନା…

ପାକିସ୍ତାନୀ କ୍ରିକେଟର ହେଲେ ରାମଭକ୍ତ…

ଇସଲାମାବାଦ୍‌, ୧୧।୮: ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିବାକୁ ପାକିସ୍ତାନୀ କ୍ରିକେଟର ଚାହୁଁଛନ୍ତି। ପାକିସ୍ତାନ ଜାତୀୟ ଟିମ୍‌ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ଦାନିଶ୍‌ କାନେରିଆ ଏଭଳି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ଭାରତ ସରକାରଙ୍କ ଅନୁମତି ଲୋଡ଼ିବେ ବୋଲି କହିଛନ୍ତି।…

ଆଇସିସି ଚେୟାରମ୍ୟାନ ନିର୍ବାଚନ: ସର୍ବସମ୍ମତ ପ୍ରାର୍ଥୀ ସପକ୍ଷରେ ବୋର୍ଡ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ଅଫ୍‌ ଡାଇରେକ୍ଟର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ସଦସ୍ୟମାନେ ଶଶାଙ୍କ ମନୋହରଙ୍କ ସ୍ଥାନରେ ବିଶ୍ୱ କ୍ରିକେଟ ପରିଚାଳନା ସଂସ୍ଥାର ପରବର୍ତ୍ତୀ ଚେୟାରମ୍ୟାନ ବାଛିବା ନେଇ କୌଣସି ସିଦ୍ଧାନ୍ତରେ ଉପନୀତ…

ଆଇପିଏଲ-୨୦୨୦: ଅଗଷ୍ଟ ୧୮ ସୁଦ୍ଧା ପ୍ରାୟୋଜକ ଚୂଡ଼ାନ୍ତ

ନୂଆଦିଲ୍ଲୀ, ୧୧।୮(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୨୦୨୦) ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁଷ୍ଠାନିକଭାବେ ଭାରତ ସରକାରଙ୍କଠାରୁ ଅନୁମତି ପାଇଛି। ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୋମବାର ଏହା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟର ନୂଆ…

ବାଂଲାଦେଶର ପୂର୍ବତନ ସ୍ପିନର ମୋଶାରାଫ୍‌ ପଜିଟିଭ୍‌

ଢାକା, ୧୧ା୮ (ପି.ଟି.)-ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୋଶାରାଫ୍‌ ହୋସେନ୍‌ଙ୍କ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି। ଜାତୀୟ ଦଳ ତରଫରୁ ଏହି ଖେଳାଳି ୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ବ୍ରେନ୍‌ ଟ୍ୟୁମର ଯୋଗୁ ସେ ୪ ମାସ ହେଲା ଚିକିତ୍ସାଧୀନ ଥିଲେ।…

ଷ୍ଟାର୍କଙ୍କ ବୀମା ରାଶି ବିବାଦର ସମାଧାନ

ମେଲବୋର୍ନ, ୧୧ା୮ (ପି.ଟି.)-ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ବୀମା ରାଶିକୁ ନେଇ ହୋଇଥିବା ବିବାଦର ସମାଧାନ ହୋଇଛି। ୨୦୧୮ରେ ଏକ ଇଞ୍ଜୁରି ପାଇଁ ସେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସହିତ ଆଇପିଏଲ୍‌ ଚୁକ୍ତି ହରାଇଥିଲେ। ଏଥିପାଇଁ ସେ…

ଫେରୋ ଜିତିଲେ ପାଲ୍‌ରେମୋ ଓପନ

ପାଲେରମୋ, ୧୧ା୮(ଏପି)-ଫ୍ରାନ୍ସର ଫିଓନା ଫେରୋ ପାଲ୍‌ରମୋ ଲେଡିଜ୍‌ ଓପନ୍‌ ଟେନିସ୍‌ ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲରେ ଚତୁର୍ଥ ସିଡ୍‌ ଇସ୍ତୋନିଆର ଆନେଟ୍‌ କୋଣ୍ଟାଭିଟ୍‌କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ୫ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଟୁର୍‌ ଲେଭଲ…

ମନ୍‌ଦୀପ ସିଂଙ୍କୁ କରୋନା

ନୂଆଦିଲ୍ଲୀ,୧୧ା୮(ପି.ଟି.)-ଭାରତୀୟ ହକି ଟିମ୍‌ ଫରଓ୍ବାର୍ଡ ମନ୍‌ଦୀପ ସିଂଙ୍କର କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ଆସିଛି। କରୋନରେ ସଂକ୍ରମିତ ହେବାରେ ସେ ୬ଷ୍ଠ ଜାତୀୟ ଖେଳାଳି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତରଫରୁ ସୋମବାର ଏହା ଘୋଷଣା କରାଯାଇଛି। ଜଳନ୍ଧରର ଏହି ୨୫ ବର୍ଷୀୟ…

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ। ମାତ୍ର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ମଧ୍ୟ ଦର୍ଶକଙ୍କ ପସନ୍ଦର କ୍ରିକେଟର…

ଅବସର ଯୋଜନାକୁ ଖଣ୍ଡନ କଲେ ଏହି କ୍ରିକେଟର୍‌

ମାଞ୍ଚେଷ୍ଟର, ୧୦।୮- ନିକଟ ଅତୀତରେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଏବେ ଅବସର ନେବାକୁ ତାଙ୍କର କୌଣସି ଯୋଜନା ନାହିଁ ବୋଲି ଇଂଲଣ୍ଡ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ପ୍ରକାଶ କରିଛନ୍ତି। ୨୦୨୧-୨୨ ଆଶେସ ସିରିଜ ଖେଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?