Posted inଖେଳ

ଡୋପିଂ: ଇଂଲଣ୍ଡ ଫୁଟ୍‌ବଲର ବାସନ୍ଦ

ଲଣ୍ଡନ,୮।୧୦(ଏପି): ଡୋପିଂ କାରଣରୁ ଇଂଲଣ୍ଡ ଫୁଟବଲ ଆସୋସିଏଶନ ତା’ର ଜଣେ ସେକେଣ୍ଡ ଡିଭିଜନ୍‌ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରିଛି। ବାର୍ନସଲି ଡିଫେଣ୍ଡର ବାମ୍ବୋ ଡିଆବିଙ୍କୁ ବାସନ୍ଦ କରାଯାଇଛି ବୋଲି ଆସୋସିଏଶନ ବୁଧବାର ସୂଚନା ଦେଇଛି। ଫଳରେ ସେ ୨୦୨୨ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ନିଷିଦ୍ଧ ପଦାର୍ଥ ହାଇଜେନାମାଇନ୍‌ ପାଇଁ ସେ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ଏହି ପଦାର୍ଥ ଓଜନ କମାଇବାରେ ସହାୟ ହୋଇଥାଏ ବୋଲି ୟୁ.କେ. ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ କୁହାଯାଇଛି। ବାମ୍ବୋ ନିଜର ଦୋଷ ସ୍ବୀକାର କରିଛନ୍ତି। ତେବେ କିପରି ଏହି ପଦାର୍ଥ ତାଙ୍କ ଦେହକୁ ଆସିଲା ସେ ସମ୍ପର୍କରେ ବାମ୍ବୋ କିଛି ସ୍ପଷ୍ଟ କରିନାହାନ୍ତି। ଦୁଇବର୍ଷ ବାସନ୍ଦାଦେଶ ପାଳନ କରିବା ବାଧ୍ୟତାମୂଳକ ବୋଲି ଆସୋସିଏଶନ କହିଛି। ଗତ ନଭେମ୍ବରରେ ବ୍ଲାକବର୍ନ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସେ ଟେଷ୍ଟ ପଜିଟିଭ ବୋଲି ଜଣାପଡିଥିଲା। ୨୨ ବର୍ଷୀୟ ବାମ୍ବୋ ସ୍ପେନ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଓ ପୂର୍ବରୁ ସାମ୍ପଡୋରିଆ ସହ ଚୁକ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୦୩ ତମ ଟେଷ୍ଟ ଖେଳାଳି ହେଲେ ଶ୍ରେୟାସ, କାନପୁର ‘ବାଦଶାହା’ ଦେଲେ କ୍ୟାପ୍‌

କାନପୁର,୨୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ତାଙ୍କର ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର...

ଭାଷ୍ୟକାରଙ୍କ ପ୍ୟାନେଲରେ ଗାଙ୍ଗୁଲି, ମଞ୍ଜରେକର

ଲଣ୍ଡନ,୧୭ା୫- ଇଂଲଣ୍ଡ ଓ ଓ୍ବେଲ୍ସରେ ହେବାକୁ ଥିବା ବିଶ୍ୱକପ୍‌ ଲାଗି ଶୁକ୍ରବାର ଆଇସିସି ପକ୍ଷରୁ ଭାଷ୍ୟକାରଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ପୂର୍ବତନ ଭାରତୀୟ ଅଧିନାୟକ...

ଏଆଇଏଫ୍‌ଏଫ୍‌ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ, ୯ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲ ଏବେ ସଙ୍କଟରେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପର ଆବଶ୍ୟକ ପଡ଼ିଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟଶୈଳୀରେ ଅସନ୍ତୋଷ...

ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଖେଳାଳି ହୋଇପାରନ୍ତି ପାକିସ୍ତାନର ନୂଆ କୋଚ୍‌, କିଛି ଏଭଳି…

ଦୁବାଇ,୨୯।୧୦: ୨୦୧୧ ମସିହାରେ ଟିମ୍‌ ଇଣ୍ଡିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ସମୟରେ ଦଳର କୋଚ୍‌ ଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରି କିର୍ଷ୍ଟେନ। ଏବେ ସେ...

ଦୁବାଇ ହୋମ୍‌ ମାରାଥନରେ ଭାଗ ନେଲେ ୭୪୯ ଧାବକ

ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍‌ ହୋମ୍‌’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ...

ୟୁକେରେ ଚିକିତ୍ସିତ ହେବେ ସଙ୍କେତ

ବର୍ମିଂହାମ୍‌,୧ା୮: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍‌ଗର୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ...

ସ୍ବତନ୍ତ୍ର ଅର୍ଦ୍ଧଶତକ ପୂର୍ବରୁ ଏହି ପୂର୍ବତନ ଖେଳାଳିଙ୍କ ସହ କଥା ହୋଇଥିଲେ କୋହଲି

ଅହମ୍ମଦାବାଦ୍‌, ୧୫।୩ – ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ ପୂର୍ବରୁ...

ଗଣିତରେ ୧୦୦ରୁ ଏତିକି ନମ୍ବର ରଖୁଥିଲେ ବିରାଟ କୋହଲି

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି...

Advertisement
Archives

Model This Week