ଆଇପିଏଲ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫୦ ଅର୍ଦ୍ଧଶତକ ହାସଲ କଲେ ଓ୍ବାର୍ନର

ଦୁବାଇ, ୮।୧୦: ଆଇପିଏଲ୍‌ର ୨୨ତମ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୦୧ ରନ ସଂଗ୍ରହ କରିଛି। ଫଳରେ ପଞ୍ଜାବ ସମ୍ମୁଖରେ ୨୦୨ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ହାଇଦ୍ରାବାଦ୍‌ ପକ୍ଷରୁ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ୫୨ ଓ ଉଇକେଟ୍‌କିପର ଜନ୍ନୀ ବେୟାରଷ୍ଟୋ ୯୭ ରନ କରିଥିଲେ। ଏଥିସହ ଆଇପିଏଲ୍‌ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଓ୍ବାର୍ନର ୫୦ଟି ଅର୍ଦ୍ଧଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସଫଳ ବୋଲର ଭାବେ ପ୍ରତିପକ୍ଷ ଦଳର ରବି ବିଶ୍ନୋଇ ୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧।୧: କ୍ରିଷ୍ଟିଆନୋ ରୋନାଲ୍ଡୋ ସାଉଦି ଆରବର ଏକ ଫୁଟବଲ କ୍ଲବ ଅଲ୍‌ ନାସର ସହ ଚୁକ୍ତି କରିଛନ୍ତି। ମଧ୍ୟପ୍ରାଚ୍ୟ ଫୁଟ୍‌ବଲ ପାଇଁ ଏହା ଏକ ଉଲ୍ଲେଖନୀୟ...

ଅଶ୍ୱିନଙ୍କୁ କାହିଁକି ଏତେ ଡରୁଛି ଅଷ୍ଟ୍ରେଲିଆ? ରେକର୍ଡ କହୁଛି…

ନୂଆଦିଲ୍ଲୀ,୪।୨: ଫେବୃୟାରୀ ୯ରୁ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଅଷ୍ଟ୍ରେଲିଆ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଉପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ...

ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ...

ଟସ୍‌ ଜିତିଲା କୋଲକତା

ଶାରଜା,୨୬।୯: ଆଇପିଏଲ୍‌ରେ ରବିବାର ଦୁଇଟି ହାଇ ଭୋଲଟେଜ ମ୍ୟାଚ ଅଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି।...

ଖାଦ୍ୟକୁ ଓଜନ କରି ଖାଉଛନ୍ତି କୋହଲି; କ’ଣ କହିଲେ ଅନୁଷ୍କା

ନୂଆଦିଲ୍ଲୀ, ୮।୭- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ନେଇ ସର୍ବଦା ସଚେତନ ଥାଆନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ବିରାଟ...

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ...

କାମ ଦେଲାନି ସୂର୍ଯ୍ୟକୁମାର, ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ

ପୁଣେ,୫ା୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ବିଜୟ ହୋଇଛି। ଟସ୍‌...

ମେଲବୋର୍ନ ଆକାଶରେ କଳା ବାଦଲ, ଫାଇନାଲ ଲଢ଼େଇ ରିଜର୍ଭ ଦିବସରେ ହେବା ଆଶଙ୍କା…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁଁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଫାଇନାଲ ମ୍ୟାଚ ନେଇ ଆଶଙ୍କା ଦେଖାସେଇଛି। ମେଲବୋର୍ନରେ ହାଲୁକା ବର୍ଷା...

Advertisement
Archives

Model This Week