କ୍ୟାପିଟାଲ୍ସ ସାମ୍ନାରେ ୧୮୦ ରନ ଟାର୍ଗେଟ୍‌ ଧାର୍ଯ୍ୟ କଲା ଧୋନୀଙ୍କ ସୁପର୍‌ କିଙ୍ଗ୍ସ

ଶାରଜା, ୧୭।୧୦: ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୭୯ ରନ୍‌ ସଂଗ୍ରହ କରିଛି। ଫଳରେ କ୍ୟାପିଟାଲ୍ସ ସାମ୍ନାରେ ବିଜୟ ପାଇଁ ୧୮୦ ରନ୍‌ ଧାର୍ଯ୍ୟ ହୋଇଛି। ସୁପର୍‌ କିଙ୍ଗ୍ସ ପକ୍ଷରୁ ଫ୍ଲାଫ୍‌ ଡୁ ପ୍ଲେସିସ ୫୮, ଶେନ୍‌ ଓ୍ବାଟସନ ୩୬, ଅମ୍ବାତି ରାୟୁଡୁ ୪୫*, ରବୀନ୍ଦ୍ର ଜାଡେଜା ୩୩* ରନ କରିଥିଲେ। ତେବେ ଓପନର୍‌ ସାମ୍‌ କୁରାନ (୦) ଓ ଧୋନୀ (୩) ନିରାଶ କରିଥିଲେ। ସଫଳ ବୋଲର ଭାବେ ଏନ୍‌ରିଚ ନର୍ଟେଜ ୨ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ବର୍ଷରୁ କମ୍‌ ଜାତୀୟ ଟେନିସ: ସୋହିନୀ ରନର୍ସଅପ୍‌

ଭୁବନେଶ୍ୱର,୨୧।୩(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶାର ୧୨ ବର୍ଷୀୟା ବାଳିକା ଟେନିସ୍‌ ଖେଳାଳି ସୋହିନୀ ମହାନ୍ତି ଏକ ବିରଳ ସଫଳତା ଅର୍ଜନ କରିଛନ୍ତି। ପ୍ରଥମ ଓଡ଼ିଆ ଟେନିସ ଖେଳାଳି...

ସେହ୍ବାଗଙ୍କ ଆଇପିଏଲ୍‌ ଏକାଦଶରେ କୋହଲି ଅଧିନାୟକ

ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ...

ସବୁ ସୀମା ଟିପଲେ ଏହି କ୍ରିକେଟ୍‌ଙ୍କ ସ୍ତ୍ରୀ, ଭିଡିଓ ଶେୟାର କରି କହିଲେ…

ଭାରତୀୟ କ୍ରିକେଟ୍‌ର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ହସିନଙ୍କ ସହ ଶାମିଙ୍କ ବିବାଦକୁ ସମସ୍ତେ ମନେ ରଖିଛନ୍ତି। ସୋସିଆଲ ମିଡିଆରେ...

ସେମିଫାଇନାଲରେ ପାକିସ୍ତାନ ପାଇଁ ସୁଯୋଗ ଅଛି କି ?, ଏସବୁ ତିନି ସମୀକରଣ ଗୁରୁତ୍ୱପୂର୍ଣ୍ଣ……

ମେଲବୋର୍ନ,୩୧।୧୦ : ଟି -୨୦ ବିଶ୍ୱକପ ୨୦୨୨ ରେ ଦକ୍ଷିଣ ଆଫ୍ରିକା ରବିବାର ଟିମ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଫଳାଫଳ...

ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା

ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ...

ଭାରତ କବ୍‌ଜାରେ ଦିବାରାତ୍ର ଟେଷ୍ଟ

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ପ୍ରଥମ ଦିନ ଶେଷ ସୁଦ୍ଧା...

ପୁଣି ଘୁଞ୍ଚିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୪।୯ (ପି.ଟି.): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଥରେ ଘୁଞ୍ଚାଯାଇ ଏହି ମେଗା ଇଭେଣ୍ଟକୁ...

ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)- ବ୍ରାଜିଲର ସାଓ ପାଓଲୋଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପର ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର...

Advertisement
Archives

Model This Week