Posted inଖେଳ

ଏହି ଖେଳାଳି ପ୍ରସ୍ତୁତ କରିପାରିବେ କରୋନା ଟିକା, କାହିଁକି ଏମିତି କହିଲେ ସେହ୍ବାଗ

ଆଇପିଏଲ୍‌ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମଧ୍ୟ ସେ ଜଲଓ୍ବା ଦେଖାଇଛନ୍ତି। ତାଙ୍କ ପ୍ରଦର୍ଶନ ଦେଖି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍‌ମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି ଟଓ୍ବୋଟିଆ ଯେଭଳି ସମୟ ଚାଲିଛି ତାଙ୍କ ଯଦି କେହି କରୋନା ଟିକା ପ୍ରସ୍ତୁତ କରିବାକୁ ଦିଏ ତେବେ ସେ ପ୍ରସ୍ତୁତ କରିଦେବେ। ସେ ଭାରତୀୟ ଦଳର ଆଗାମୀ ଷ୍ଟାର୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ରେ ସେ ୧୧ଟି ବଲ୍‌ରେ ୧୯ ରନ୍‌ ସଂଗ୍ରହ କରିଥିଲେ। ଏହାସହ ବେଙ୍ଗାଲୁରୁର ଓପନିଂ ବ୍ୟାଟ୍ସମ୍ୟାନ୍‌ ପଡିକଲଙ୍କ ଉଇକେଟ୍‌ ନେବା ସହ କୋହଲିଙ୍କ ଏକ ଅସମ୍ଭବ କ୍ୟାଚ୍‌କୁ ଧରି ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେଲ୍‌ଫାଷ୍ଟ ଟାଇଟାନ୍ସରୁ ଖେଳିବେ ଡୁ’ପ୍ଲେସି

ମୁମ୍ବାଇ, ୨୬ା୭ (ପି.ଟି.)- ୟୁରୋ ଟି୨୦ ସ୍ଲାମ୍‌ ଟୁର୍ନାମେଣ୍ଟରେ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ ଅଧିନାୟକ ଫାଫ୍‌ ଡୁ’ପ୍ଲେସି ବେଲ୍‌ଫାଷ୍ଟ ଟାଇଟାନ୍ସ ଫ୍ରାଞ୍ଚାଇଜ୍‌ ଦଳରେ...

ସଚିନ ଆଉଟ୍‌ ହେବା ପରେ ‘ଦେବଦାସ’ ଫିଲ୍ମ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନେଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା...

ସଚିନଙ୍କ ବ୍ୟାଟ୍‌ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍‌ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍‌ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ...

ଏହି ୪ ଭାରତୀୟ ଖେଳାଳିଙ୍କ ପାଖରେ ରହିଛି ନିଜସ୍ବ ବିମାନ

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି।...

ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ: ସୁଶ୍ରୀ, ମଧୁସ୍ମିତା ଓଡ଼ିଶାକୁ ବିଜୟୀ କଲେ

ଭୁବନେଶ୍ୱର,୧୭।୩(ସ୍ପୋଟର୍‌ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନଙ୍କ ଚମତ୍କାର ବ୍ୟାଟିଂ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୫ ଉଇକେଟ ସଫଳତା ବଳରେ ଓଡ଼ିଶା ସୁରଟ୍‌ର ସି.କେ. ପିଥାଓ୍ବାଲା...

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)- ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌...

ପଂଘାଲଙ୍କୁ ସ୍ବର୍ଣ୍ଣ, ମହିଳାରେ ପୂଜା ଶ୍ରେଷ୍ଠ

ବ୍ୟାଙ୍କ୍‌କ, ୨୭ା୪ (ପି.ଟି.)-ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ଭରତୀୟ ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅମିତ ପଂଘାଲ(୫୨କେଜି) ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ପୂଜା ରାଣୀ (୮୧କେଜି)...

‘ଶତକ କରିପାରୁ ନାହାନ୍ତି, ତ କ’ଣ ହୋଇଗଲା’

ନୂଆଦିଲ୍ଲୀ,୨୮।୧: ଦୁଇ ବର୍ଷ ହେଲା କ୍ୟାରିୟରର ୭୧ତମ ଶତକ ଅପେକ୍ଷାରେ ଥିବା ବିରାଟ କୋହଲିଙ୍କୁ ନିକଟରେ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ତାଙ୍କ ସମାଲୋଚକଙ୍କୁ କଡ଼ା...

Advertisement
Archives

Model This Week