ଖେଳ

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଝଟକା: ଭାରତ ଫେରିଲେ ଟିମ୍‌ର ଏହି ପ୍ରମୁଖ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୯।୮: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଉ ଏକ ଝଟକା ଲାଗିଛି। ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଆଇପିଏଲ୍‌ରୁ ବାହାର ହୋଇଛନ୍ତି। ଦଳ ପାଇଁ ସବୁଠୁ ଅଧିକ ରନ୍‌ ଏବଂ ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌ କରିଥିବା ରାଇନା…

ଜାତୀୟ କ୍ରୀଡ଼ା ଦିବସ: ଧ୍ୟାନଚାନ୍ଦଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୯।୮: ସମଗ୍ର ଦେଶରେ ଅଗଷ୍ଟ ୨୯ ଆର୍ଥତ୍‌ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଛି। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ମଧ୍ୟ ଟୁଇଟ କରି…

ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରିତ ହୋଇଥିଲେ ହେଁ ନିଜ ଜୀବନାଦର୍ଶରୁ…

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌ ସହ ନିଜସ୍ବ ହକି ଇଣ୍ଡିଆ ଲିଗ୍‌ର ଆୟୋଜନ ଭଳି ସକାରାତ୍ମକ ପଦକ୍ଷେପ ଭାରତୀୟ ହକିର…

ବାହାରିନ୍‌ରେ ହେବ ଦୁଇ ଫର୍ମୁଲା ଓ୍ବାନ୍‌ ରେସ୍‌

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୨୯ (ଏପି)-ଚଳିତବର୍ଷ ପରବର୍ତ୍ତୀ ଭାଗରେ ବାହାରିନର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଫର୍ମୁଲା ଓ୍ବାନ ରେସ୍‌ ଆୟୋଜନ କରିବ। ନଭେମ୍ବର ୨୯ରେ ବାହାରିନ୍‌ ଗ୍ରାଁ ପ୍ରି ଚିରାଚରିତ ୫.୪ କିମି (୩.୩ ମାଇଲ) ବିଶିଷ୍ଟ ସର୍କିଟରେ ଆୟୋଜନ ହେବ। ଡିସେମ୍ବର…

ଫର୍ମୁଲା ଓ୍ବାନ ବର୍ଜନ କରିବେ ନାହିଁ ହାମିଲଟନ୍‌

ସ୍ପା-ଫ୍ରାଙ୍କୋରଚାମ୍ପ୍ସ (ବେଲଜିୟମ), ୨୯ା୮ (ଏପି)-ଜାତିବାଦକୁ ନେଇ ଫର୍ମୁଲା ଓ୍ବାନ୍‌ ଚାମ୍ପିୟନ ଲୁଇସ୍‌ ହାମିଲଟନ ରବିବାର ହେବାକୁଥିବା ବେଲଜିଆନ ଗ୍ରାଁପ୍ରିକୁ ବର୍ଜନ କରିବେ ନାହିଁ। ଓ୍ବିସ୍‌କନ୍‌ସିନଠାରେ ପୋଲିସ ଅଫିସରଙ୍କ ଜାକବ ବ୍ଲେକ୍‌ଙ୍କୁ ଗୁଳିର ପ୍ରତିବାଦ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ଅନ୍ୟ ଆଥଲେଟ୍‌ମାନଙ୍କ…

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା କୁହାଯାଉଛି। ଏହି କାରଣରୁ ଚ୍ୟାନେଲ ସେଭେନ ୪୫୦ ନିୟୁତ ଡଲାର ମୂଲ୍ୟର କରିଥିବା ଚୁକ୍ତିରୁ…

ରେସ୍‌ଲର ଭିନେଶ ଫୋଗତ୍‌ଙ୍କୁ କରୋନା

ନୂଆଦିଲ୍ଲୀ,୨୮ା୮ (ପି.ଟି.)-ଭାରତର ଟପ୍‌ ମହିଳା ରେସ୍‌ଲର ଭିନେଶ ଫୋଗତ କରୋନା ସଂକ୍ରମିତ ବୋଲି ସେ ଶୁକ୍ରବାର ପ୍ରକାଶ କରିଛନ୍ତି। ଏସିଆ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଚଳିତ ବର୍ଷ ଖେଳରନତ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେ ତାଙ୍କ…

ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଆୟୋଜନ: ସରକାରଙ୍କ ପ୍ରୟାସକୁ ଆଥଲେଟ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୮।୮(ପି.ଟି.): ସିଧାସଳଖ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନିଶ୍ଚିତ ଭାବେ ସନ୍ତୋଷଜନକ। କିନ୍ତୁ କୋଭିଡ୍‌-୧୯ ମହାମାରୀ କାରଣରୁ ଏଥର ଏହା ସମ୍ଭବ ହୋଇପାରିନି। ମହାମାରୀ ପାଇଁ ସରକାର ଭର୍ଚୁଆଲ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବର ଆୟୋଜନ କରୁଛନ୍ତି। ଅତିକମ୍‌ରେ ଏହି ପ୍ରୟାସ…

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନବାଗୋର କ୍ରମାଗତ ପଞ୍ଚମ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୨୮।୮(ପି.ଟି.): କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନବାଗୋ ନାଇଟ୍‌ ରାଇଡର୍ସ ତା’ର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତ୍ରିନବାଗୋ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଗୁରୁବାର ତ୍ରିନବାଗୋ ୭ ଉଇକେଟରେ ଗୁୟାନା ଅମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି।…

ଇଂଲଣ୍ଡ ଗସ୍ତରେ ଝାଳ ବ୍ୟବହାର ନ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

ସାଉଥାମ୍ପଟନ,୨୮।୮ (ପି.ଟି.) : କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବଲରେ ଲାଳ ବ୍ୟବହାର କରିବା ନେଇ ବାରଣ କରିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଉ ଗୋଟିଏ ପାଦ ଆଗେଇ…

ଆଶେସ ଟୁର୍‌ ଉପରେ ଆଣ୍ଡରସନଙ୍କ ନଜର

ସାଉଥାମ୍ପଟନ,୨୮।୯(ପି.ଟି.): ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବେ ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଶେସ ସିରିଜ ଖେଳିବା ପାଇଁ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?