Posted inଖେଳ

ପ୍ୟାରିସ ମାଷ୍ଟର୍ସ ଟେନିସ୍‌:ନାଡାଲ କ୍ୱାର୍ଟରଫାଇନାଲରେ

ପ୍ୟାରିସ, ୭ା୧୧ (ଏପି): ଜୋର୍ଡାନ ଥମ୍ପସନଙ୍କୁ ୬-୧, ୭-୬ (୩) ସେଟ୍‌ରେ ପରାସ୍ତ କରି ଟପ୍‌ ସିଡ୍‌ ରାଫାଲ ନାଡାଲ ପ୍ୟାରିସ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ନାଡାଲ ତାଙ୍କ କ୍ୟାରିୟରରେ ମୋଟ ୮୬ ଟାଇଟଲ ଜିତି ସାରିଛନ୍ତି। ତନ୍ମଧ୍ୟରେ ୩୫ଟି ମାଷ୍ଟର୍ସ ଇଭେଣ୍ଟ ରହିଛି। ସ୍ଥାନୀୟ ବର୍ସି ଇନ୍‌ଡୋର ଆରେନାଠାରେ କିନ୍ତୁ ସେ ଟାଇଟଲ ହାସଲ କରିପାରି ନାହାନ୍ତି। ୧୩ ବର୍ଷ ପୂର୍ବେ ଏଠାରେ ଥରେ ମାତ୍ର ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିପାରିଥିଲେ, କିନ୍ତୁ ହାରିଯାଇଥିଲେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ବୁଧବାର ଚତୁର୍ଥ ଖେଳାଳି ଭାବେ ୧,୦୦୦ ମ୍ୟାଚ୍‌ ଜିତିବା ଗୌରବ ଅର୍ଜନ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ନିଜ ଦେଶ ସ୍ପେନର ପାବ୍‌ଲୋ କାରେନୋ ବଷ୍ଟାଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୫କୁ ଫେରିଲେ କୋହଲି

ଦୁବାଇ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ର...

ବାଂଲାଦେଶକୁ ପାଣି ପିଆଇ ଦେଲା ଓମାନ

ଅଲ ଅମରାଟ୍‌,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ ଲାଗି ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଓମାନକୁ ୨୬ ରନ୍‌ରେ ହରାଇ ଦେଇଛି ବାଂଲାଦେଶ। ବିଶ୍ୱ ଟି୨୦ ଦଳଗତ...

ମାତ୍ର ୪୦ ମିନିଟ୍‌ରେ ଏହି ପାକିସ୍ତାନୀ ଖେଳାଳିଙ୍କ ହୃଦୟ ଜିତି ନେଲେ ସୌରଭ ଗାଙ୍ଗୁଲୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଏବଂ ପାକିସ୍ତାନ କ୍ରିକେଟ ଖେଳ ସବୁବେଳେ ରୋମାଞ୍ଚଭରା ହୋଇଥାଏ। ଦୁଇ ପ୍ରତିପକ୍ଷ ଖେଳାଳିଙ୍କ ମଧ୍ୟରେ ଖେଳ ପଡ଼ିଆ ଭିତରେ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା ଲାଗି...

ହାରିବାର ପ୍ରକୃତ କାରଣ କହିଲେ ବୁମ୍‌ରା

ଦୁବାଇ,୧।୧୧: ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ପରାସ୍ତ ହେବା ପରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଟି -୨୦ ବିଶ୍ୱକପ ଜିତିବା...

ଆଥଲେଟ୍‌ଙ୍କ ଟ୍ରେନିଂ ଆଜିଠାରୁ

ନୂଆଦିଲ୍ଲୀ, ୨୫।୫(ପି.ଟି.)- କରୋନା ଭାଇରସ୍‌ ସଂକ୍ରମଣଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ୨ମାସ ଘର ଭିତରେ ରହିବାପରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ମାନେ ସୋମବାରଠାରୁ ଆଉଟଡୋର ଟ୍ରେନିଂ...

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ...

‘କୁମିନ୍ସଙ୍କୁ ନେତୃତ୍ୱ ଦେବାର ସମୟ ଆସିଯାଇଛି’

ମେଲବୋର୍ନ,୨୧।୧୧: ପେସର ପାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ୱ ଦେବାର ସମୟ ଆସିଯାଇଛି। ଏଭଳି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ।...

କୋଭିଡ୍‌-୧୯: ପ୍ଲାଜ୍‌ମା ଥେରାପି ୟୁନିଟ୍‌ ଉଦ୍‌ଘାଟନ କଲେ ସଚିନ

ମୁମ୍ବାଇ,୮।୭(ପି.ଟି.): କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ସ୍ଥାନୀୟ ସୁନ୍ଦରବନ ଅନ୍ଧେରିସ୍ଥିତ ସେଭେନ ହିଲ ହସ୍ପିଟାଲଠାରେ ଏକ ପ୍ଲାଜ୍‌ମା ଥେରାପୀ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ୟୁନିଟ୍‌ରେ...

Advertisement
Archives

Model This Week