ଖେଳ

ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀକୁ ଟି୨୦ ଲିଗ୍‌ରେ ଭାଗ ନେବାକୁ ଥିବା ସମସ୍ତ ୮ଟି ଦଳ…

୧୪ ଟି୨୦ ମ୍ୟାଚ୍‌ରେ ଗୋଟିଏ ଶତକ, ୭ ଅର୍ଦ୍ଧଶତକ; ଜାଣନ୍ତୁ କିଏ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୫।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୨ ରନରେ ବିଜୟୀ ହୋଇଛି। ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୭ ଉଇକେଟ୍‌ରେ ୧୬୨ ରନ କରିଥିବାବେଳେ ଅଷ୍ଟ୍ରେଲିଆ (୧୬୦/୬) ୨ ରନରେ…

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେନି ଫିଞ୍ଚ୍‌

ସାଉଥାମ୍ପଟନ, ୫।୯: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ୩୨ ବଲରୁ ୪୬ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଭଲ ବ୍ୟାଟିଂ ସତ୍ତ୍ୱେ ଫିଞ୍ଚ ନିଜ ଦଳକୁ ଜିତାଇ ପାରି ନ ଥିଲେ ମଧ୍ୟ…

ଜନ୍ମଦିନରେ ଆଖି ଦାନ କରିବାକୁ ନିଷ୍ପତ୍ତି ନେଲେ ଏହି ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୫।୯: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭବାଙ୍କ ଶନିବାର ୩୦ତମ ଜନ୍ମଦିନ ଥିଲା। ଏହି ଅବସରରେ ରିଭାବା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତିି। ସେ ତାଙ୍କ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା…

ଏକ ଘଣ୍ଟା ଦୌଡ଼ରେ ଫରାହଙ୍କ ବିଶ୍ୱ ରେକର୍ଡ

ବ୍ରସେଲ୍ସ, ୫।୯: ଚାରି ଥରର ଅଲିମ୍ପିକ ଚାମ୍ପିୟନ ବ୍ରିଟେନ ଧାବକ ମୋ ଫରାହ୍‌ ଓ ନେଦରଲାଣ୍ଡ୍ସର ଧାବିକା ସିଫାନ ହାସାନ ଏକ ଘଣ୍ଟା ଦୌଡ଼ରେ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। କରୋନା ମହାମାରୀ ଯୋଗୁ ବିନା ଦର୍ଶକରେ ବେଲ୍‌ଜିୟମର ରାଜଧାନୀ…

ଧୋନୀ ତାଙ୍କ ଅନୁପସ୍ଥିତିରେ ସିଏସ୍‌କେ ପାଇଁ ତୃତୀୟ ସ୍ଥାନରେ ଖେଳନ୍ତୁ: ରାଇନା

ନୂଆଦିଲ୍ଲୀ,୫।୯: ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ପ୍ରଥମେ ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖେଳରୁ ଓହରିଥିବା ବେଳେ ଏବେ ହରଭଜନ ମଧ୍ୟ ଟିମ୍‌ ଛାଡ଼ିଛନ୍ତି। ହେଲେ ରାଇନାଙ୍କ ଅନୁପସ୍ଥିତିକୁ ଦଳ କିପରି ପୂରଣ…

ସିଏସ୍‌କେରେ ହରଭଜନଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୯: ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌-୨୦୨୦ରୁ ସୁରେଶ ରାଇନା ବାହାର ହେବା ପରେ ଏବେ ହରଭଜନ ସିଂହ ମଧ୍ୟ ଅନୁରୂପ ଭାବେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ପ୍ରମୁଖ ସ୍ପିନର ମଧ୍ୟରେ ହରଭଜନଙ୍କୁ ଗଣାଯାଏ। ଏପରିସ୍ଥଳେ ସେ…

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ…

ସୁଦୀପ ଡୋପିଂ କଣ୍ଟ୍ରୋଲ ଅଫିସର ନିଯୁକ୍ତ

ଭୁବନେଶ୍ୱର, ୫ା୯ (ସ୍ପୋଟର୍‌ସ ବ୍ୟୁରୋ)-କିଟ୍‌ ୟୁନିଭର୍ସିଟି, କିମ୍ସ ପ୍ରଫେସର ସୁଦୀପ ଶତପଥୀ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-ଓ୍ବେଷ୍ଟ ୨୦୨୦ ପାଇଁ ମେଡିକାଲ ପ୍ରତିନିଧି ଦଳରେ ଡୋପିଂ କଣ୍ଟ୍ରୋଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଏହି ଇଭେଣ୍ଟ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୪ ତାରିଖ…

ସିଏସ୍‌କେର ନେଟ୍ସ ଆରମ୍ଭ

ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍‌ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍‌-୧୯ ପଜିଟିଭ୍‌ ପାଇଁ କ୍ୱାରାଣ୍ଟାଇନ୍‌ରେ ଥିବା ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡ୍‌ଙ୍କୁ ଛାଡ଼ି ଅଧିନାୟକ…

ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍‌ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥର ଆଇପିଏଲ୍‌ରୁ…

ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ

ଭାରତୀୟ ସ୍ପିନର୍‌ ସୋସିଆଲ୍‌ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍‌ଟକ୍‌ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ସହ ଭିଡିଓ ଶେୟାର କରନ୍ତି। ଯେବେଠୁ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?