Posted inଖେଳ

ପ୍ରଥମଥର ପାଇଁ ଭାଇଙ୍କ ସହ ନଜର ଆସିଲେ ଧୋନୀ

ରାଞ୍ଚି,୬।୧୧: ଭାରତୀୟ କ୍ରିକେଟ ଟିମ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରଥମଥର ପାଇଁ ତାଙ୍କ ଭାଇଙ୍କ ସହ ସାମ୍ନାକୁ ଆସିଛି। ଏହି ଫଟୋ ଧୋନୀଙ୍କ ଫ୍ୟାନ୍ସ କ୍ଲବ ଟୁଇଟର ହ୍ୟାଣ୍ଡେଲ ସହିତ ଶେୟାର କରାଯାଇଛି। ଏହି ଫଟୋରେ ଧୋନୀ ତାଙ୍କ ଭାଇ ନରେନ୍ଦ୍ର ସିଂ ଧୋନୀଙ୍କ ସହ ଜିମରେ ଝାଳ ବୁହାଉଥିବା ଦେଖିବାକୁ ମିଳିଛି। ଧୋନି ପୂର୍ବରୁ ତାଙ୍କ ଭାଇଙ୍କ ସହ କେବେ ବି ନଜର ଆସି ନ ଥିଲେ। ଏପରିକି ଧୋନୀଙ୍କ ଉପରେ ନିର୍ମିତ ଫିଲ୍ମରେ ଭାଇ ନରେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ ମଧ୍ୟ ଦେଖାଯାଇ ନ ଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରୁ ବାହାରିବା ପରେ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ନିଜକୁ ଫିଟ ରଖିବା ପାଇଁ ଜିମରେ ଝାଳ ବୁହାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାର୍ସିଲୋନାରେ ନାଡାଲଙ୍କୁ ୧୨ତମ ଟାଇଟଲ

ବାର୍ସିଲୋନା, ୨୭ା୪ (ଏପି)-ସ୍ପେନ୍‌ର ଷ୍ଟାର ଖେଳାଳି ରାଫାଲ ନାଡାଲ ୧୨ ଥର ବାର୍ସିଲୋନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଗ୍ରୀସ୍‌ର ଷ୍ଟିଫାନ୍‌ସ ସିତ୍‌ସିପାସ୍‌ଙ୍କୁ...

ଧାଓ୍ବନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା

ନୂଆଦିଲ୍ଲୀ,୨୧।୬(ପି.ଟି.)- ତାରକା ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ଭାରତୀୟ ବିଶ୍ୱକପ୍‌ ଦଳରୁ ବାଦ ପଡିଛନ୍ତି। ଫଳରେ ଭାରତର ବିଶ୍ୱକପ୍‌ ଅଭିଯାନକୁ ଜବରଦସ୍ତ...

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ୫ ଖେଳାଳି

କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ। ଶିଖର ଧାୱନଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ...

ଘରେ ବି ସଂଘର୍ଷ କରୁଛି ଟିମ୍‌ ଇଣ୍ଡିଆ

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶ ଫେରିବା ପରେ ମଧ୍ୟ ସଂଘର୍ଷ କରୁଛି। ଅବଶ୍ୟ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌: କୋଲମେନଙ୍କ ଚମକ

ଦୋହା,୩୦।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣରେ ଆମେରିକା ତାରକା ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲମେନ ଅତି ସୁନ୍ଦର ଢଙ୍ଗରେ ୧୦୦ମିଟର ଦୌଡରେ...

ଆଇପିଏଲ୍‌ରେ ୧୫୦ ଉଇକେଟ୍‌ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍‌ ଖେଳାଳି

ଆବୁଧାବି, ୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଏହି...

ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୨୧।୬: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ବିଭାଗରେ ଭାରତର ସ୍ମୃତି ମନ୍ଧାନା ୮ମ ସ୍ଥାନ ବଜାୟ ରଖିଛନ୍ତି। ତେବେ...

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ରେକର୍ଡ ଭଲ ରହିଛି

ବର୍ମିଂହାମ,୧୦।୭(ପି.ଟି.)- ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟେଲିଆ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ। ଗତ ୪ ବର୍ଷରେ...

Advertisement
Archives

Model This Week