ଖେଳ

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ ଅଭ୍ୟାସ ଏକ ମଜାଳିଆ ବୋଲିଂ ଅଧିବେଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଧିବେଶନରେ କେବଳ…

୫୬୦ ଆଦିବାସୀ ପିଲାଙ୍କୁ ସହାୟତାର ହାତ ବଢାଇଲେ ମାଷ୍ଟରବ୍ଲାଷ୍ଟର

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ସକ୍ରିୟ। ନିକଟରେ ସଚିନ ୫୬୦ ଆଦିବାସୀ ପିଲାଙ୍କୁ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ସିହୋର ଜିଲାର କେତେକ ଗ୍ରାମରେ ଏକ…

ଓନୁଙ୍କ ସହ ଓଡ଼ିଶା ଏଫସିର ଚୁକ୍ତି

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ସ୍ପାନିଶ୍‌ ଫୁଟବଲର ମାନୁଏଲ ଓନୁଙ୍କ ସହ ଓଡ଼ିଶା ଏଫସି ଏକବର୍ଷିଆ ଚୁକ୍ତି କରିଛି। ଫଳରେ ଏହି ସେଣ୍ଟର ଫରଓ୍ବାର୍ଡ ଭୁବନେଶ୍ୱର ଭିତ୍ତିକ ଦଳ ପକ୍ଷରୁ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣରେ ଖେଳିବା ନିଶ୍ଚିତ ହୋଇ ଯାଇଛି। ୩୨…

ଆଉ ୨ ଟେଷ୍ଟର ସମ୍ମୁଖୀନ ହେବେ ଋତୁରାଜ: ସିଏସ୍‌କେ ବାୟୋ-ବବଲକୁ ଫେରିଲେ ୧୧ ସଦସ୍ୟ

ଦୁବାଇ,୧୪।୯(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ୍‌ ଆଉ ୨ଟି କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଗତମାସ ସେ କୋଭିଡ୍‌-୧୯ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଥିଲା। ତେଣୁ ରବିବାର ସେ ଆଉ ଦୁଇଟି ଟେଷ୍ଟର ସମ୍ମୁଖୀନ ହେବେ।…

ଆଇପିଏଲ୍‌: ଦଳ ଚୟନ ନେଇ ପଣ୍ଟିଂଙ୍କ ଆଗରେ ଚ୍ୟାଲେଞ୍ଜ

ଦୁବାଇ,୧୪।୯ (ପି.ଟି): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ଦିଲ୍ଲଈ କ୍ୟାପିଟାଲ୍ଟ କୋଚ୍‌ ରିକି ପଣ୍ଟିଂଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି। ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା, ତାରକା ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାନେ ଓ ଅଭିଜ୍ଞ ଅଫ୍‌…

ହାମିଲଟନଙ୍କୁ ୯୦ତମ ଗ୍ରାଁ ପ୍ରି ଟାଇଟଲ

ମୁଗେଲୋ, ୧୪ା୯ (ଇଟାଲି): ରବିବାର ଅନୁଷ୍ଠିତ ପ୍ରଥମ ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କ ପଛରେ ପକାଇ ଟାଇଟଲ ବିଜୟୀ ହୋଇଛନ୍ତି। ଏହା ହେଉଛି ତାଙ୍କର…

ବ୍ରାଏଣ୍ଟଙ୍କ ବିଚାର ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚାହାନ୍ତି ଓସାକା

ନ୍ୟୁୟର୍କ,୧୪।୯(ପି.ଟି.): ୟୁଏସ୍‌ ଓପନ୍‌ ଚାମ୍ପିୟନ ଜାପାନର ନାଓମି ଓସାକା ଆମେରିକା ତଥା ସାରା ବିଶ୍ୱରେ ଥିବା ବର୍ଣ୍ଣବୈଷମ୍ୟବାଦ ବିରୋଧରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଛନ୍ତି। ଆମେରିକାରେ ଚାଲିଥିବା କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବିରୋଧରେ ସେ ସ୍ବର ଉତ୍ତୋଳନ କରିଛନ୍ତି।…

ୟୁଏସ୍‌ ଓପନ୍‌ ଟେନିସ୍‌: ଓସାକାଙ୍କୁ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୪।୯ (ଏପି): ଜାପାନର ନାଓମି ଓସାକା ଏଥର ୟୁଏସ୍‌ ଓପନ୍‌ ଟେନିସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ ଆର୍ଥର ଆସ୍‌ଲେ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୨୨ ବର୍ଷୀୟା ଓସାକା ୧-୬, ୬-୩, ୬-୩ ସେଟ୍‌ରେ…

ବାସନ୍ଦ ସତ୍ତ୍ୱେ ଶାହରୁଖ ଖାନ୍‌ଙ୍କ କେକେଆର୍‌ ଦଳରେ କାହିଁକି ଯୋଗ ଦେବେ ପ୍ରବୀଣ ତାମ୍ବେ; ଜାଣନ୍ତୁ…

ନୂଆଦିଲ୍ଲୀ, ୧୩।୯: ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଦଳୀୟ ଶିବିରରେ ସାମିଲ ହେବେ ଭେଟେରାନ୍‌ ଲେଗ୍‌-ସ୍ପିନର ପ୍ରବୀଣ ତାମ୍ବେ। ୨୦୨୦ ଆଇପିଏଲ୍‌ ଲାଗି କେକେଆର୍‌ ତାମ୍ବେଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା।…

ଦ୍ୱିତୀୟ ଥର ପାଇଁ ୟୁଏସ୍‌ ଓପନ୍‌ ଟାଇଟଲ୍ ଜିତିଲେ ଓସାକା

ନ୍ୟୁୟର୍କ, ୧୩।୯: ଚତୁର୍ଥ ସିଡ୍‌ ଜାପାନାର ନାଓମି ଓସାକା ଏଠାରେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ଓସାକା ୧-୬, ୬-୩, ୬-୩ ସେଟ୍‌ରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ବେଲାରୁଷର ଭିକ୍ଟୋରିଆ…

ସଚିନ ତେନ୍ଦୁଲକରଙ୍କୁ ସ୍ବପ୍ନରେ ଦେଖୁଥିଲେ ଏହି ମହାନ ଖେଳାଳି

ଅଷ୍ଟ୍ରେଲିଆର ମହାନ୍‌ ବୋଲର୍‌ ସେନ୍‌ ଓ୍ବାର୍ଣ୍ଣ ୫୧ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୯ ସେପ୍ଟେମ୍ବର ୧୩ ତାରିଖରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ସେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଜଣାଶୁଣା ଓ୍ବାର୍ଣ୍ଣ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର୍‌ ମୁଥିଆ ମୁରଲିଧରନ୍‌ଙ୍କ ସହ ଅନ୍ତର୍ଜାତୀୟ…

ଶ୍ରୀସନ୍ଥଙ୍କ ୭ ବର୍ଷର ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ, ୧୩।୯: ସ୍ପଟ୍‌ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ୭ ବର୍ଷର ବାସନ୍ଦ ଅବଧି ରବିବାର (ସେପ୍ଟେମ୍ବର ୧୩) ଶେଷ ହୋଇଛି। ଶ୍ରୀସନ୍ଥଙ୍କ ଉପରେ ପ୍ରଥମେ ଆଜୀବନ ବାସନ୍ଦାଦେଶ ଲାଗୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?