ଖେଳ

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଚଳିତ ଆଇପିଏଲରେ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଖେଳାଳିଭାବେ ଶତକ ହାସଲ କରିଥିବାବେଳେ…

କରୋନା ସଂକ୍ରମଣ: ଅଲ୍‌-ହିଲାଲ୍‌ ଓହରିଲା

ଦୋହା, ୨୫ା୯ (ଏପି)-କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏହାର ସମ୍ପୂର୍ଣ୍ଣ ଦଳ ଛିଡ଼ା କରିବା ସମ୍ଭବପର ନ ଥିବାରୁ ଗତଥରର ଚାମ୍ପିୟନ ଅଲ୍‌-ହିଲାଲ ଏସିଆନ ଚାମ୍ପିୟନ୍ସ ଲିଗ୍‌ରୁ ଓହରିଯାଇଛି। ଏସିଆର ପ୍ରିିମିୟର କ୍ଲବ ପ୍ରତିଯୋଗିତାରେ ଏହି ସୌଦି ଆରବର ଟିମର ଖେଳାଳି…

ଫ୍ରେଞ୍ଚ୍‌ ଓପନ୍‌ ଖେଳିବା ନେଇ ଅନିଶ୍ଚିତତାରେ ପାଇରେ

ହାମବର୍ଗ, ୨୫ା୯ (ଏପି)- ସିଜନ ଶେଷ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍‌ରେ ତାଙ୍କୁ ଖେଳିବା ଲାଗି ଅନୁମତି ମିଳିବ କି ନା ସେ ନେଇ ଅନିଶ୍ଚିତତାରେ ଅଛନ୍ତି ଟେନିସ ଖେଳାଳି ବେନଏଟ୍‌ ପାଇରେ। କରୋନା ଭାଇରସ୍‌ ଟେଷ୍ଟରେ ଦୁଇଥର ପଜିଟିଭ ପରେ…

କ୍ୱାଲିଫାୟରରୁ ଅଙ୍କିତା ଆଉଟ୍‌

ପ୍ୟାରିସ୍‌,୨୫।୯(ପି.ଟି.): ଭାରତୀୟ ମହିଳା ଟେନିସ୍‌ ତାରକା ଅଙ୍କିତା ରାଇନା ଫ୍ରେଞ୍ଚ୍‌ ଓପନ୍‌ କ୍ୱାଲିଫାୟର ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡ ପାର କରିପାରିନାହାନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଜାପାନର କୁରୁମି ନାରାଙ୍କଠାରୁ ୩-୬, ୨-୬ ସେଟ୍‌ରେ ପରାସ୍ତ…

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯: ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ବୟସ ହୋଇଥିଲା।…

ଆଟଲେଟିକୋ ମାଡ୍ରିଡ୍‌ରେ ଯୋଗଦେଲେ ସୁଆରେଜ୍‌

ମାଡ୍ରିଡ୍‌, ୨୫ା୯ (ଏପି)-ଫୁଟ୍‌ବଲ ଷ୍ଟାର ଲୁଇସ୍‌ ସୁଆରେଜ ଶେଷରେ ସ୍ପେନରେ ରହିଲେ। ଉରୁଗୁଏର ଏହି ଷ୍ଟ୍ରାଇକର ୬ ନିୟୁତ ୟୁରୋ (୭ ନିୟୁତ ଡଲାର) ବିନିମୟରେ ବାର୍ସିଲୋନା ଫୁଟ୍‌ବଲ କ୍ଲବରୁ ଆଟଲେଟିକୋ ମାଡ୍ରିଡ୍‌କୁ ବଦଳି ହୋଇଛନ୍ତି। ସୁଆରେଜ ବାର୍ସିଲୋନା ସହ ୬ଟି…

ୟୋ ୟୋ ଟେଷ୍ଟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ଭାରତୀୟ କ୍ରିକେଟରମାନଙ୍କ ଫିଟ୍‌ନେସ୍‌ ବଜାୟ ରଖିବା କ୍ଷେତ୍ରରେ ୟୋ ୟୋ ଟେଷ୍ଟର ଭୂମିକା କ’ଣ ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିନାୟକ ବିରାଟ କୋହଲିଙ୍କୁ ପଚାରି ବୁଝିଛନ୍ତି। ବାଧ୍ୟତାମୂଳକ ଏରୋବିକ୍‌ ଫିଟ୍‌ନେସ୍‌ ରୁଟିନ ଉପରେ ମଧ୍ୟ…

ସଚିନଙ୍କ ୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରାହୁଲ

ଦୁବାଇ, ୨୪।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌-୧୩ର ୬ଷ୍ଠ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚ୍‌ରେ ରାହୁଲଙ୍କ (୧୩୨ ରନ, ୬୯ ବଲ୍‌) ଶତକ ବଳରେ…

ଚଳିତ ଆଇପିଏଲ୍‌ର ପ୍ରଥମ ଶତକ ହାସଲ କଲେ ରାହୁଲ

ଦୁବାଇ, ୨୪।୯: କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ପ୍ରଥମ ଶତକ ହାସଲ କରିଛନ୍ତି। ଗୁରୁବାର ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ରାହୁଲ (୧୩୨ ରନ)ଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ ପ୍ରଥମେ…

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ବିରାଟ କୋହଲିଙ୍କ ନିଷ୍ପତ୍ତି

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଙ୍ଗାଲୋର…

ଆର୍‌ସିବି ପାଇଁ ଖରାପ ଖବର; ପଞ୍ଜାବ ବିପକ୍ଷରେ ଖେଳିବେନି ୧୦ କୋଟି ମୂଲ୍ୟରେ ଏହି ଖେଳାଳି

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ…

ଧୋନୀଙ୍କୁ ପଛରେ ପକାଇବେ ଡି ଭିଲର୍ସ

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହେବ। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?