ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଡିନ୍ ଜୋନ୍ସଙ୍କ ପରଲୋକ
ମୁମ୍ବାଇ, ୨୪।୯: ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର୍ ତଥା ଜଣାଶୁଣା ଭାଷ୍ୟକାର ଡିନ୍ ଜୋନ୍ସଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ନିଜ ସମୟର ଜଣେ ଷ୍ଟାଇଲିସ ବ୍ୟାଟ୍ସମ୍ୟାନ ଥିବା ଜୋନ୍ସ ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରିଛନ୍ତି। ଆଇପିଏଲ୍-୧୩ ଲାଗି ଭାଷ୍ୟକାର ଦାୟିତ୍ୱ…
ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ
ମହାମାରୀ କରୋନା ସମୟରେ ବଲିଉଡ୍ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍ ଲାଇଫ୍କୁ ନେଇ ମଧ୍ୟ ଅନେକ ଖବର…
ସେହଓ୍ବାଗ୍ଙ୍କ ପରେ ଧୋନୀଙ୍କ ଉପରେ ରାଗିଲେ ପିଟରସେନ: କହିଲେ ‘ମୁଁ ତାଙ୍କ ନିର୍ବୋଧତାକୁ ଗ୍ରହଣ କରିପାରିବି ନାହିଁ’
ନୂଆଦିଲ୍ଲୀ,୨୪।୯: ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ହାରିଯାଇଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ଏହାକୁ ନେଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରାଯାଉଛି। ପ୍ରଥମେ ଗୌତମ ଗମ୍ଭୀର ଏବଂ ସେହଓ୍ବାଗଙ୍କ ପରେ ଏବେ କେଭିନ ପିଟରସେନ ମଧ୍ୟ ଧୋନୀଙ୍କୁ କଟାକ୍ଷ କରିଛନ୍ତି।…
ହାର୍ଦ୍ଦିକଙ୍କ କ୍ୟାଚ୍ ଯୋଗୁ ବଢ଼ିଥିଲା ମୁମ୍ବାଇ ଇଣ୍ଡିଆନ ଜିତିବାର ସମ୍ଭାବନା: ଚକିତ ହୋଇଥିଲେ କେକେଆର୍ ଖେଳାଳି
ନୂଆଦିଲ୍ଲୀ,୨୪।୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍କୁ ୪୯ ରନ୍ରେ ପରାସ୍ତ କରିଛି। ତେବେ ଏଥିରେ ଜଣେ ଖେଳାଳି ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି।…
ଏହି ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା, ବଡ କ୍ରିକେଟର୍ସଙ୍କ ସ୍ତ୍ରୀ ନିଅନ୍ତି ଡ୍ରଗ୍ସ
ବଲିଉଡ୍ରେ ଏବେ ଡଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଖୋଳତାଡ ଆରମ୍ଭ କରିଛି। ଜଣେ ପରେ ଜଣେ ଆଗଧାଡିର ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଉଛି। ଏବେ ଆଇପିଏଲରେ ବି ଡଗ୍ସ ବ୍ୟବହାର କରାଯାଉଥିବା…
ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର
ଆଇପିଏଲର ସବୁଠୁ ସଫଳ ଟିମ୍ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ…
ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର
କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍ ଲିଗ(ବିବିଏଲ୍) ଯୋଗୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ…
ମାତ୍ର ୧୨ ବର୍ଷରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏହି ଭାରତୀୟ ମହିଳା, ଡୁଡୁଲ ଜଣାଇଲା ସମ୍ମାନ
ଭାରତୀୟ ସନ୍ତରଣକାରୀ ଆରତି ଶାହାଙ୍କ ୮୦ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଏକ ଡୁଡଲ କରି ତାଙ୍କୁ ମନେପକାଇଛି। ଶାହା ସେପ୍ଟେମ୍ବର ୨୪, ୧୯୪୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ହୁଗୁଳି ନଦୀ କୂଳରେ ପହଁରିବା ଶିଖିଥିଲେ। ପରେ ସେ ଭାରତର ଅନ୍ୟତମ…
ଆଇପିଏଲ୍: ପଞ୍ଜାବ- ବାଙ୍ଗାଲୋର ମୁକାବିଲା
ଦୁବାଇ,୨୪।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଷଷ୍ଠ ମ୍ୟାଚରେ ଗୁରୁବାର ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍ରେ ‘ଶର୍ଟ ରନ’ ବିବାଦକୁ ପଛରେ ପକାଇ…
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଧୋନୀ କିଛି ସମୟ ନେବେ: ଫ୍ଲେମିଂ
ଶାରଜା,୨୪।୯(ପି.ଟି.): ଶ୍ରେଷ୍ଠ ଫିନିଶର ଭାବେ ଜଣାଶୁଣା ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକମାନେ ସବୁବେଳେ ବହୁତ ଆଶା ରଖିଥାନ୍ତି। ପ୍ରଥମ ମ୍ୟାଚ୍ରେ ଧୋନୀ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳକୁ ଜିତାଇ ପାରି ନ ଥିବାରୁ…
ପାକିସ୍ତାନ ଗସ୍ତ କରିବାକୁ ଜିମ୍ବାଓ୍ବେ ଦଳକୁ ଅନୁମତି
ହରାରେ,୨୪।୯ (ଏପି): ଆସନ୍ତାମାସ ଏକ ସୀମିତ ଓଭର ସିରିଜ ଖେଳିବାକୁ ଜିମ୍ବାଓ୍ବେ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଏ ନେଇ ଜିମ୍ବାଓ୍ବେ ସରକାର ଅନୁମତି ଦେଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଦଳ ସରକାରଙ୍କଠାରୁ ଅନୁମତି ଲୋଡିଥିଲା। ତେବେ ଦଳକୁ ଅନୁମତି…
ମୋରିସ ଖେଳିବା ସମ୍ଭାବନା କମ୍
ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା ସମ୍ଭାବନା କମ୍। କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ମାଇକ ହେସନ ଏହା ପ୍ରକାଶ କରିଛନ୍ତି। ପ୍ରଥମ…

