୩୯ ବର୍ଷ ବୟସରେ ‘ସୁପର୍ ମ୍ୟାନ କ୍ୟାଚ୍’ ଧରିଲେ ଧୋନୀ
ଦୁବାଇ, ୨୬।୯: ଆଇପିଏଲ୍ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍ରେ ଚେନ୍ନାଇ ୪୪ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଥିଲା। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍ରେ…
ଟସ୍ ହାରିଲା ଶାହରୁଖ ଖାନଙ୍କ ନାଇଟ୍ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ
ଆବୁଧାବି, ୨୬।୯: ଆଇପିଏଲ୍-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍ ରାଇଡର୍ସର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ୍ ସହ ହେବ। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଭୂସ୍ଖଳନରେ ୨ ଭାରତୀୟ ମହିଳା କ୍ରିକେଟର୍ଙ୍କ ମୃତ୍ୟୁ
ଶିଲିଂ, ୨୬।୯: ମେଘାଳୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ମହିଳା କ୍ରିକେଟର୍ଙ୍କ ବିୟୋଗ ଘଟିଛି, ଯାହାକି କ୍ରୀଡ଼ାଜଗତକୁ ସ୍ତବ୍ଧ କରିଦେଇଛି। ଘଟଣା ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳରେ ଘଟିଛି। ଶୁକ୍ରବାର ଏଠାରେ ପ୍ରବଳ…
ଧୋନୀଙ୍କ ପାଇଁ ଖୁସି ଖବର; ଦଳକୁ ଫେରିବେ ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ
ଦୁବାଇ, ୨୬।୯: ଆଇପିଏଲ୍ର ଚଳିତ ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ସିଜନର ପ୍ରଥମ ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ। ଉଦ୍ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ…
୭ ମ୍ୟାଚ୍ରେ ୭୭ ଛକା, ଏହି ଟିମ୍ ଛାଡ଼ିଛି ସର୍ବାଧିକ କ୍ୟାଚ୍
ନୂଆଦିଲ୍ଲୀ, ୨୬।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତ୍ରୟୋଦଶ ସଂସ୍କରଣର ପ୍ରଥମ ସପ୍ତାହ ଇତିମଧ୍ୟରେ ପୂରଣ ହୋଇସାରିଛି। ଏହା ମଧ୍ୟରେ ୭ଟି ମ୍ୟାଚ୍ ଖେଳାଯାଇଥିବାବେଳେ ଏଭଳି କିଛି ଘଟଣା ଘଟିଛି ଯାହା, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଚେନ୍ନାଇ ସୁପର୍ କିଙ୍ଗ୍ସ…
ଦିଲ୍ଲୀର ଦ୍ୱିତୀୟ ବିଜୟ
ଦୁବାଇ, ୨୬।୯- ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ୧୭୬…
ବାର୍ସିଲୋନାକୁ ମେସିଙ୍କ ସମାଲୋଚନା
ବାର୍ସିଲୋନା, ୨୬ା୯ (ଏପି): ଲୁଇସ୍ ସୁଆରେଜଙ୍କୁ ଆଟ୍ଲେଟିକୋ ମାଡ୍ରିଡ୍କୁ ବଦଳି କରାଯିବା ନିଷ୍ପତ୍ତିରେ ଆର୍ଜେଣ୍ଟିନାର ଷ୍ଟାର ଫୁଟ୍ବଲର ତାଙ୍କ କ୍ଲବ ବାର୍ସିଲୋନାକୁ ସମାଲୋଚନା କରିଛନ୍ତି। ଉରୁଗୁଏ ଷ୍ଟ୍ରାଇକର ହେଉଛନ୍ତି ମେସିଙ୍କର କେବଳ ଟିମ୍ମେଟ୍ ନୁହେଁ ବରଂ ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ।…
ଫ୍ରେଞ୍ଚ୍ ଓପନ: ଦୈନିକ ୧ ହଜାର ଦର୍ଶକଙ୍କୁ ଅନୁମତି
ପ୍ୟାରିସ, ୨୬ା୯ (ଏପି)- ପ୍ୟାରିସ୍ରେ କରୋନା ଭାଇରସ୍ ମହାମାରୀ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଦୈନିକ ଦର୍ଶକଙ୍କ ସଂଖ୍ୟା ବାରମ୍ବାର କାଟଛାଣ୍ଟ କରାଯାଇ ଶେଷରେ ୧,୦୦୦ରେ ସୀମିତ ରଖାଯାଇଛି। ଷ୍ଟାଡିୟମରେ ଦୈନିକ ଦର୍ଶକ ସଂଖ୍ୟା…
ଗୁର୍ପ୍ରୀତ୍ ଓ ସଞ୍ଜୁ ପ୍ଲେୟର ଅଫ୍ ଦି ଇୟର
ନୂଆଦିଲ୍ଲୀ, ୨୬ା୯ (ପି.ଟି.)-ସିଜନ ୨୦୧୯-୨୦ ପାଇଁ ଭାରତୀୟ ପୁରୁଷ ଦଳ ଗୋଲକିପର ଗୁର୍ପ୍ରୀତ୍ ସିଂ ସାନ୍ଧୁ ଏବଂ ମହିଳା ଦଳ ମିଡ୍ଫିଲ୍ଡର ସଞ୍ଜୁ ପ୍ଲେୟର ଅଫ୍ ଦି ଇୟର ବିବେଚିତ ହୋଇଥିବା ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଶୁକ୍ରବାର ଘୋଷଣା କରିଛି।…
ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ଗାଭାସ୍କର
ଦୁବାଇ,୨୬।୯ (ପି.ଟି.): ବିରାଟ କୋହଲି ଓ ସ୍ତ୍ରୀ ଅନୁଷ୍କାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ପଡିବା ପରେ ସୁନୀଲ ଗାଭାସ୍କର ଏ ନେଇ ସଫେଇ ଦେଇଛନ୍ତି। କୋହଲି ନିଜ ପ୍ରଦର୍ଶନରେ ଉନ୍ନତି କରିବାକୁ ଚାହାନ୍ତି। ଅଧିକରୁ ଅଧିକ ଅଭ୍ୟାସ କଲେ ଏହା…
କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା
ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଗାଭାସ୍କରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ…
ନିଜ ସମୟଠାରୁ ବହୁ ଆଗରେ ଥିଲେ ଡିନ୍: ସଚିନ
ନୂଆଦିଲ୍ଲୀ,୨୬।୯(ପି.ଟି.): ୫୯ ବର୍ଷରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍ ଜୋନ୍ସଙ୍କୁ କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଏବେ ଖେଳୁଥିଲେ ଟି୨୦ ଫର୍ମାଟ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥାନ୍ତେ ବୋଲି ସେ କହିଛନ୍ତି। ନିଜ ସମୟଠାରୁ ବହୁ…

