କୋହଲିଙ୍କୁ ୧୨ ଲକ୍ଷ ଜରିମାନା
ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର କିଙ୍ଗ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ମନ୍ଥର ବୋଲିଂ କରିଥିବାରୁ ଏଭଳି ନିଷ୍ପତ୍ତି…
ଆଇପିଏଲ୍, କୋଲକାତା- ହାଇଦ୍ରାବାଦ୍ ମୁକାବିଲା: ଫୋକସ୍ରେ କାର୍ତ୍ତିକଙ୍କ ନେତୃତ୍ୱ
ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟମ ମ୍ୟାଚ୍ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ୍ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି…
ଚେନ୍ନାଇ ସାମ୍ନାରେ ୧୭୬ ରନ୍ ଟାର୍ଗେଟ୍ ରଖିଲା କ୍ୟାପିଟାଲ୍ସ
ଦୁବାଇ, ୨୫।୯: ଆଇପିଏଲ୍-୧୩ତମ ସଂସ୍କରଣରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ସାମ୍ନାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୬ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ…
ଟସ୍ ଜିତି ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲେ ଧୋନୀ
ଦୁବାଇ, ୨୫।୯: ଆଇପିଏଲ୍-୧୩ତମ ସଂସ୍କରଣର ଏକ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ…
ଟି୨୦ରେ ୪ ଦେଶରେ ଶତକ ମାରିବାରେ ରାହୁଲ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ
ଦୁବାଇ, ୨୫।୯: ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ୯୭ ରନର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ପଞ୍ଜାବର ଅଧିନାୟକ ଲୋକେଶ ରାହୁଲ ମାତ୍ର ୬୯ ବଲରୁ ୧୩୨…
ତ୍ରିଶତକରୁ ୨ଟି ଛକା ଦୂରରେ ଧୋନୀ
ଦୁବାଇ, ୨୫।୯: ଚଳିତ ଆଇପିଏଲ୍ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହେବେ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ…
କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା; କାହିଁକି ଜାଣନ୍ତୁ…
ଦୁବାଇ, ୨୫।୯: ଆଇପିଏଲ୍-୧୩ତମ ସଂସ୍କରଣର ୬ଷ୍ଠ ମୁକାବିଲାରେ ଗୁରୁବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯୭ ରନର ବୃହତ୍ ବ୍ୟବଧାନରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ନିକଟରୁ ପରାସ୍ତ ହୋଇଥିଲା। ମ୍ୟାଚ୍ରେ ବିରାଟ ବ୍ୟାଟିଂରେ ବିଫଳ ହୋଇଥିବାବେଳେ ତାଙ୍କ ଅଧିନାୟକତ୍ୱକୁ…
ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ
ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍ ଏକାଦଶ ପଞ୍ଜାମ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ…
ସ୍ତ୍ରୀଙ୍କଠାରୁ ପ୍ରତାରଣା ପରେ ଏହି ଝିଅକୁ ଭଲପାଇ ବସିଥିଲେ କ୍ରିକେଟର ଦୀନେଶ କାର୍ତ୍ତିକ: ଦେଖାକରିବା ପାଇଁ ଯାଉଥିଲେ ଜିମ୍
ବର୍ତ୍ତମାନ ଆଇପିଏଲ୍ର ୧୩ତମ ସିଜିନ୍ ଚାଲିଛି। ଏହି ଅବସରରେ କ୍ରିକେଟରଙ୍କ ପ୍ରେମ କାହାଣୀ ସମ୍ପର୍କରେ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଦୀନେଶ କାର୍ତ୍ତିକଙ୍କ ଏକ ମଜାଦାର ଖବର ସମ୍ମୁଖକୁ ଆସିଛି। ୧୭ ବର୍ଷ ବୟସରେ କାର୍ତ୍ତିକ ଫଷ୍ଟକ୍ଲାସ…
ଫିଟ୍ନେସ୍ ପାଇଁ ଏସବୁ ଜିନିଷକୁ ବାଏ ବାଏ କହିଛନ୍ତି କୋହଲି
ନୂଆଦିଲ୍ଲୀ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ଅବସରରେ ଦେଶର କିଛି ଫିଟ୍ନେସ୍କୁ ଧ୍ୟାନ ଦେଉଥିବା ବଛାବଛା ସେଲିବ୍ରିଟିଙ୍କ ସହ କଥା ହୋଇଥିଲେ। ଏହି କ୍ରମରେ ଭାରତୀୟ କ୍ରିକେଟର ବିରାଟ କୋହଲି ମଧ୍ୟ ମୋଦିଙ୍କ ସହ କଥା…
ଦୀପିକା ଭାରି ନର୍ଭସ, ମୁଁ ତାଙ୍କ ସହ ରହିବାକୁ ଚାହୁଁଛି: କାହିଁକି ଏମିତି କହିଲେ ରଣବୀର
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନେକ ଅଭିନେତ୍ରୀଙ୍କୁ ପଚରାଉଚରା କରୁଛି। ସାରା ଅଲି ଖାନ, ରକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ…
ପ୍ରେମିକଙ୍କ ଭିଡିଓ ଛାଡିଲେ ସଚିନ ତେନ୍ଦୁଲକରଙ୍କ ଝିଅ, ଆଉ ତା’ପରେ
କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଅଧିକାଂଶ ସମୟରେ ତାଙ୍କ ସୌନ୍ଦର୍ଯ୍ୟ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫାନ୍ ଫଲୋଇଙ୍ଗ୍ ଅଛନ୍ତି। ସେ ନିଜ ଲୁକ୍ସ ଦ୍ବାରା ବଲିଉଡ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି। ତେବେ ସାରାଙ୍କ…

