ଖେଳ

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି ପରାଜୟ ପରେ ରାଇନାଙ୍କୁ ଦଳକୁ ଫେରାଇ ଆଣିବାକୁ କ୍ରିକେଟ ପ୍ରେମୀମାନେ ଦାବି କରିଛନ୍ତି। କିନ୍ତୁ…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ମହେନ୍ଦ୍ର ସିଂ ଧୋନୀଙ୍କୁ ଟି-୨୦ ଏବଂ ଏକଦିବସୀୟ କ୍ରିକେଟର୍‌ ବାଦ୍‌ଶାହ ବୋଲି କୁହାଯାଏ। ତାଙ୍କ ନାଁରେ ଅନେକ ରେକର୍ଡ ମଧ୍ୟ ରହିଛି। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବାରୁ ତାଙ୍କ ନାଁରେ ଥିବା ରେକର୍ଡ ଧୀରେ ଧୀରେ ଭାଙ୍ଗିବା ଆରମ୍ଭ…

ମୋଦି ଜୀ ଟିକେ ଧୋନୀଙ୍କୁ ବୁଝାନ୍ତୁ, କାହିଁକି ଏମିତି କହିଲେ ସେହ୍ବାଗ

ଚଳିତବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ମ୍ୟ୍ୟାଚ୍‌ ବିଜୟରୁ ଆରମ୍ଭ କରିଥିଲା। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳର ଲଗାତର ପରାଜୟକୁ ନେଇ ପ୍ରଶ୍ନ ଉଠିଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂ କରିବା…

ଆଇଏସ୍‌ଏଲ୍‌ରେ ଭାଗନେବେ ୮ ବ୍ରାଜିଲ ଖେଳାଳି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍‌-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା ଲାଗି ଅନୁମତି ମିଳିଛି। ସେମାନଙ୍କ ମଧ୍ୟରେ ବ୍ରାଜିଲର ୮ଜଣ ଫୁଟ୍‌ବଲର ଥିବା ବେଳେ ଫିଜିର…

କରୋନା ମୁକ୍ତ ହକି ଖେଳାଳିଙ୍କ ଫିଟ୍‌ନେସ୍‌ ସ୍ତରରେ ଉନ୍ନତି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)- ଗତ ମାସରେ କୋଭିଡ୍‌-୧୯ରେ ସଂକ୍ରମିତ ଭାରତର ୬ ଜଣ ପୁରୁଷ ହକି ଖେଳାଳି ଆରୋଗ୍ୟ ଲାଭ କରିବା ପରେ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଟ୍ରେନିଂର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌…

ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ରୁ ଆଉଟ୍‌

ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ପାଇଁ ପୂର୍ବତନ ଟପ୍‌ ଟେନ୍‌ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ତାଙ୍କ ମତରେ ଏହି ଫଳାଫଳରେ ତ୍ରୁଟି ରହିଛି। ଚଳିତବର୍ଷ ୟୁ.ଏସ୍‌. ଓପନ୍‌ ମିସ୍‌…

ସିତିସପାସ୍‌-ଗାରିନ୍‌ ସେମିଫାଇନାଲ ମୁକାବିଲା

ହାମବର୍ଗ, ୨୭ା୯ (ଏପି)-ଗ୍ରୀସ୍‌ର ଷ୍ଟିଫାନସ ସିତିସପାସ୍‌ ୧୬ ମାସରେ ପ୍ରଥମ ଥର ଏକ କ୍ଲେକୋର୍ଟ ଟେନିସ୍‌ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହାମବର୍ଗ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ସେ ଡୁସାନ୍‌ ଲାଜୋଭିଚ୍‌ଙ୍କୁ ୭-୬ (୫), ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ସିତିସପାସ୍‌…

ହାମିଲଟନଙ୍କୁ ପୋଲ୍‌ ପୋଜିଶନ

ସୋଚି, ୨୭ା୯ (ଏପି)-ରୁଷିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। କ୍ୱାଲିଫାଇଂରେ ତାଙ୍କ ଟାଇମିଂ ୧ ମିନିଟ୍‌, ୩୧.୩୦୪ ସେକେଣ୍ଡ ରହିଥିଲା। ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ .୫୬୩ରେ ପଛରେ ପକାଇ ସେ…

ନିତୁ ଡେଭିଡ୍‌ ମହିଳା ଚୟନ କମିଟି ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୨୭।୯(ପି.ଟି.): ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନିତୁ ଡେଭିଡ୍‌ ମହିଳା ଚୟନ କମିଟି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ୯୦ ଦଶକ ଶେଷ ଆଡକୁ ଓ ୨୦୦୦ ପ୍ରାରମ୍ଭରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେମଲତା କାଲାଙ୍କ…

ଆଇପିଏଲ୍‌: କୋଲକାତାର ପ୍ରଥମ ବିଜୟ

ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା ପ୍ରଥମ…

କେକେଆର୍‌ ସାମ୍ନାରେ ୧୪୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪…

୩୯ ବର୍ଷ ବୟସରେ ‘ସୁପର୍‌ ମ୍ୟାନ କ୍ୟାଚ୍‌’ ଧରିଲେ ଧୋନୀ

ଦୁବାଇ, ୨୬।୯: ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ୪୪ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଥିଲା। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?