ଏହି ଖେଳାଳିଙ୍କ ଫିଲ୍ଡିଂ ଦେଖି ସଚିନ ତେନ୍ଦୁଲକର କହିଲେ, ଅବିଶ୍ୱସନୀୟ
କରୋନା ସମୟରେ ଆଇପିଏଲ ପ୍ରତିଦିନ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସହାୟକ ହେଉଛି। ପ୍ରତିଦିନ ଚୌକା, ଛକାର ମଜା ନେଉଛନ୍ତି ଦର୍ଶକ। ଗତ ରବିବାର ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଏକାଦଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ରାହୁଲ…
ବଲିଉଡ୍ ଷ୍ଟାରଙ୍କଠାରୁ କମ୍ ନୁହନ୍ତି ଆଇପିଏଲ୍ର ଏହି କ୍ରିକେଟର: ୧୩୫ ମିଟର ଉଚ୍ଚ ଏୟାର ସୁଇଙ୍ଗରେ କରିଥିଲେ ପ୍ରେମ ନିବେଦନ
ଆଇପିଏଲ୍ ୨୦୨୦ରେ ରବିବାର ରାଜସ୍ଥାନ ରୟାଲ୍ସ, କିଙ୍ଗସ୍ ୧୧ ପଞ୍ଜାବକୁ ୪ ଓ୍ବିକେଟରେ ହରାଇଥିଲା। ପଞ୍ଜାବର ଓପନିଂ ବ୍ୟାଷ୍ଟମ୍ୟାନ ମୟଙ୍କ ଅଗ୍ରଓ୍ବାଲ ୪୫ ବଲରେ ୧୦୦ ରନ୍ କରିଥିଲେ। ସେ ୫୦ ବଲରେ ୧୦୬ ରନ୍ କରିବାରେ ସଫଳ ହୋଇଥିଲେ। ମୟଙ୍କ…
ରାହୁଲଙ୍କ ଶରୀରରେ ମାତା ଆସିଗଲେ
ଆଇପିଏଲ୍ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ପ୍ରବଳ ରନ୍ ବର୍ଷିଥିଲା। ପଞ୍ଜାବ ପ୍ରଥମେ…
ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍
ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଭାରତୀୟ କ୍ରିକେଟର୍ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦ୍ କହିଛନ୍ତି, ମୋଦି ସରକାର ଥିବା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ସିରିଜ୍ ଆୟୋଜନ…
ଏହି କ୍ରିକେଟରଙ୍କ ଖେଳ ଦେଖି ଡରିଗଲେ ଯୁବରାଜ, କହିଲେ ଏମିତି
ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ପ୍ରବଳ ରନ୍ ବର୍ଷିଥିଲା। ପଞ୍ଜାବ ପ୍ରଥମେ ଖେଳି ଦୁଇ ଉଇକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା। ୨୨୪…
ଇଣ୍ଡିଆନ ସୁପର ଲିଗ୍ ଖେଳିବ ଇଷ୍ଟବେଙ୍ଗଲ
ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍ବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡ୍ (ଏଫ୍ଏସ୍ଡିଏଲ୍) ଅଧ୍ୟକ୍ଷା ନୀତା…
ବୋଟାସ୍ ଜିତିଲେ ରୁଷିଆନ୍ ଗ୍ରାଁ ପ୍ରି
ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍ ମୋଟର ରେସିଂରେ ମର୍ସିଡିଜ୍ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୯ମ ଟାଇଟଲ। ଏହାପୂର୍ବରୁ ସେ ଅଷ୍ଟ୍ର୍ରିଆରେ…
ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୂର୍ବରୁ ତାଙ୍କ ଜୀବନରେ ଆଉ ଜଣେ…
ଫ୍ରେଞ୍ଚ୍ ଓପନ୍ ଟେନିସ୍ : ଗଫିନ୍ଙ୍କ ବିପର୍ଯ୍ୟୟ, ନିଶିକୋରୀ, ଇସ୍ନରଙ୍କ ବିଜୟ ଅଭିଯାନ
ପ୍ୟାରିସ୍,୨୮ା୯ (ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କୁହାଯାଉଥିବା ଫ୍ରେଞ୍ଚ୍ ଓପନ୍ର ମୁଖ୍ୟ ଡ୍ର’ ରବିବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡରେ କେତେଜଣ ସିଡେଡ୍ ଖେଳାଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ୧୧ତମ ସିଡ୍ ଖେଳାଳି ବେଲଜିୟମର…
ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଓ୍ବାର୍ନରଙ୍କ ସମାଲୋଚନା
ଆବୁଧାବି,୨୮।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିବା ପରେ ଅଧିନାୟକ ଡେଭିଡ୍ ଓ୍ବାର୍ନର ଦଳର ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖାସ୍ କରି ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନମାନଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି।…
ରାଜସ୍ଥାନର ଜବରଦସ୍ତ ବିଜୟ
ଶାରଜା,୨୮।୯(ପି.ଟି.): ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଏକ ହାଇସ୍କୋରିଂ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଦମ୍ଦାର ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪ରନରେ ଜବରଦସ୍ତ ବିଜୟ ହାସଲ କରିଛି। ଶାରଜାର ଅପେକ୍ଷାକୃତ…
କୋହଲି ଜଣେ ମଣିଷ, ମେଶିନ ନୁହେଁ
ନୂଆଦିଲ୍ଲୀ, ୨୭।୯:କିଙ୍ଗସ ଏକାଦଶ ପଞ୍ଜାବଙ୍କ ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କୁ କଡ଼ା ସମାଲୋଚନା କରାଯାଇଛି। କୋହଲି କେବଳ ପଞ୍ଜାବ ବିପକ୍ଷରେ ଦୁଇଟି କ୍ୟାଚ ହାତଛଡା କରିବାରୁ ଦଳ ହାରିଥିଲା। ସେବେଠାରୁ ପ୍ରଶଂସକମାନେ ବିରାଟଙ୍କୁ ସମାଲୋଚନା କରି…

