ଟସ୍ ଜିତି ପ୍ରଥମେ ହାଇଦ୍ରାବାଦ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ
ଆବୁଧାବି, ୨୯।୯: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ୧୧ତମ ମୁକାବିଲାରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍ ଜାୟେଦ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଫିଲ୍ଡିଂ…
ଲଙ୍କା ପ୍ରିମିୟର ଲିଗ୍ରେ ଭାଗ ନେବେ ନାହିଁ ଏହି ଦେଶର ଖେଳାଳି
କଲମ୍ବୋ, ୨୯।୯: ନଭେମ୍ବରରେ ଖେଳାଯିବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍ (ଏଲ୍ପିଏଲ୍)କୁ ବଡ଼ ଝଟ୍କା ଲାଗିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏହାର ଖେଳାଳିଙ୍କୁ ଲଙ୍କା ପ୍ରିମିୟର ଲିଗ୍ରେ ଖେଳିବା ଲାଗି ଅନୁମତି ଦେବାକୁ ମନା କରିଦେଇଛି। ବାଂଲାଦେଶର ଖେଳାଳିମାନେ ଏହି…
ଶତକ ହାସଲରୁ ବଞ୍ଚିତ ହେଲେ ଏହି କ୍ରିକେଟର୍, ଗର୍ଲଫ୍ରେଣ୍ଡ୍ କହିଲେ ଏମିତି
ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ହାରିଯାଇଛି, କିନ୍ତୁ ଦଳର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ତାଙ୍କ ଚମତ୍କାର ଇନିଂସରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଇଶାନ ମୁମ୍ବାଇ ଇଣ୍ଡିଆନ୍ସର ଇନିଂସକୁ କଠିନ ସମୟରେ ରକ୍ଷା କରିଥିଲେ। ୫୮ ବଲରେ…
ଆଶା ମଉଳିଲା: ରାଇନାଙ୍କ ନାଁ ହଟାଇଲା ସିଏସ୍କେ
ଚଳିତବର୍ଷ ମିଷ୍ଟର ଆଇପିଏଲଙ୍କୁ ମିସ୍ କରୁଛନ୍ତି ଦର୍ଶକ। ଆଇପିଏଲର କିଙ୍ଗ କୁହାଯାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଆରମ୍ଭ ପୂର୍ବରୁ ଭାରତ ଫେରିଥିଲେ। ରାଇନା ଫେରିବା ଦିନଠାରୁ ପୁଣି ସେ ଦଳକୁ ଫେରିବା ନେଇ ଏକ ଆଲୋଚନା ଚାଲିଥିଲା।…
ପେସାରେ କ’ଣ କରନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟରଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ଆସନ୍ତୁ ଜାଣିବା କିଛି କ୍ରିକେଟରଙ୍କ ସ୍ତ୍ରୀ ପେସାରେ କ’ଣ କରନ୍ତି। ଧୋନୀ-ସାକ୍ଷୀ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି।…
ସୁପର ଓଭରରେ ଜିତିଲା ଆରସିବି
ଦୁବାଇ, ୨୯।୯- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ସୋମବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବିର ନବଦୀପ ସଇନୀଙ୍କ ଓଭରରୁ ମୁମ୍ବାଇ ଇଣ୍ଡିଆନ୍ସ ୭ ରନ ସଂଗ୍ରହ କରିଥିଲା।…
ଆସନ୍ତା ସିଜନରେ ଗୋଆରୁ ଖେଳିବେ ଦିଣ୍ଡା
ମୁମ୍ବାଇ, ୨୯ା୯ (ପି.ଟି.)-ଗତ ସିଜନରେ ବେଙ୍ଗଲ ଦ୍ୱାରା ଉପେକ୍ଷିତ ହୋଇଥିବା ସିମ୍ ବୋଲର ଅଶୋକ ଦିଣ୍ଡା ଆସନ୍ତା ଘରୋଇ ସିଜନରେ ଗୋଆ ରଣଜୀ ଦଳ ତରଫରୁ ଖେଳିବେ। ଦିଣ୍ଡା ଗତବର୍ଷ କହିଥିଲେ ସେ ରାଜନୀତିର ଶିକାର ହୋଇଛନ୍ତି। ସେ ଆଉ ବେଙ୍ଗଲ…
ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ
ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି। ତେଣୁ ହାଇଦ୍ରାବାଦକୁ ହରାଇ…
ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)ର କାନ୍ସାସ୍ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍ସ ଅଥରିଟି ଅପ୍ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍(ଏମ୍ଓସି) ଷ୍ଟାର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।ଏମ୍ଓସିର ଭର୍ଚୁଆଲ ବୈଠକ ବେଳେ ଏ…
ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା
ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ ପରେ…
କ୍ୱିଟୋଭା, ପିରୋଙ୍କୋଭା, ସେରେନାଙ୍କ ବିଜୟ ଅଭିଯାନ
ପ୍ୟାରିସ୍,୨୯।୯(ଏପି): ଫ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସରେ ଚେକ୍ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍ ମାନ୍ୟତା ପାଇଥିବା କ୍ୱିଟୋଭା ୬-୩, ୭-୫ ସେଟ୍ରେ ଓସିଏନ…
ଫ୍ରେଞ୍ଚ୍ ଓପନ୍ ଟେନିସ୍ : ଦ୍ୱିତୀୟ ରାଉଣ୍ଡରେ ଥିମ୍, ଓ୍ବାରିଙ୍କା, ଜେଭେରେଭ
ପ୍ୟାରିସ୍,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍ ଓପନ୍ ଚାମ୍ପିୟନ ଡୋମିନିକ ଥିମ୍, ରନର୍ସଅପ୍ ଆଲେକଜାଣ୍ଡର ଜେଭେରେଭଙ୍କ ସମେତ ଷ୍ଟାନିସଲାସ ଓ୍ବାରିଙ୍କା, ଡିଏଗୋ ସ୍ବାର୍ଜମ୍ୟାନ ଓ ଅନ୍ୟମାନେ ଦ୍ୱିତୀୟ…

