ପଞ୍ଜାବ – କୋଲକାତା ମୁକାବିଲା: ଟ୍ରାକ୍କୁ ଫେରିବା ଲକ୍ଷ୍ୟରେ ପଞ୍ଜାବ
ଆବୁଧାବି,୧୦।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତୃତୀୟ ଡବଲ ହେଡରରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପଞ୍ଜାବ ଏହି ମ୍ୟାଚ୍ରେ ଟ୍ରାକ୍କୁ ଫେରିବ ଲକ୍ଷ୍ୟରେ ରହିଛି। ଗତ ମ୍ୟାଚ୍ରେ…
ଧୋନୀ- କୋହଲି ମୁକାବିଲା: ଚେନ୍ନାଇର ବ୍ୟାଟିଂ ଉପରେ ନଜର
ଦୁବାଇ,୧୦।୧୦(ପି.ଟି.): ତୃତୀୟ ଡବଲ ହେଡରର ଦ୍ୱିତୀୟ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶନିବାର ପରସ୍ପରକୁ ଭେଟିବେ। ବ୍ୟାଟିଂକୁ ନେଇ ଉଭୟ ଦଳ ସଂଘର୍ଷ କରୁଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବ୍ୟାଟିଂରେ…
ଧୋନୀଙ୍କ ୫ ବର୍ଷର ଝିଅକୁ ମିଳିଲା ବଳାତ୍କାର ଧମକ
ଭାରତରେ କ୍ରିକେଟ ଏକ ଲୋକପ୍ରିୟ ଖେଳ। ବର୍ତ୍ତମାନ ୟୁଏଇରେ ଆଇପିଏଲ୍ର ୧୩ତମ ସଂସ୍କରଣ ଖେଳ ଚାଲିଛି। ଚଳିତ ସିଜିନ୍ରେ ଚେନ୍ନାଇ ସୁପର କିଙ୍ଗସ୍ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ୬ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୨ରେ…
ପଞ୍ଜାବ ପାଇଁ ବୋଝ ୧୦.୭୫ କୋଟି ଟଙ୍କାର ଏହି ଷ୍ଟାର୍ ଅଲରାଉଣ୍ଡର
ୟୁଏଇରେ ଚାଲିଥିବା ଆଇପିଏଲର ୧୩ତମ ସିଜନରେ ଗୁରୁବାର ପର୍ଯ୍ୟନ୍ତ ୨୨ଟି ମ୍ୟାଚ ଖେଳାଯାଇଛି। ସମସ୍ତ ଦଳ ଅତି କମରେ ୫ଟି ମ୍ୟାଚ ଖେଳିଛନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ୬ଟି ମ୍ୟାଚ…
ମ୍ୟାଚ୍ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ
ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ ବୃଦ୍ଧି ପାଇଛି। ଏହି ମ୍ୟାଚରେ କେକେଆରର ଯୁବ ଓପନର୍ ରାହୁଲ ତ୍ରିପାଠୀ ବିଜୟର ହିରୋ…
ସେମିଫାଇନାଲରେ ଜୋକୋଭିଚ୍
ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ ଷ୍ଟାର୍ଟ କରିଥିବା ଏହି ଟପ୍ ସିଡ୍ ଖେଳାଳି କ୍ୱାର୍ଟର ଫାଇନାଲରେ ୧୭ତମ ସିଡ୍ ପାବ୍ଲୋ…
ବେଙ୍ଗାଲୁରୁ ୟୁନାଇଟେଡ୍କୁ ହରାଇଲା ଭବାନୀପୁର ଏଫ୍ସି
କୋଲକାତା, ୯ା୧୦ (ପି.ଟି.)-କରୋନା ଯୋଗୁ ଦେଶରେ ୭ ମାସ ହେବ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଥିଲା। ଗୁରୁବାରଠାରୁ ଆରମ୍ଭ ହୋଇଛି ଫୁଟ୍ବଲ ପ୍ରତିଯୋଗିତା। ବିନା ଦର୍ଶକରେ ଅନୁଷ୍ଠିତ ଆଇ-ଲିଗ୍ କ୍ୱାଲିଫାୟାର୍ସର ଓପନିଂ ମ୍ୟାଚ୍ରେ ସହରର ଅନ୍ୟତମ କ୍ଲବ ଭବାନୀପୁର୍ ଏଫ୍ସି ୨-୦…
ଟପ୍ସ ସେଣ୍ଟରରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ: ରିଜିଜୁ
ନୂଆଦିଲ୍ଲୀ, ୯ା୧୦ (ପି.ଟି.)-ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ (ଟପ୍ସ) ଅନ୍ତର୍ଭୁକ୍ତ ଆଥଲେଟ୍ଙ୍କ ଲାଗି ଉଦ୍ଦିଷ୍ଟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ନ୍ୟାଶନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନ୍ସିଓଇ)ରେ ଶ୍ରେଷ୍ଠ ଟ୍ରେନିଂ ବ୍ୟବସ୍ଥା କରାଯିବ। ୨୦୨୪ ଏବଂ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି…
ଫ୍ରେଞ୍ଚ୍ ଓପନ: ସ୍ବିଟେକ-କେନିନ ଫାଇନାଲ
ପ୍ୟାରିସ, ୯।୧୦-ପୋଲାଣ୍ଡର ଇଗା ସ୍ବିଟେକ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ୪ ନମ୍ବର ଖେଳାଳି ସୋଫିଆ କେନିନଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ କେନିନ୍ ୭ ନମ୍ବର ଖେଳାଳି ପେତ୍ରା କ୍ୱିଟୋଭାଙ୍କୁ…
ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ
ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ସନ୍ରାଇଜର୍ସ…
ଆଇପିଏଲ୍ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫୦ ଅର୍ଦ୍ଧଶତକ ହାସଲ କଲେ ଓ୍ବାର୍ନର
ଦୁବାଇ, ୮।୧୦: ଆଇପିଏଲ୍ର ୨୨ତମ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୨୦୧ ରନ ସଂଗ୍ରହ କରିଛି। ଫଳରେ ପଞ୍ଜାବ ସମ୍ମୁଖରେ ୨୦୨ ରନ…
ପରାଜୟ ସତ୍ତ୍ୱେ ଏହି ରେକର୍ଡର ଅଧିକାରୀ ହେଲେ ଧୋନୀ
ଆବୁଧାବି, ୮।୧୦: ଆଇପିଏଲ୍ ୧୩ତମ ସିଜନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍ରେ ବ୍ୟାଟିଂରେ କିଛି ଖାସ୍ କମାଲ କରିପାରି…

