ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଟିମ ଇଣ୍ତିଆ ଟି-୨୦ ସିରିଜକୁ ୨-୦ରେ ଜିତି ନେଇଛି। ଏହାପୂର୍ବରୁ କାନବେରା ଖେଳାଯାଇଥିବା ପ୍ରଥମ ଟି-୨୦କୁ ୧୧ ରନ୍‌ରେ ଜିଥିଲା ଭାରତୀୟ ଦଳ। ଟି-୨୦ ସିରିଜ୍‌ ଜିତିବା ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଦଳ ଏବଂ ସ୍ବାମୀ ବିରାଟ କୋହଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ପରର ଫଟୋ ଶେୟାର କରି ଅନୁଷ୍କା ଲେଖିଛନ୍ତି, ଜବରଦସ୍ତ ଦଳଗତ ପ୍ରଦର୍ଶନ ମେନ୍‌ ଇନ୍‌ ବ୍ଲୁ। ଶୁଭେଚ୍ଛା ମାଇ ଲଭ୍‌। ଏହା ଲେଖି ଲଭ୍‌ ଇମୋଜୀ ଦେଇଥିଲେ ଅନୁଷ୍କା। ସୂଚନାଯୋଗ୍ୟ, ଅନୁଷ୍କା ଏବେ ଗର୍ଭବତୀ ଅଛନ୍ତି। ଆସନ୍ତା ଜାନୁୟାରୀ ସେ ନିଜର ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଟେଷ୍ଟ ସିରିଜ୍‌ ଖେଳାଯିବ। ପରିବାରକୁ ସମୟ ଦେବା ପାଇଁ ବିରାଟଙ୍କ ପିତୃକାଳୀନ ଛୁଟି ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲରେ ମା’ବାପାଙ୍କ ସହ କଥା ହେଲେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି। କୋଭିଡ୍‌ -୧୯ ଗାଇଡଲାଇନ୍‌ ଅନୁସାରେ ଜେଲରେ ଥିବା...

ଆଇପିଏଲ୍‌ରେ ଇତିହାସ ରଚିଲେ ଉମରାନ୍‌

ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ...

ଅଲିମ୍ପିକ୍ସରେ ଚମକିଥିବା ଓଡ଼ିଶାର ହକି ଖେଳାଳିଙ୍କୁ ୨.୫ କୋଟି ପୁରସ୍କାର ସହ ଡିଏସ୍‌ପି ଚାକିରି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲା ଭାରତୀୟ ହକି ଦଳ। ଏଥିରେ ସାମିଲ ଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।...

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ...

ସାନିଆଙ୍କ ଫଟୋ ହେଲେ ପି.ଟି. ଉଷାଙ୍କ ନାମ

ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ...

ସୁପର୍‌ ଓଭରରେ ଜିତିଲା କୋଲକାତା

ଆବୁଧାବି, ୧୮।୧୦: ଆଇପିଏଲ୍‌ ଚଳିତ ସିଜନର ରବିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସୁପର୍‌ ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି।...

ଏସିଆ କପ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପୂର୍ବତନ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବର ୨ରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଏହାପୂର୍ବରୁ କ୍ରିକେଟ ଭେଟେରାନମାନେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କ୍ରମାଗତ ଭାବରେ ନିଜର...

ଅଲଗା ହେଲେ ମୁନାୱାର୍‌ ଫାରୁକି-ନାଜିଲା!

ମୁମ୍ବାଇ: ଲକ୍‌ଅପ ବିଜେତା ମୁନାୱାର୍‌ ଫାରୁକି ତାଙ୍କ ଗର୍ଲଫ୍ରେଣ୍ଡ ନାଜିଲାଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁନାହାନ୍ତି। ତେବେ...

Advertisement
Archives

Model This Week