ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିଲେ ମିସ୍ବା
କରାଚୀ,୧୫।୧୦(ପି.ଟି.): ମିସ୍ବା-ଉଲ- ହକ୍ ପାକିସ୍ତାନ ଜାତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଦଳର ହେଡ କୋଚ୍ ଭୂମିକା ଉପରେ ଅଧିକ ଫୋକସ କରିବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ…
ୟୁଇଏଫ୍ଏ ନେସନ୍ସ ଲିଗ୍: ସ୍ପେନ୍କୁ ପ୍ରଥମଥର ପାଇଁ ହରାଇଲା ୟୁକ୍ରେନ
କିଏଭ,୧୫। ୧୦(ଏପି): ଗତ ୧୭ ବର୍ଷ ମଧ୍ୟରେ ସ୍ପେନ୍ ଭଳି ଫୁଟ୍ବଲ ପାଓ୍ବାର ହାଉସ୍କୁ ୟୁକ୍ରେନ ପ୍ରଥମଥର ପାଇଁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ପାଖାପାଖି ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କିଏଭ ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ନେସନ୍ସ ଲିଗ୍ରେ…
ଫିଫା ବିଶ୍ୱକପ୍ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ
ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ ରଖିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ନେମାରଙ୍କ ହ୍ୟାଟ୍ରିକ ଗୋଲ ଜରିଆରେ ବ୍ରାଜିଲ ପେରୁକୁ ୪-୨…
ସରକାରଙ୍କ ହସ୍ତକ୍ଷେପ: ବାସନ୍ଦ ବିପଦରେ ଦକ୍ଷିଣ ଆଫ୍ରିକା କ୍ରିକେଟ
କେପ୍ ଟାଉନ,୧୫।୧୦(ଏପି): ଦକ୍ଷିଣ ଆଫ୍ରିକା କ୍ରିକେଟ ଏବେ ବାସନ୍ଦଜନିତ ବିପଦର କଳା ବାଦଲ ମଧ୍ୟରେ ରହିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡର ବିଭିନ୍ନ ମାମଲାରେ ବୁଧବାର ସରକାର ମୁଣ୍ଡ ପୂରାଇବେ ବୋଲି କହିବା ପରେ ବିପଦ ସୃଷ୍ଟି ହୋଇଛି। ସରକାରଙ୍କ ହସ୍ତକ୍ଷେପ…
ଟୋକିଓ ଅଲିମ୍ପିକ୍ କୋଟା: ମହିଳା ଆର୍ଚରଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ: ଦୀପିକା
ନୁଆଦିଲ୍ଲୀ,୧୫।୧୦ (ପି.ଟି.): ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ଫୁଲ୍ କୋଟା ହାସଲ କରିବା ପାଇଁ ଭାରତୀୟ ମହିଳା ତୀରନ୍ଦାଜ ବଡ଼ ଚ୍ୟାଲେଞ୍ଜ ତଥା କଷ୍ଟକର ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି। ଏ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜୟିନୀ…
ଜନ୍ ରିଡ୍ଙ୍କ ପରଲୋକ
ଅକ୍ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍ ରିଡ୍ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ୫୦ ଓ ୬୦ ଦଶକରେ ତାଙ୍କ ସମୟରେ ରିଡ୍…
ଡେନମାର୍କ ଓପନରେ ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ
ଓଡେନ୍ସେ(ଡେନ୍ମାର୍କ), ୧୫।୧୦(ପି.ଟି.)- ଦୀର୍ଘ ୭ ମାସର ବ୍ୟବଧାନପରେ ଡେନମାର୍କ ଓପନ ସହ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ଭାଗ ନେଇଥିବା ଭାରତର କିଡାମ୍ବି ଶ୍ରୀକାନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ରାଉଣ୍ଡରେ ସେ ଇଂଲଣ୍ଡର ଟୋବି…
ଜ୍ୟୋତ୍ସ୍ନା କ୍ୱାର୍ଟର ଫାଇନାଲରେ
କାଇରୋ, ୧୫।୧୦- ଭାରତର ଆଗଧାଡ଼ିର ସ୍କ୍ବାଶ୍ ତାରକା ଜ୍ୟୋତ୍ସ୍ନା ଚିନ୍ନାପ୍ପା ଇଜିପ୍ଟିଆନ ଓପନ ସ୍କ୍ବାଶ୍ ଚାମ୍ପିୟନଶିପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗତ ୬ ମାସ ମଧ୍ୟରେ ପ୍ରଥମ ଟୁର୍ନାମେଣ୍ଟ ଖେଳୁଥିବା ଜ୍ୟୋତ୍ସ୍ନା ସ୍ଥାନୀୟ ଖେଳାଳି ଫରିଦା ମହମ୍ମଦଙ୍କଠାରୁ କଡ଼ା ଚ୍ୟାଲେଞ୍ଜର…
ପଞ୍ଜାବ ପାଇଁ କର ଅବା ମର
ଶାରଜା, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ପଞ୍ଜାବ ଏପର୍ଯ୍ୟନ୍ତ ଖେଳିଥିବା ୭ ମ୍ୟାଚରୁ ୬ ପରାଜୟଲାଭ କରି ମାତ୍ର ୨ ପଏଣ୍ଟ ପାଇଛି।…
ଦିଲ୍ଲୀ କ୍ୟାପିଟାଲ୍ସର ୬ଷ୍ଠ ବିଜୟ
ଦୁବାଇ, ୧୫।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮…
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ
ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍ର ୩୦ତମ ମ୍ୟାଚ୍ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ପଦ ଛାଡ଼ିଲେ ମିସ୍ବା-ଉଲ୍-ହକ୍
ଲାହୋର,୧୪।୧୦: ମିସ୍ବା-ଉଲ୍-ହକ୍ ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରି ଯାଇଛନ୍ତି। ପାକିସ୍ତାନ ଦଳର ମୁଖ୍ୟ କୋଚ୍ ଭାବେ ନିଜ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିବାକୁ ମିସ୍ବା ଏହି ନିଷ୍ପତ୍ତି ନେଇଛନ୍ତି। ତେବେ…

