Posted inଖେଳ

ଦୁନିଆର ସବୁଠାରୁ ବଡ଼ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍‌: ଜୟ ଶାହ

ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୨୪ରୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଫେବୃୟାରୀରୁ ଆରମ୍ଭ ହେବ। ଦୁନିଆର ସବୁଠାରୁ ବଡ଼ କ୍ରିକେଟ ପଡ଼ିଆ କୁହାଯାଉଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ଏହି ମଇଦାନରେ ୧ ଲକ୍ଷ ୧୦ ହଜାର ଦର୍ଶକେ ବସିବାର କ୍ଷମତା ରହିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଚିବ ଜୟ ଶାହ ଗୁରୁବାର ସୂଚନା ଦେଇଛନ୍ତି। ତେବେ ଉଭୟ ଟିମ୍‌ ମଧ୍ୟରେ ୪ ଟେଷ୍ଟ, ୩ ଏକଦିବସୀୟ, ୫ ଟି୨୦ ମ୍ୟାଚ୍‌ ଖେଳାଯିବ। ସେଥିରୁ ୫ଟି ଯାକ ଟି୨୦ ମ୍ୟାଚ୍‌ ଅହମ୍ମଦାବାଦରେ ହିଁ ଖେଳାଯିବ। ଏହା ବିରାଟଙ୍କ ଟିମ୍‌ ପାଇଁ ଆସନ୍ତା ଟି୨୦ ବିଶ୍ୱକପ୍‌ ପାଇଁ ଭଲ ପ୍ରସ୍ତୁତି ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇ-ଲିଗ୍‌:ଇଷ୍ଟବେଙ୍ଗଲର ପ୍ରଥମ ବିଜୟ

ଇମ୍ଫାଲ, ୧୧ା୧୨ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ଇଷ୍ଟ ବେଙ୍ଗଲ ଏାହର ପ୍ରଥମ ବିଜୟ ହାସଲ କରିଛି। ସ୍ଥାନୀୟ ଖୁମାନ ଲାମ୍ପାକ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ନେରୋକା...

ବୁବ୍‌କାଙ୍କ ରେକର୍ଡ ଭାଙ୍ଗିଲେ ଡୁପ୍ଲାଣ୍ଟିସ୍‌

ରୋମ୍‌, ୧୯ା୯ (ଏପି)-ସ୍ବିଡିଶ ପୋଲ୍‌ ଭଲ୍ଟର ଆର୍ମାଣ୍ଡ ଡୁପ୍ଳାଣ୍ଟିସ୍‌ ଆଉଟ୍‌ ଡୋର୍‌ରେ ସର୍ଗେ ବୁବ୍‌କାଙ୍କ ଦୀର୍ଘ ୨୬ ବର୍ଷର ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୋମ୍‌ରେ...

ଡୋପରେ ବିଫଳ ଶୁଟର ରବି, ବକ୍ସର ସୁମିତ୍‌

ପୁଣେ,୧୧।୧୨- ଟୋକିଓ ଅଲିମ୍ପିକ୍ସ ପାଇଁ ଆଉ ମାତ୍ର ୭ ମାସ ବାକି ରହିଥିବାବେଳେ ଭାରତୀୟ ଦଳର ପଦକ ଆଶାକୁ ଶକ୍ତ ଝଟ୍‌କା ଲାଗିଛି। ଶୁଟର ରବି...

ଆଜି ଭାରତୀୟ କ୍ରିକେଟର୍‌ ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ହୋଇଥିଲା

କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୧୪ ବର୍ଷ ପୂର୍ବେ ଆଜି, ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟର୍‌ରେ...

ସେପ୍ଟେମ୍ବର ୧ରୁ ଜାତୀୟ ରେସ୍‌ଲିଂ କ୍ୟାମ୍ପ୍‌

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍‌ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି...

ମହିଳା କ୍ରିକେଟ: ରୋମାଞ୍ଚଭରା ମ୍ୟାଚ୍‌ରେ ୧ ରନ୍‌ରେ ହାରିଲା ଭାରତ

ଆଣ୍ଟିଗୁଆ,୨।୧୧- ଏଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ରୋମାଞ୍ଚଭରା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୧ ରନ୍‌ରେ ପରାସ୍ତ ହୋଇଛି। ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ...

ଅରୁଣ ଜେଟ୍‌ଲିଙ୍କ ନାମରେ ନାମିତ ହେବ କୋଟ୍‌ଲା ଷ୍ଟାଡିୟମ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ସ୍ଥାନୀୟ ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମର ନାମ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ ନାମରେ ନାମିତ ହେବ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)...

ସଚିନଙ୍କ ବ୍ୟାଟ୍‌ରେ ଖେଳି ଏହି ପାକିସ୍ତାନ କ୍ରିକେଟରଙ୍କ ଜୀବନ ବଦଳି ଯାଇଥିଲା

ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି ୩୭ ବଲରେ ଶତକ ହାସଲ କରିଛନ୍ତି। ଏହା ସେତେବେଳେ ଦ୍ରୁତତମ ଏକଦିବସୀୟ ଶତକ ଥିଲା। ଏହି ରେକର୍ଡ ପ୍ରାୟ...

Advertisement
Ten Cric Info


Archives

Model This Week