ଖେଳ

ଫିଫା ସଭାପତିଙ୍କୁ କରୋନା

ଜୁରିଚ୍‌: ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ସଭାପତି ଜିଆନି ଇନ୍‌ଫାଣ୍ଟିନୋ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ନିକଟରେ ଆଂଶିକ ଲକ୍ଷଣ ଦେଖାଦେଇଥିଲା। ସେ ତୁରନ୍ତ ନିଜକୁ ସେଲ୍‌ଫ ଆଇସୋଲେଶନରେ ରଖିଛନ୍ତି। ଅତିକମ୍‌ରେ ୧୦ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ନିକଟରେ ଏହି…

ମୁମ୍ବାଇ ସିଟିରେ ଜାପାନିଜ୍‌ ମିଡ୍‌ଫିଲ୍ଡର ଗୋଡାର୍ଡ

ମୁମ୍ବାଇ: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ମୁମ୍ବାଇ ସିଟି ଏଫ୍‌ସି ସିଜନ ୨୦୨୦-୨୧ ପାଇଁ ଇଂଲଣ୍ଡ ଜନ୍ମିତ ଜାପାନିଜ ମିଡ୍‌ ଫିଲ୍ଡର ସାଏ ଗୋଡାର୍ଡଙ୍କ ସହିତ ଚୁକ୍ତି କରିଛି। ୨୩ ବର୍ଷୀୟ ଏହି ଫୁଟ୍‌ବଲର ଗୋଟିଏ ସିଜନ ପାଇଁ ଋଣ…

ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ପୋର୍ଟିମାଓ: ବ୍ରିଟିଶ ଡ୍ରାଇଭର ଲୁଇସ୍‌ ହାମିଲଟନ ରବିବାର ପର୍ତ୍ତୁଗୀଜ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ସେ ସବୁଠାରୁ ଅଧିକ ୯୨ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଜର୍ମାନର ମହାନ ଫର୍ମୁଲା ଓ୍ବାନ ଡ୍ରାଇଭର ମାଇକେଲ ସୁମାକରଙ୍କଠାରୁ ସେ…

ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ଦୁବାଇ : ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ରଶିଦ ଖାଁଙ୍କ ଚମତ୍କାର ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ ହାସଲ କରିଛି…

ପିତାଙ୍କ ମୃତ୍ୟୁର ୩ ଦିନ ପରେ ପଡିଆରେ ଏମିତି କରି ଦେଖାଇଲେ ପୁଅ, ସମସ୍ତେ କଲେ ସଲାମ୍‌

ଶାରଜା,୨୭।୧୦: ତିନି ଦିନ ପୂର୍ବେ ପିତାଙ୍କୁ ହରାଇଥିବା କିଙ୍ଗସ ଏକାଦଶ ପଞ୍ଜାବ ବ୍ୟାଟ୍ସମ୍ୟାନ ମନଦୀପ ସିଂ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅପରାଜିତ ୬୬ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ଏହି ଇନିଂସ ତାଙ୍କ ପିତାଙ୍କୁ ସେ…

କ୍ରିକେଟ୍‌ରୁ କେବେ ନେବେ ଅବସର, ୪୧ ବର୍ଷୀୟ ଗେଲ୍‌ ଦେଲେ ଏମିତି ଉତ୍ତର

କ୍ରିକେଟର ପ୍ରାୟ ସବୁ ଫର୍ମାଟରେ ବୋଲର୍‌ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ତାଙ୍କୁ ଏବେ ୪୧ ବର୍ଷ । କିନ୍ତୁ ଏବେ ଗେଲଙ୍କ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଆସିନାହିଁ। ତେଣୁ ପ୍ରତ୍ୟେକ ମ୍ୟାଚରେ ପ୍ରଶଂସକମାନେ…

ପ୍ରଥମ ଓଭର୍‌ରେ ହ୍ୟାଟ୍ରିକ୍‌ ନେଇ ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଧରାଶାୟୀ କରିଥିଲେ ଏହି ବୋଲର୍‌

ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଆଜି ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜରାଟରେ ଜନ୍ମିତ ଏହି କ୍ରିକେଟର ଭାରତ ପାଇଁ ଅନେକ ସ୍ମରଣୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୦୬ରେ ପାକିସ୍ତାନ ଗସ୍ତ ଅବସରରେ ତାଙ୍କ ପ୍ରଦର୍ଶନ ସର୍ବଦା ସ୍ମରଣୀୟ ହୋଇ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ବାଦ୍‌ ପଡିଲେ ରୋହିତ ଶର୍ମା

ମୁମ୍ବାଇ,୨୭।୧୦: ଆଇପିଏଲ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିଛି। ଅଷ୍ଟ୍ରେଲିଆ ଗସ୍ତରୁ ଆହତ ରୋହିତ ଶର୍ମାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ଦିନିକିଆ…

ଭାବପ୍ରବଣ ପୋଷ୍ଟ ଲେଖିଲେ ଧୋନୀଙ୍କ ସ୍ତ୍ରୀ

ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଏଥିରେ ଭାଙ୍ଗିପଡିଛନ୍ତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ।…

ଆଉ ଯନ୍ତ୍ରଣାଦାୟକ ୧୨ ଘଣ୍ଟା ବାକି ଅଛି, କାହିଁକି ଏମିତି କହିଲେ ଧୋନୀ

ଦୁବାଇ,୨୬।୧୦:ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ଖେଳିବାର ଅଛି। ଚେନ୍ନାଇ ଯଦି ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିବ କେବଳ ୧୨ ପଏଣ୍ଟ ନେଇ ଚଳିତ ଆଇପିଏଲ୍‌ ଯାତ୍ରା…

ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌ଙ୍କ ପ୍ରେମିକା

କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି, କିଛି ଖେଳାଳିଙ୍କ ପରିବାର ସେମାନଙ୍କୁ ଏବଂ ଦଳକୁ ସମର୍ଥନ କରିବାକୁ ସେଠାରେ ଅଛନ୍ତି। ଏହିପରି…

ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟିଲା

ଆଇପିଏଲ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉପରେ ରାଜସ୍ଥାନ ରୟାଲ୍ସ ବିଜୟ ସହିତ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ‘ପ୍ଲେ ଅଫ’କୁ ଯିବାର ସମ୍ଭାବନା ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।ଅବଶ୍ୟ ଗତ ଅକ୍ଟୋବର ୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୧୦ ଉଇକେଟ ପରାଜୟ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?