କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ ସମେତ ୪୩ ଜଣ ଏକ କ୍ଲବ୍‌ରେ ନାଚଗୀତରେ ମାତିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୈନା, ସିଙ୍ଗର ଗୁରୁ ରାନ୍ଧଓ୍ବା, ସୁସେନ ଖାଁ ପ୍ରମୁଖଙ୍କୁ ଅଟକ ରଖିଥିଲା। ତେବେ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ମୁମ୍ବାଇ ବିମାନବନ୍ଦର ନିକଟରେ ଥିବା ଡ୍ରାଗନ ଫ୍ଲାଏ କ୍ଲବ୍‌ରେ ସ୍ଥାନୀୟ ସାହର ପୋଲିସ ଷ୍ଟେଶନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କୁ ଧାରା ୧୮୮ ଅନୁସାରେ ଗିରଫ କରାଯାଇ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ଆଉ ଖେଳି ପାରିବେନି ରମି ଗେମ୍‌, ଏହି ରାଜ୍ୟ ସରକାର ଲଗାଇଲେ ପ୍ରତିବନ୍ଧକ

ଥିରୁଭନନ୍ତପୁରମ,୨୮।୨: ଏବେ ଅନ୍‌ଲାଇନରେ ଆଉ ରମି ଗେମ୍‌ ଖେଳିପାରିବେ ନାହିଁ। ଏନେଇ କେରଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ସରକାର ଏହି ଘୋଷଣା କରିଛନ୍ତି। ଏନେଇ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ଗଲାଣି ୫୦ ଜଣଙ୍କ ଜୀବନ

ଗୁଆହାଟି,୭ା୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଏଥିଯୋଗୁ ୫୦ ଜଣଙ୍କ ଜୀବନ ଗଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଜୁଲାଇ...

ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ କଥା ହେବାକୁ ଶାହାଙ୍କୁ ସମୟ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜଧାନୀ ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଏ ସମ୍ପର୍କରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ...

ମନ୍ଦିର ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲି, ଯଦି ସୁଯୋଗ ମିଳେ ଭୂମିପୂଜାକୁ ନିଶ୍ଚୟ ଯିବି: ଉମା ଭାରତୀ

ନୂଆଦିଲୀ,୨୨।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମଲାଲଙ୍କ ମନ୍ଦିରର ଭୂମିପୂଜା ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିବେ। ଏହି...

‘ଛୋଟ କୋହଲି’ଙ୍କ ଅପେକ୍ଷାରେ ଅଛୁ, ଅନୁଷ୍କାଙ୍କୁ କାହିଁକି ଏମିତି କହିଲେ ପ୍ରଶଂସକ

ଲକ୍‌ଡାଉନ୍‌ ଯୋଗୁ ଏବେ କ୍ରିକେଟ୍‌ ସିରିଜ୍‌ ସ୍ଥଗିତ ରଖାଯିବା ସହ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରଖାଯାଇଛି। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ...

ଯୌନ ସମ୍ପର୍କ ନ ରଖିବାରୁ ବାଳିକାଙ୍କୁ ହତ୍ୟା

ଗୁଆହାଟୀ, ୨୨ା୧୦:ଆସାମର ନଅଗାଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ସମ୍ପର୍କ ରଖିବା ପାଇଁ ମନାକରିବାରୁ ଜଣେ ୬ ବର୍ଷୀୟା ବାଳିକାଙ୍କୁ ପର୍ନ ଅଭ୍ୟସ୍ତ...

ପତ୍ନୀ, ଝିଅଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ...

ପ୍ରଶଂସକଙ୍କ ଚପଲ ଫେରାଉଥିବା ଡିକକ୍‌ଙ୍କ ଭିଡିଓ ଭାଇରାଲ

ରାଞ୍ଚି,୨୧।୧୦- କ୍ରିକେଟ ମ୍ୟାଚ୍‌ବେଳେ ପ୍ରଶଂସକମାନେ ସୁରକ୍ଷା କର୍ଡନ ଅତିକ୍ରମ କରି ପସନ୍ଦୀୟ ଖେଳାଳିଙ୍କ ପାଦ ଛୁଇଁବା ସହ ସେଲ୍‌ଫି ନେବା ଘଟଣା ଦେଶରେ ନୂଆ ନୁହେଁ।...

Advertisement
Archives

Model This Week