୨୦୨୨ ଫିଫା ବିଶ୍ୱକପ୍: ଅଧିକ ଭାରତୀୟ ଦର୍ଶକ ସାମିଲ ହେବା ନେଇ ଆୟୋଜକ ଆଶାବାଦୀ
ମୁମ୍ବାଇ,୨୯।୧୦(ପି.ଟି.): ମଧ୍ୟପ୍ରାଚ୍ୟର ପ୍ରଥମ ଦେଶ ଭାବେ କାତାର ୨୦୨୨ ବିଶ୍ୱକପ୍ ଆୟୋଜନ କରିବ। ଏହି ବିଶ୍ୱକପ୍ରେ ୨୦୧୮ ସଂସ୍କରଣ ତୁଳନାରେ ଅଧିକ ଭାରତୀୟ ମ୍ୟାଚ୍ ଦେଖିବେ ବୋଲି କାତାର ଆୟୋଜକମାନେ ଆଶାବାଦୀ ଅଛନ୍ତି। ଭାରତୀୟ ଦର୍ଶକଙ୍କ ପାଇଁ ସୁବିଧାଜନକ ସମୟରେ ମ୍ୟାଚ୍ଗୁଡିକ…
ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପୂର୍ବରୁ ଦିବାରାତ୍ର ଓ୍ବାର୍ମଅପ୍ ଗେମ୍
ମେଲବୋର୍ନ, ୨୯।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ୬୯ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯିବ। ଏଥିପାଇଁ ଆୟୋଜକ ବୋର୍ଡ ପକ୍ଷରୁ ଏହି ଗସ୍ତର ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ବୁଧବାର ପ୍ରକାଶ କରାଯାଇଛି। ଏଥିରେ ଏକ ଦିବାରାତ୍ର ଓ୍ବାର୍ମଅପ୍…
ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି
ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ ବାସନ୍ଦ ହୋଇଛନ୍ତି। ସେ ୨୦୨୨ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି ବୋଲି ଟ୍ରାକ୍ ଆଣ୍ଡ ଫିଲ୍ଡ…
ରନ୍ ଚେଜ୍ ଦିଲ୍ଲୀ ପାଇଁ ଚିନ୍ତାଜନକ
ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ରନ୍ ଚେଜ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାଜନକ ହୋଇଛି ବୋଲି କୋଚ୍ ରିକି ପଣ୍ଟିଂ ସ୍ବିକାର କରିଛନ୍ତି। ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବା ପାଇଁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ…
ରିଦ୍ଧିମାନଙ୍କ ଇଞ୍ଜୁରି ଗୁରୁତର ନୁହେଁ
ଦୁବାଇ,୨୯।୧୦(ପି.ଟି.): ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗ୍ରୋନ୍ ଇଞ୍ଜୁରିର ଶିକାର ହୋଇଛନ୍ତି। ତେବେ ଏହା ସେତେଟା ଗୁରୁତର ନୁହେଁ। କିନ୍ତୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ତାଙ୍କ ଇଞ୍ଜୁରି ସମସ୍ୟା ନେଇ କାଳକ୍ଷେପଣ ନୀତି ଅବଲମ୍ବନ…
ବିଜୟ ଲକ୍ଷ୍ୟରେ କୋଲକାତା
ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। କୋଲକାତା ୧୨ ମ୍ୟାଚରୁ ୧୨ ପଏଣ୍ଟ ପାଇଥିବାରୁ ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଅବଶିଷ୍ଟ ୨ଟି…
ପ୍ଲେ-ଅଫ୍ ଦ୍ୱାରରେ ମୁମ୍ବାଇ
ଆବୁଧାବି, ୨୯।୧୦- ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ବିଜୟୀ ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପ୍ଲେ-ଅଫ୍ ଦ୍ୱାରରେ ପହଞ୍ଚତ୍ ଯାଇଛି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୫ ଉଇକେଟରେ…
ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବେ। ବିରାଟ କୋହଲି ଏବେ ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୦ରେ ବ୍ୟସ୍ତ ଅଛନ୍ତି।…
ଆଡିଲେଡ୍ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ ମ୍ୟାଚ୍
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ହେବାର ଗୋଟିଏ ଦିନ ପରେ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଆଡିଲେଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହି ଗସ୍ତରେ ଭାରତକୁ ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ…
୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର
ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫ ରେସ୍ରୁ ବାଦ୍ ପଡିଛି। ୟୁଏଇରେ ଚାଲିଥିବା ଆଇପିଏଲର ୧୩ ତମ ସିଜିନରୁ ଟୁର୍ନାମେଣ୍ଟ…
ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ
ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଆଗାମ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ୨୯ ବର୍ଷୀୟ ବରୁଣ…
ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ, ପୁରୁଷଙ୍କୁ ରୌପ୍ୟ
ଚେନ୍ନାଇ: ଏସିଆନ୍ ନେସନ୍ସ (ରିଜିଅନ୍ସ) ଅନ୍ଲାଇନ୍ ଟିମ୍ ଚେସ୍ ଚାମ୍ପିୟନଶିପ୍ରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ ଏବଂ ପୁରୁଷ ଦଳକୁ ରୌପ୍ୟ ପଦକ ମିଳିଛି। ମହିଳା ଦଳର ସଦସ୍ୟା ଭାବରେ ଓଡ଼ିଶାର ପଦ୍ମିନୀ ରାଉତ ମଧ୍ୟ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପୂର୍ବରୁ ସେ…

