ଖେଳ

ଏପଟେ ଆଉଟ୍‌ କଲେ ସେପଟେ ଟିପ୍ସ ନେଲେ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି ଏବଂ ୧୭ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ଭଳି ଜଣେ କିମ୍ବଦନ୍ତୀ…

ଛାତ ଉପରେ ସ୍ତ୍ରୀଙ୍କ ସହ ବ୍ୟାଟିଂ ଅଭ୍ୟାସ କରୁଥିଲେ ଏହି ଖେଳାଳି, ଏବେ କଲେ କମାଲ୍‌

ଆଇପିଏଲ୍‌ ୨୦୨୦ରେ କୋଲକାତା ନାଇଟ ରାଇଡର୍ସ ଯୁବ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରିଥିଲେ। ଚେନ୍ନାଇ ବିପକ୍ଷରେ ୬୧ ବଲରେ ସେ ୮୭ ରନର ଇନିଂସ ଖେଳିଥିଲେ। ଏହି ପାଳିରେ ରାଣା ୪ଟି…

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୫ ଉଇକେଟ ହରାଇ ୧୭୨ ରନ କରିଥିବାବେଳେ ଚେନ୍ନାଇ ୨୦ ଓଭରରେ ୪…

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା ଲେଟନ ହଓ୍ବେିଟ୍‌ ଅଗ୍ରଣୀ ଲାଭ କରିଛନ୍ତି। ଫଳରେ ଅଫସିଆଲ ଭୋଟିଂ ଗ୍ରୁପ୍‌ରେ ତାଙ୍କୁ ମିଳିଥିବା…

ସାର୍‌ଲର୍‌ ଲକ୍ସ ଓପନରୁ ଓହରିଲେ ଅଜୟ ଜୟରାମ, ଶୁଭଙ୍କର

ସାରବ୍ରକେନ୍ସ (ଜର୍ମାନୀ): କୋଭିଡ୍‌ ଆଶଙ୍କାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଅଜୟ ଜୟରାମ ଏବଂ ଶୁଭଙ୍କର ଦେ ଗୁରୁବାର ସାର୍‌ଲର୍‌ ଲକ୍ସ ଓପନ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଏହି ଦୁଇ ଖେଳାଳି ବର୍ତ୍ତମାନ ଆଇସୋଲେଶନରେ ଅଛନ୍ତି। ଗତଥରର ଚାମ୍ପିୟନ ୧୯ବର୍ଷୀୟ ଲକ୍ଷ୍ୟ ସେନ୍‌ଙ୍କ ପିତା…

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଦଳ ମଧ୍ୟରେ ମ୍ୟାଚ ଚାଲିଥିବାବେଳେ ଦୁହିଁଙ୍କ ମଧ୍ୟରେ ବଚସା…

ବାର୍‌କ୍ଲେଙ୍କୁ ସମର୍ଥନ କରିବ ବିସିସିଆଇ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଚେୟାରମ୍ୟାନ ପଦବୀ ପାଇଁ ହେବାକୁ ଥିବା ନିର୍ବାଚନରେ ଭାରତୀୟ କ୍ରିକେଟ କାଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ନ୍ୟୁଜିଲାଣ୍ଡ ପ୍ରାର୍ଥୀ ଗ୍ରେଗ୍‌ ବ୍ରାକ୍‌ଲେଙ୍କୁ ସମର୍ଥନ କରିବ। ଗତ ଜୁଲାଇରେ ଭାରତର ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ…

ପ୍ରିୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରି କୀର୍ତ୍ତିମାନ ହାସଲ କଲେ ଏହି ବୋଲର୍‌

ଆବୁଧାବି,୨୯।୧୦: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଅନେକ କିଛି ସମାନତା ରହିଛି। ବିରାଟ କୋହଲି ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଜସପ୍ରୀତ ବୁମ୍‌ରା ହେଉଛନ୍ତି ଦେଶର ନଂ ୧…

ଭାରତ ବିପକ୍ଷ ଏକଦିବସୀୟ, ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୯।୧୦: ଆସନ୍ତା ଜାନୁୟାରୀରେ ଭାରତ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଉଭୟ ଦଳ ଟି-୨୦, ଏକଦିବସୀୟ ଏବଂ ଟେଷ୍ଟ ସିରିଜ୍‌ ଖେଳାଯିବ। ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି।…

ଡିପ୍ରେସନ୍‌ର ଶିକାର ହେଲେ ଏହି କ୍ରିକେଟର୍‌

କ୍ରିକେଟ ଖେଳାଳିମାନେ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ପ୍ରଚୁର ଅର୍ଥ ରୋଜଗାର କରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉପରେ ଅନେକ ଚାପ ରହିଥାଏ ଏବଂ ସେଥିପାଇଁ ସେମାନଙ୍କୁ ଅନେକ ମାନସିକ ସମସ୍ୟାର ସମ୍ମୁଖୀନ…

‘ସ୍ପୋଟର୍‌ସ ମ୍ୟାନେଜମେଣ୍ଟରେ କ୍ୟାରିୟର’ ଓ୍ବେବିନାର

ଭୁବନେଶ୍ୱର,୨୯।୧୦(ସ୍ପୋଟର୍‌ସ ବ୍ୟୁରୋ): ‘ସ୍ପୋଟର୍‌ସ ମ୍ୟାନେଜେମେଣ୍ଟରେ କ୍ୟାରିୟର’ ଶୀର୍ଷକ ଏକ ଓ୍ବେବିନାର ଟାଟା ଷ୍ଟିଲ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବିଶ୍ୱରେ କ୍ରୀଡ଼ା ଶିଳ୍ପର ଉନ୍ନତି ହେଉଥିବା ବେଳେ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ଚାହିଦା, ମିଳିବାକୁ ଥିବା ସୁବିଧା ସୁଯୋଗ ନେଇ ଏଥିରେ ଆଲୋଚନା…

ରୋହିତ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୨୯।୧୦(ପି.ଟି.): ଭାରତୀୟ ଅଭିଜ୍ଞ କ୍ରିକେଟର ରୋହିତ ଶର୍ମା ଜଣାଶୁଣା ହେଲ୍‌ଥ କେୟାର କମ୍ପାନୀ ଡ. ଟ୍ରଷ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଏହି କମ୍ପାନୀ ବ୍ଲଡ୍‌ ପ୍ରେସର, ରକ୍ତରେ ଅମ୍ଳଜାନ ସ୍ତର, ନିଃଶ୍ୱାସ ପ୍ରଶ୍ୱାସ ହାର, ପଲ୍ସ ରେଟ୍‌ ଓ ଅନ୍ୟାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?