ଖେଳ

ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନାରେ ଦାର୍‌ଙ୍କ ରେକର୍ଡ

ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଏହି ସଫଳତା ପାଇଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ପାକିସ୍ତାନ- ଜିମ୍ବାଓ୍ବେ ଦ୍ୱିତୀୟ ଦିନିକିଆ…

ରୟାଲ୍ସ ବିଦା, ଆଶାରେ କୋଲକାତା

ଦୁବାଇ : ଇଅନ ମୋର୍ଗାନଙ୍କ ଅଧିନାୟକ ଇନିଂସ ପରେ ପ୍ୟାଟ୍‌ କୁମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ…

ଶେଷ ମ୍ୟାଚ୍‌ ଜିତି ଟୁର୍ନାମେଣ୍ଟରୁ ବିଦାୟ ନେଲା ଚେନ୍ନାଇ

ଦୁବାଇ,୧।୧୧: ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୯ ଉଇକେଟ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ୧୫୪ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ମାତ୍ର ଏକ ଉଇକେଟ ହରାଇ ଟାର୍ଗେଟରେ ପହଞ୍ଚି ଯାଇଥିଲା। ରୁତୁରାଜ ଗାୟକ୍ୱାଡଙ୍କ…

ଚେନ୍ନାଇକୁ ୧୫୪ ରନ୍‌ର ଟାର୍ଗେଟ ଦେଲା ପଞ୍ଜାବ

ଦୁବାଇ,୧।୧୧:ଆଇପିଏଲ ୨୦୨୦ର ୫୩ତମ ମ୍ୟାଚରେ ଦୀପକ ହୁଡାଙ୍କ ଚମତ୍କାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମୁଖରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫୪ ରନ ବିଜୟ ଲକ୍ଷ୍ୟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୬ ଉଇକେଟ…

ଭାଙ୍ଗିଲା ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ

ସିଡନୀ,୧।୧୧: ୩୦ ବର୍ଷ ପୁରୁଣା କ୍ରିକେଟ ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ସାଉଥ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପନର ୱିଲ ପୁକୋଭସ୍କି ଓ ମାର୍କସ ହାରିସ ଏହି ରେକର୍ଡ ଭାଙ୍ଗିଛନ୍ତି। ଦୁହେଁ…

ମୋ ବିସ୍ଫୋରକ ବ୍ୟାଟିଂର ରାଜ୍‌ ହେଉଛି ମା’ ହାତରନ୍ଧା ଖାଦ୍ୟ

ଆଇପିଏଲ୍‌ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ଟକୁ ୯ ଉଇକେଟରେ ପରାସ୍ତ କରି ପ୍ଲେ ଅଫ୍‌କୁ ଉନ୍ନୀତ ହୋଇଛି। ଏହି ବିଜୟରେ ମୁଖ୍ୟ ଭୂମିକା ଥିଲା ଓପନର୍‌ ଇଶାନ କିଶାନ। ସେ ୭୨ ରନ ସଂଗ୍ରହ କରିଥିଲେ। ଇଶାନ ପ୍ରଥମ ଉଇକେଟ…

ଟସ୍‌ ଜିତିଲା ସିଏସ୍‌କେ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଦୁବାଇ,୧।୧୧: ରବିବାର ଚଳିତ ଆଇପିଏଲ୍‌ର ଶେଷ ମ୍ୟାଚ୍‌ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା ମର…

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଧୋନୀଙ୍କ ଏହା…

କରୋନାରୁ ଆରୋଗ୍ୟ ହେଲେ ରୋନାଲ୍‌ଡୋ

ତୁରିନ୍‌ (ଇଟାଲୀ):କ୍ରିଷ୍ଟିଆନୋ ରୋନାଲ୍‌ଡୋ ୧୯ ଦିନ ପରେ କରୋନା ଭାଇରସ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ବାବ୍‌ ଟେଷ୍ଟରେ ତାଙ୍କର ନେଗେଟିଭ ଆସିଛି। ତାଙ୍କର ଆଉ ହୋମ୍‌ ଆଇସୋଲେଶନରେ ରହିବା ଆବଶ୍ୟକତା ନାହିଁ। ନିଜ ଦେଶ ପର୍ତ୍ତୁଗାଲ ତରଫରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିବା…

ପଙ୍ଘାଲ, ସଞ୍ଜିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ (୫୨କେଜି) ଓ ସଞ୍ଜିତ (୯୧ କେଜି) ଫ୍ରାନ୍ସର ନାଣ୍ଟିସଠାରେ ଚାଲିଥିବା ଆଲେକ୍ସିସ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସିଆନ ଗେମ୍ସ ଚାମ୍ପିୟନ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା…

ସୁମାରିଓ୍ବାଲା ତୃତୀୟ ଥର ନିର୍ବାଚିତ

ଗୁରୁଗ୍ରାମ: ଆଡିଲ ସୁମାରିଓ୍ବାଲ ଶନିବାର ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଥଲେଟିକ୍ସ ଫେଡେରେଶନ ଅଫ୍‌‌ ଇଣ୍ଡିଆ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କିମ୍ବଦନ୍ତୀ ଲଙ୍ଗଜମ୍ପ୍‌ର ଅଞ୍ଜୁ ବବି ଜର୍ଜ ସିନିୟର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ଶନିବାର ଅନୁଷ୍ଠିତ…

ଗେଲ୍‌ଙ୍କୁ ଜରିମାନା

ଆବୁଧାବି: ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଏଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ କିଙ୍ଗ୍ସ ଇଲେଭେନ ପଞ୍ଜାବ ମ୍ୟାଚରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣବିଧି ଉଲ୍ଲଂଘନ କରିଥିଲେ। ଆଇପିଏଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?