ଖେଳ

ପ୍ରେମିକାଙ୍କୁ ଖାସ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ କ୍ରିକେଟର୍‌ କେ.ଏଲ୍‌ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ନିକଟରେ ତାଙ୍କ ୨୮ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଉତ୍ସବରେ ଆଥିଆଙ୍କୁ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଖେଳାଳି କେ.ଏଲ…

ଦିଲ୍ଲୀକୁ ହରାଇ ମୁମ୍ବାଇ ଫାଇନାଲରେ

ଦୁବାଇ: ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର କ୍ୱାଲିଫାୟର-୧ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭…

ଆଇପିଏଲ ଫାଇନାଲରେ ଓସିଏ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବିକାଶ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍‌( ଆଇପିଏଲ)ର ଫାଇନାଲ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ମେଗା ମ୍ୟାଚରେ ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ଆମନ୍ତ୍ରଣ କରାଯାଇଥିଲା। ଓସିଏ ସମ୍ପାଦକ…

ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ଋତୁରାଜଙ୍କ ଚୁକ୍ତି

ନୂଆଦିଲ୍ଲୀ: ଉଦୀୟମାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ସ୍ପୋଟର୍‌ସ ମାର୍କେଟିଂ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ବେସ୍‌ଲାଇନ୍‌ ଭେଞ୍ଚର୍ସ ସହ ବହୁବର୍ଷ ପାଇଁ ଚୁକ୍ତି କରିଛନ୍ତି। ଏହି ଫାର୍ମ କ୍ରିକେଟରଙ୍କ ବ୍ୟବସାୟିକ ସ୍ବାର୍ଥ ବୁଝାଶୁଝା କରିବ। ପୁଣେରେ ଜନ୍ମଗ୍ରହଣ କରିଥିବା…

ନାଡାଲଙ୍କ ୧,୦୦୦ତମ ବିଜୟ

ପ୍ୟାରିସ(ଏପି):ମହାନ୍‌ ଟେନିସ ଖେଳାଳି ରାଫାଲ ନାଡାଲଙ୍କ ମ୍ୟାଚ ବିଜୟ ହାସଲ ସଂଖ୍ୟା ୧,୦୦୦ରେ ପହଞ୍ଚତ୍ଛି। ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବୁଧବାର ଫେଲିସିଆନୋ ଲୋପେଜଙ୍କୁ ୪-୬, ୭-୬ (୫), ୬-୪ ସେଟ୍‌ରେ ପରାସ୍ତ କରିବା ପରେ ସେ ଏହି ମାଇଲଖୁଣ୍ଟ ହାସଲ…

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ ବରଣ କରିଛି। କେବଳ ସେତିକି ନୁହେଁ ମାତ୍ର ୪୭ ରନରେ ଅଲଆଉଟ ହୋଇଥିବାରୁ ଭେଲୋସିଟିର…

କରୋନା ଟିକା ନ ଆସିବାରୁ ରାଗିଗଲେ ଏହି ଖେଳାଳି: କହିଲେ ଏପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ଆସିନାହିଁ। ତେଣୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଟକଣା ଲଗାଯାଇଥିଲା। ଏବେ ତାହା ମଧ୍ୟ ଉଠିସାରିଲାଣି। ତେବେ ଏବେ ବି…

କରୋନା ପଜିଟିଭ୍‌ ସତ୍ତ୍ୱେ ପଡିଆରେ ମ୍ୟାଚ୍‌ ଖେଳୁଥିଲେ ଏହି ଖେଳାଳି

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏବଂ ଅନ୍ୟାନ୍ୟ କ୍ରିକେଟ ବୋର୍ଡ କରୋନାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନର ଜଣେ ଘରୋଇ କ୍ରିକେଟର କରୋନା ଆକ୍ରାନ୍ତ ସତ୍ତ୍ୱେ ମ୍ୟାଚ ଖେଳିବା ଜାରି ରଖିଥିବା ସୂଚନା ମିଳିଛି। ପାକିସ୍ତାନର…

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା…

ତେଜସ୍ବୀ ଯାଦବଙ୍କ ଅଧିନାୟିକତ୍ୱରେ ବଦଳିଥିଲା ବିରାଟ କୋହଲିଙ୍କ ଭାଗ୍ୟ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮, ନଭେମ୍ବର ୫ରେ ଜନ୍ମ ହୋଇଥିବା ବିରାଟ କୋହଲି ଆଜି ଦୁନିଆର ସର୍ବୋତ୍ତମ କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲି କ୍ରିକେଟର ୩ଟି ଫର୍ମାଟରେ ନିଜ…

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ହୋଇଛନ୍ତି। କଠିନ ପରିଶ୍ରମ ଏବଂ ପିତାଙ୍କ ସଂଘର୍ଷ…

କ୍ରିକେଟର ‘ବିରାଟ’ ବାଦ୍‌ଶାହ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ବିଶ୍ୱକ୍ରିକେଟରେ ରାଜ୍‌ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ ଦେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?