ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ
ରାଓ୍ବଲପିଣ୍ଡି: ସ୍ଥାନୀୟ ରାଓ୍ବଲପିଣ୍ଡି ଷ୍ଟାଡିୟମରେ ଅନୁଷ୍ଠିତ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୬ ଉଇକେଟରେ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ…
ଅବସର ନେବେ ଚିଗୁମ୍ବୁରା
ରାଓ୍ବଲପିଣ୍ଡି:ପାକିସ୍ତାନ ବିପକ୍ଷ ଚଳିତ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ଜିମ୍ବାଓ୍ବେର ପୂର୍ବତନ ଅଧିନାୟକ ଏଲଟନ୍ ଚିଗୁମ୍ବୁରା। ତାଙ୍କ ଦେଶର କ୍ରିକେଟ ବୋର୍ଡ ଶନିବାର ଏହି ସୂଚନା ଦେଇଛି। ଜିମ୍ବାଓ୍ବେର ଏହି ଭେଟେରାନ କ୍ରିକେଟରଙ୍କ କ୍ୟାରିୟର ୨୦୦୪ରେ ଆରମ୍ଭ…
ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ- ଟ୍ରେଲବ୍ଲେଜର୍ସ ଫାଇନାଲ
ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି ଦଳ ଗୋଟିଏ ଲେଖାଏ ବିଜୟ ସହ ୨ ପଏଣ୍ଟ ହାସଲ କରିଛନ୍ତି। ତେବେ ନେଟ୍…
ଆର୍ସିବି କ’ଣ କେବେ ଜିତିପାରିବନି ଆଇପିଏଲ୍? ଇଂଲଣ୍ଡର ଏହି ମହିଳା କ୍ରିକେଟର କହିଲେ ‘ଡେଫିନାଇଟଲି ନଟ୍’
ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଟାଇଟଲ ହାସଲ କରିବାରୁ ଲଗାତାର ୮ମ ଥର ପାଇଁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଶୁକ୍ରବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ବିରାଟ କୋହଲିଙ୍କ ଟିମ୍ ସନରାଇଜର୍ସ ହାଇଦ୍ରାବାଦଠୁ ପରାସ୍ତ ହୋଇଥିଲା। ହେଲେ ଆର୍ସିବିର ପ୍ରଶଂସକମାନେ…
ପୁଅ ସହ ଖେଳୁ ଥିବା ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି କ୍ରିକେଟର
ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ପୁଅ ଅଗସ୍ତ୍ୟଙ୍କ ସହ ନଜର ଆସିଛନ୍ତି। ହାର୍ଦ୍ଦିକଙ୍କ ଏହି ସୁନ୍ଦର ଭିଡିଓକୁ ପ୍ରଶଂସକ ସହ ତାରକାମାନେ ପସନ୍ଦ କରିବା ସହ କମେଣ୍ଟ ଦେଉଛନ୍ତି। ଭିଡିଓରେ…
ଆର୍ସିବି-ହାଇଦ୍ରାବାଦ ମ୍ୟାଚ୍ରେ ନିଆରା ଦୃଶ୍ୟ: ଗୋଟିଏ ମ୍ୟାଚ୍ରେ ନଜର ଆସିଲେ ୪ ଦେଶର ଅଧିନାୟକ
ଆବୁଧାବି,୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୦ ର ଦ୍ୱିତୀୟ ଏଲିମିନେଟର ମ୍ୟାଚ୍ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳା ଯାଇଛି। ଉଭୟ ଟିମ୍ ପାଇଁ ଏହା ଡୁ ଅର୍ ଡାଏ ମ୍ୟାଚ୍ ଥିଲା। ହେଲେ ଏଥିରେ ହାଇଦ୍ରାବାଦ…
ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍: ଗମ୍ଭୀର
ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି।…
ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍ ଓ୍ବଙ୍କ ଚେତାବନୀ
ମୋଲବୋର୍ନ, ୭।୧୧(ପି.ଟି.)- ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍ ଯୁଦ୍ଧରେ ଲିପ୍ତ ରହିବାରୁ ନିବୃତ୍ତ ରହିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍ ଓ୍ବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଏହା…
ବୁମ୍ରାଙ୍କୁ ବଣ୍ଡ୍ଙ୍କ ପ୍ରଶଂସା
ଦୁବାଇ, ୭ା୧୧ (ପି.ଟି.)-ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍ ଶେନ ବଣ୍ଡ୍ ତାଙ୍କ ଦଳର ମୁଖ୍ୟ ପେସ୍ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ସେ ବିଶ୍ୱର ଶ୍ରେଷ୍ଠ ଟି୨୦ ବୋଲର ବୋଲି କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ…
ଖେଲୋ ଇଣ୍ଡିଆ ନାମରେ ଠକେଇ ପାଇଁ ୩ ଗିରଫ
ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଆଥଲେଟ୍ମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ କବାଡ଼ି ଖେଳାଳି ଅଛନ୍ତି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ସେମାନେ ସୋସିଆଲ ମିଡିଆରେ ଜାଲ୍ ବିଜ୍ଞାପନ…
ସେଲ୍ଫ ଆଇସୋଲେଶନରେ ଗମ୍ଭୀର
ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଭାରତର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ଘରେ ଜଣେ କେହି କରୋନା ସଂକ୍ରମିତ ହୋଇଛନ୍ତି। ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ବରୂପ ସେ ନିଜର କୋଭିଡ୍ ଟେଷ୍ଟ କରିଥିବାବେଳେ ସେଲ୍ଫ ଆଇସୋଲେଶନରେ ରହିଛନ୍ତି। ଏହାକୁ ହାଲୁକା ଭାବେ ନ ନେଇ ସମସ୍ତଙ୍କୁ…
ପ୍ୟାରିସ ମାଷ୍ଟର୍ସ ଟେନିସ୍:ନାଡାଲ କ୍ୱାର୍ଟରଫାଇନାଲରେ
ପ୍ୟାରିସ, ୭ା୧୧ (ଏପି): ଜୋର୍ଡାନ ଥମ୍ପସନଙ୍କୁ ୬-୧, ୭-୬ (୩) ସେଟ୍ରେ ପରାସ୍ତ କରି ଟପ୍ ସିଡ୍ ରାଫାଲ ନାଡାଲ ପ୍ୟାରିସ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ନାଡାଲ ତାଙ୍କ କ୍ୟାରିୟରରେ ମୋଟ ୮୬ ଟାଇଟଲ ଜିତି ସାରିଛନ୍ତି।…

