Posted inଖେଳ

ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡାଇ ଆଣିପାରନ୍ତି ଏହି ୨ ଖେଳାଳି

ମେଲବୋର୍ନ,୨୮।୧୨: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସିରିଜ୍‌କୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାଣେ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୧୦୪ ରନ୍‌ର ଭାଗିଦାରୀ ବଳରେ ଭାରତ ଅଷ୍ଟ୍ରେଲିଆଠାରୁ ମ୍ୟାଚ ଛଡ଼ାଇ ନେଇପାରେ ବୋଲି ସଚିନ କହିଛନ୍ତି। ତେନ୍ଦୁଲକର ଟୁଇଟ୍‌ କରି କହିଛନ୍ତି, ଶୁବମନ ଗିଲ ଡେବ୍ୟୁ ମ୍ୟାଚ୍‌ରେ କିଛି ଭଲ ସଟ ଖେଳିଥିଲେ ଏବଂ ଅଜିଙ୍କେ ରାହାନେ ଏବଂ ରବିନ୍ଦ୍ର ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଖେଳିଛନ୍ତି ଯାହା ଅଷ୍ଟ୍ରେଲିଆରୁ ମ୍ୟାଚ ଛଡ଼ାଇ ନେଇପାରେ। ସେ ଲେଖିଛନ୍ତି, ଦ୍ୱିତୀୟ ଟେଷ୍ଟରେ ଭାରତ ପାଇଁ ଦୁଇଟି ଭଲ ଦିନ। ଜସପ୍ରୀତ ବୁମ୍‌ରା, ଆର ଅଶ୍ୱିନ ଏବଂ ମହମ୍ମଦ ସିରାଜ ପ୍ରକୃତରେ ଭଲ ବୋଲିଂ କରି ଚାପକୁ ବଜାୟ ରଖିଥିଲେ ଏବଂ କମ ସ୍କୋରରେ ଅଷ୍ଟ୍ରେଲିଆକୁ ଅଟକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଚାଲିଛି ଫ୍ଲର୍ଟିଂ !

ଓ୍ବେଲିଂଟନ,୧୪।୧୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା। ଏହାର ପରିଣାମସ୍ବରୂପ ଦଳ ସେମିଫାଇନାଲରେ ପରାଜିତ ହୋଇ...

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା...

୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ

ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି।...

‘ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହୋଇପାରେ’

ନୂଆଦିଲ୍ଲୀ, ୨୮ା୧୦ (ପି.ଟି.):ମହିଳା କ୍ରିକେଟରଙ୍କ ମ୍ୟାଚ୍‌ ଫି’ ପୁରୁଷଙ୍କ ସହ ସମାନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେଉଁ ନିଷ୍ପତ୍ତି ନେଇଛି...

ଖୁସିରେ ଗଦଗଦ ହିଟ୍‌ମ୍ୟାନ୍‌

ସାଉଥମ୍ପଟନ୍‌,୮।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରିଛି। ଏହା ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ...

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା...

ଟସ୍‌ ଜିତି ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲରେ ଗତଥରର ରନର୍ସଅପ୍‌...

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି।...

Advertisement
Archives

Model This Week