ମାରାଡୋନାଙ୍କ ଆସ୍ତ୍ରୋପଚାର ସଫଳ
ବୁଏନ ଆୟାର୍ସ,୫।୧୧(ଏପି): ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି। ତାଙ୍କ ମସ୍ତିସ୍କରେ ରକ୍ତସ୍ରାବକୁ ରୋକିବା ଏହି ଅସ୍ତ୍ରୋପଚାର କରାଯାଇଥିଲା। ୬୦ତମ ଜନ୍ମଦିନ ପାଳନ କରିବା ପରେ ତାଙ୍କର ଏହି ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ଅସ୍ତ୍ରୋପଚାର ସଫଳ…
ଲୁକ୍ ରୋଞ୍ଚି ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍
ଓ୍ବେଲିଂଟନ,୫।୧୧(ଏପି): ଉଇକେଟକିପର ବ୍ୟାଟ୍ସମ୍ୟାନ ଲୁକ୍ ରୋଞ୍ଚି ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ସେ ଦାୟିତ୍ୱ ଗ୍ରହଣ କରିବେ। ରୋଞ୍ଚି ନ୍ୟୁଜିଲାଣ୍ଡରେ ଜନ୍ମ ନେଇଥିଲେ ମଧ୍ୟ ପ୍ରଥମେ ପଡୋଶୀ ଅଷ୍ଟ୍ରେଲିଆ ତରଫରୁ ଅନ୍ତର୍ଜାତୀୟ…
ମହିଳା ଟି୨୦ ଚ୍ୟାଲେଞ୍ଜ୍: ଭେଲୋସିଟି ବିଜୟୀ
ଶାରଜା, ୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ବୁଧବାର ବ୍ରେକ୍ ଥିବାବେଳେ ଆରମ୍ଭ ହୋଇଛି ମହିଳା ଟି୨୦ ଚ୍ୟାଲେଞ୍ଜ୍ ପ୍ରତିଯୋଗିତା। ଲୋ ସ୍କୋରିଂ ବିଶିଷ୍ଟ ପ୍ରଥମ ମ୍ୟାଚରେ ଭେଲୋସିଟି ୫ ଉଇକେଟରେ ସୁପରନୋଭାସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ୍ ୨୦…
ଶାନ୍ତନୁ ଶତପଥୀଙ୍କ ବିୟୋଗରେ ଓସିଏର ଶୋକ
ଭୁବନେଶ୍ୱର,୫।୧୧(ସ୍ପୋଟ୍ସବ୍ୟୁରୋ): ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଶାନ୍ତନୁ ଶତ୍ପଥୀଙ୍କ ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ତରଫରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଶାନ୍ତନୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ତରଫରୁ ରଣଜୀ…
ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ରୋହିତ
ଶାରଜା,୫।୧୧(ପି.ଟି.): ଏବେ ସୁସ୍ଥ ଅଛି ଓ ହାର୍ମଷ୍ଟ୍ରିଙ୍ଗ୍ ଇଞ୍ଜୁରି ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭଲ ଅଛି ବୋଲି ଭାରତୀୟ ତାରକା ଓପନର ରୋହିତ ଶର୍ମା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଇଞ୍ଜୁରି କାରଣରୁ ସେ ୨ ସପ୍ତାହ ଖେଳି ନ…
ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସାମୁଏଲ୍ସଙ୍କ ଅବସର
କିଙ୍ଗଷ୍ଟନ,୫।୧୧(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଓ୍ବେଷ୍ଟଇଣ୍ଡିଜର ଦୁଇଟି ଟି୨୦ ବିଶ୍ୱକପ୍ ଫାଇନାଲ ବିଜୟରେ ଟପ୍ ସ୍କୋରର ସାବ୍ୟସ୍ତ ହୋଇଥିବା ସାମୁଏଲ୍ସଙ୍କ କ୍ୟାରିୟର ବିବାଦରେ ଛନ୍ଦି ହୋଇପଡିଥିଲା। ଦୁର୍ନୀତି ଅଭିଯୋଗରେ ସେ…
ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ
ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମା ଶୀର୍ଷ ଦୁଇସ୍ଥାନ ଅଧିକାର କରିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ୍ ବୁମ୍ରା ମଧ୍ୟ ଦ୍ୱିତୀୟ…
ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କରୋନା ପଜିଟିଭ
ନୂଆଦିଲ୍ଲୀ,୫।୧୧(ପି.ଟି.): ଭାରତୀୟ ଅଲିମ୍ପିକ୍ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଗତ ସପ୍ତାହରେ ଜ୍ୱର ଅନୁଭବ କରିବାରୁ ସେ ଟେଷ୍ଟ କରାଇଥିଲେ। ଏବେ ସେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲ୍ଫ ଆେଇସୋଲେଶନରେ ରହିଛନ୍ତି…
ମିଛ ଖେଲୋ ଇଣ୍ଡିଆ ବିଜ୍ଞାପନ: ସାଇର ତଦନ୍ତ ଦାବି
ନୁଆଦିଲ୍ଲୀ,୫।୧୧(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ଏକ ମିଛ ବିଜ୍ଞାପନ ଜରିଆରେ ଆଥଲେଟମାନଙ୍କୁ ଧୋକା ଦିଆଯିବା ପରେ ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏ ନେଇ…
ପ୍ରଥମ କ୍ୱାଲିଫାୟର: ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ପଲା ଭାରି
ଦୁବାଇ, ୫।୧୧(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷରେ ୪ ଦଳ ମୁମ୍ବାଇ ଇଣ୍ଡିଆନ୍ସ (୧୮ ପଏଣ୍ଟ), ଦିଲ୍ଲୀ କ୍ୟାପିଟାଲ୍ସ(୧୬), ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୪) ଓ ସନ୍ରାଇଜର୍ସ ହାଇଦ୍ରାବାଦ (୧୪) ପ୍ଲେ-ଅଫ୍ରେ…
କ୍ରିକେଟକୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଅନେକ ସମୟରେ ତାଙ୍କ ବିବୃତ୍ତି ଯୋଗୁ ବିବାଦରେ ରହୁଥିବା ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ମାର୍ଲନ ସାମୁଏଲ୍ସ କ୍ରିକେଟର ସମସ୍ତ ଫର୍ମାଟ ଅବସର ନେଇଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନି ଗ୍ରେଭ ସାମୁଏଲ୍ସଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟର…
ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ
ଆଇପିଏଲ ୨୦୨୦ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ସ୍ଥାନ ପାଇଛନ୍ତି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ, କେକେଆର ଏବଂ…

