ଓସିଏ ଟି୨୦ କ୍ରିକେଟ ଲିଗ୍ ଆରମ୍ଭ
ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି କିଟ୍…
ପ୍ରଥମ ଟେଷ୍ଟ: ପନ୍ତ୍ ନା ଶାହା
ନୂଆଦିଲ୍ଲୀ, ୧୫ା୧୨ (ପି.ଟି.)-ଆଡିଲେଡ୍ ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବା/ରାତ୍ର ଟେଷ୍ଟ ଗୁରୁବାରଠାରୁ ଖେଳାଯିବ। ଏଥିପାଇଁ ଚୂଡ଼ାନ୍ତ ଭାରତୀୟ ଏକାଦଶରେ ରିଷଭ ପନ୍ତ୍ ଓ ରିଦ୍ଧିମାନ ଶାହାଙ୍କ ମଧ୍ୟରୁ କାହାରିକୁ ନିଆଗଲେ ଭଲ ହେବ ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ବିଚାର…
ରାହାନେଙ୍କ ଉପରେ ଅଧିନାୟକତ୍ୱ ଚାପ ରହିବ ନାହିଁ’
ନୂଆଦିଲ୍ଲୀ, ୧୫ା୧୨ (ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ପଡ଼ିବ। ଏହାଦ୍ୱାରା ସେ ଚାପରେ ରହିବେ ଏବଂ ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ବୋଲି…
ଅଷ୍ଟ୍ରେଲିଆ ଦଳରେ ବଢ଼ୁଛି ଆହତ ସମସ୍ୟା
ସିଡ୍ନୀ, ୧୫।୧୨(ପି.ଟି.): ଭାରତ ବିପକ୍ଷ ଦିବାରାତ୍ର ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ସିଅନ ଆବୋଟ। ଦ୍ୱିତୀୟ ଓ୍ବାର୍ମଅପ୍ ଗେମ୍ ଅବସରରେ ଗୋଡ଼ ପୁଟିଆ…
ନ୍ୟୁଜିଲାଣ୍ଡର କ୍ଲିନ୍ ସୁଇପ୍
ଓ୍ବେଲିଂଟନ୍, ୧୫ା୧୨ (ଏପି): ସ୍ଥାନୀୟ ବେସିନ୍ ରିଜର୍ଭଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୧୨ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହିତ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍ ସୁଇପ୍ ବିଜୟ ହାସଲ…
ଇଣ୍ଡିଆନ ସୁପର ଲିଗ୍ ଜାମସେଦପୁର- ମୁମ୍ବାଇ ମ୍ୟାଚ ଡ୍ର
ବାମ୍ବୋଲିମ୍, ୧୪।୧୨- ଇଣ୍ଡିଆନ ସୁପର ଲିଗ୍ରେ ସୋମବାର ଜାମସେଦପୁର ଏଫ୍ସି ଓ ମୁମ୍ବାଇ ସିଟି ଏଫ୍ସି ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚର ୯ମ ମିନିଟରେ ନେରିଜୁସ ଭାଲ୍ସକିସ୍ ଗୋଲ ଦେଇ…
ବିବିଏଲରେ କୋଭିଡ୍-୧୯ ପ୍ରୋଟୋକଲ ଭାଙ୍ଗିଛନ୍ତି କ୍ରିସ ଲିନ, ଡାନ ଲରେନ୍ସ
ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ ଶନିବାର କୋଭିଡ୍-୧୯ ପ୍ରୋଟୋକଲ ଭଙ୍ଗ କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ତଦନ୍ତ କରୁଛି…
କାଠରେ ନୁହେଁ ଆଲୁମୁନିୟମ ବ୍ୟାଟ୍ରେ ଖେଳୁଥିଲେ ଏହି ଖେଳାଳି
କ୍ରିକେଟରେ ସାଧାରଣତଃ କାଠରେ ତିଆରି ବ୍ୟାଟ୍ ବ୍ୟବହାର କରାଯାଏ। ହେଲେ କ୍ରିକେଟ ଇତିହାସରେ ଏମିତି ଜଣେ ଖେଳାଳି ଥିଲେ, ସେ ଆଲୁମୁନିୟମ ବ୍ୟାଟ୍ରେ ବ୍ୟାଟିଂ କରିଥିଲେ। ଘଟଣାଟି ହେଲା ୧୯୭୯ ମସିହାର। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ଖେଳାଯାଉଥିବା ପ୍ରଥମ…
ରାଜ୍ୟ ଓପନ ରାପିଡ୍ ଚେସ୍: ସୌମ୍ୟରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୧୪ା୧୨ (ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ ଏବଂ ମା’ ଉତ୍ତରେଶ୍ୱରୀ କ୍ଲବ ମିଳିତ ଆନୁକୂଲ୍ୟରେ ପିପିଲିଠାରେ ଚାଲିଥିବା ୪ର୍ଥ ରାଜ୍ୟ ଓପନ ରାପିଡ୍ ଚେସ୍ ଚାମ୍ପିୟନଶିପ୍ ରବିବାର ଉଦ୍ଯାପିତ ହୋଇଯାଇଛି। ମା’ ଉତ୍ତରେଶ୍ୱରୀ ଟେମ୍ପଲ ହଲ୍ଠାରେ ଅନୁଷ୍ଠିତ…
ଆଇଟିଏଫ୍ ଡବଲ୍ସ ଟାଇଟଲ ଜିତିଲେ ଅଙ୍କିତା
ଦୁବାଇ, ୧୪ା୧୨ (ପି.ଟି.)-ଭାରତୀୟ ଟପ୍ ଟେନିସ ଖେଳାଳି ଅଙ୍କିତା ରାଇନା ମହାମାରୀରେ ପ୍ରଭାବିତ ୨୦୨୦ ସିଜନରେ ତାଙ୍କର ତୃତୀୟ ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଏକାଟରିନ୍ ଗୋର୍ଗଜ୍ଙ୍କ ସହିତ ସେ ଏଠାରେ ଅଲ୍ ହାବ୍ତୁର ଚ୍ୟାଲେଞ୍ଜ ପ୍ରତିଯୋଗିତା ଜିତିଛନ୍ତି। ଅଣସିଡ୍ ଇଣ୍ଡୋ-ଜର୍ଜିଆନ୍…
ବାୟୋ ବବଲ୍ରେ ଆୟୋଜନ ହେବ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍
*ଡିସେମ୍ବର ୧୪ରୁ ୨୨ ଟୁର୍ନାମେଣ୍ଟ * ମୋଟ୍ ୩୭ ଦଳ ଅଂଶଗ୍ରହଣ କରିବେ * ୧୦୩ ମ୍ୟାଚ୍ ଖେଳାଯିବ * ବାରବାଟୀରେ ଫାଇନାଲ ଭୁବନେଶ୍ୱର,୧୪।୧୨(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ ଲିଗ୍…
ପିଙ୍କ୍ ବଲ୍ ଓ୍ବାର୍ମ ଅପ୍ ଅମୀମାଂସିତ: ବେନ୍, ଜ୍ୟାକ୍ଙ୍କ ଶତକ
ସିଡ୍ନୀ,୧୪।୧୨(ପି.ଟି.): ସିଡ୍ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିଛି। ସ୍ଥାନୀୟ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଏ’ ଓ ଭାରତ ମଧ୍ୟରେ ଖେଳାଯାଇଥିବା…

