ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ
ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର ତୃତୀୟ ଦିବସ। ଫଲୋଅନ ହେବା ପରେ ଭ୍ରମଣକାରୀ ଦଳ ତୃତୀୟ ଦିବସ ଖେଳ ଶେଷବେଳକୁ…
ସିଜନ ଶେଷ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍
ୟାସ୍ ଆଇଲାଣ୍ଡ (ଆବୁଧାବି), ୧୪ା୧୨ (ଏପି)-ରେଡବୁଲ୍ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍ ସିଜନ ଶେଷ ଆବୁଧାବି ମୋଟର ରେସ୍ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍ରେ ସେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସିଜନର ସେ ଦ୍ୱିତୀୟ ଏବଂ କ୍ୟାରିୟରର ୧୦ମ ବିଜୟ…
୧୯ ବର୍ଷରୁ କମ୍ ୨୦୨୨ ବିଶ୍ୱକପ୍: କ୍ୱାଲିଫିକେଶନ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ
ଦୁବାଇ,୧୪।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍ରେ ଖେଳାଯିବାକୁ ଥିବା ୨୦୨୨ ବିଶ୍ୱକପ୍ର କ୍ୱାଲିଫିକେଶନ ପାଥ୍ଓ୍ବ ବା କାର୍ଯସୂଚୀକୁ ଆଇସିସି ପୁନଃନିର୍ଦ୍ଧାରିତ କରିଛି। ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ୩୩ଟି ଦଳ ୫ଟି ସ୍ଥାନ…
ଭିସେଞ୍ଜାରେ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟି
ଭିସେଞ୍ଜା, ୧୪।୧୨(ଏପି): ଇଟାଲୀ କିମ୍ବଦନ୍ତୀ ଫୁଟବଲର ତଥା ୧୯୮୨ ବିଶ୍ୱକପ୍ ହିରୋ ପାଓଲୋ ରୋସିଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟା ରବିବାର ଭିସେଞ୍ଜାରେ ଅନୁଷ୍ଠିତ ହୋଇଯାଇଛି। ୬୪ ବର୍ଷରେ ରୋସି ବୁଧବାର ପରଲୋକ ଗମନ କରିଥିଲେ। ରୋସିଙ୍କ ପୂର୍ବତନ ସାଥୀ ଖେଳାଳିମାନେ ତାଙ୍କ କଫିନ୍…
ଇଣ୍ଡିଆନ ସୁପର ଲିଗ୍: ବେଙ୍ଗାଲୁରୁ ୪-୨ରେ କେରଳକୁ ହରାଇଲା
ମାରଗାଓ,୧୩।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ସବୁ ଦୃଷ୍ଟିକୋଣରୁ…
ଜାନୁୟାରୀ ୧୦ରୁ ମୁସ୍ତାକ ଅଲି ଟି୨୦
ନୂଆଦିଲ୍ଲୀ, ୧୩।୧୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁ ବିଳମ୍ବରେ ଆୟୋଜନ କରିବାକୁ ଯାଉଛି ଘରୋଇ ସିଜନର ସୟଦ ମୁସ୍ତାକ ଅଲି ଟ୍ରଫି। ଏହି ଟି୨୦ ଭିତ୍ତିକ ଇଭେଣ୍ଟ ଜାନୁୟାରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୬ଟି ରାଜ୍ୟରେ ଆୟୋଜନ…
ଦୁର୍ଘଟଣାରେ ପ୍ରାଣ ହରାଇଲେ ଦକ୍ଷିଣ ଆଫ୍ରିକା ଫୁଟବଲର
ଜୋହାନ୍ସବର୍ଗ, ୧୩।୧୨- ଦକ୍ଷିଣ ଆଫ୍ରିକୀୟ ଅନ୍ତର୍ଜାତୀୟ ଡିଫେଣ୍ଡର ମୋଟ୍ଜେକ ମଦିଶା ରବିବାର ଜୋହାନ୍ସବର୍ଗରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏ ନେଇ ରବିବାର ସ୍ପଷ୍ଟ କରିଛି ଦକ୍ଷିଣ ଆଫ୍ରିକା ଫୁଟବଲ ଆସୋସିଏଶନ (ଏସ୍ଏଏଫ୍ଏ)। ଦୁର୍ଘଟଣା ବେଳେ ୨୫ ବର୍ଷୀୟ…
ପ୍ରବଳ ରାଗିଗଲେ ଏହି ପ୍ରସିଦ୍ଧ କ୍ରିକେଟର: ଝିଅଙ୍କୁ ନେଇ କହିଲେ ଏମିତି କଥା
କରାଚି, ୧୩।୧୨: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଅତ୍ୟଧିକ ରାଗି ଯାଇଛନ୍ତି। ଆଫ୍ରିଦି ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ବିଷୟରେ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାରିତ ହେଉଛି। କିଛି ଦିନ ପୂର୍ବରୁ ତାଙ୍କ ଝିଅ…
ପୁଅକୁ କୋଳରେ ବସାଇ କ୍ଷୀର ପିଆଇଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ହୃଦୟସ୍ପର୍ଶୀ କଥା
ଭାରତୀୟ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ଚାରି ମାସ ପରେ ଘରକୁ ଫେରିଛନ୍ତି ଏବଂ ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ପାଣ୍ଡ୍ୟା ଶୁକ୍ରବାର ଦିନ ଘରକୁ ଫେରି ପୁଅ ଅଗସ୍ତ୍ୟଙ୍କ ସହ ମସ୍ତି କରିବାରେ ବ୍ୟସ୍ତ ଅଛନ୍ତି।…
ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର
ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଦୁହଁିଙ୍କ ପ୍ରଶଂସକ ଅଛନ୍ତି। ନିକଟରେ ଟପ୍ ୩୫ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର…
ବିବାହ ଦିନ ସ୍ତ୍ରୀଙ୍କୁ ବୋଲିଂ କଲେ ଏହି କ୍ରିକେଟର୍, ଆଉ ତା’ପରେ
ଭାରତୀୟ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଗର୍ଲଫ୍ରେଣ୍ଡ ନେହା ଖେଡେକରଙ୍କୁ ବିବାହ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ ଖେଳୁଥିବା ବରୁଣଙ୍କ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ରିସେପ୍ସନ ସମୟରେ ବରୁଣ ତାଙ୍କ…
ରୋହିତ ଦ୍ୱିଶତକ ମାରୁଥିବା ଦେଖି କାନ୍ଦି ପକାଇଥିଲେ ସ୍ତ୍ରୀ, ଏଭଳି ଢ଼ଙ୍ଗରେ ପାଇଥିଲେ ଉପହାର
ନୂଆଦିଲ୍ଲୀ,୧୩।୧୨: ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ। ଏକଦା ମଧ୍ୟ ବର୍ଗରେ ବ୍ୟାଟିଂ କରିବାକୁ ଆସୁଥିବା ଏହି କ୍ରିକେଟର ଏବେ ଓପନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ରୋହିତଙ୍କ ଉପଲବ୍ଧି ମଧ୍ୟରୁ ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିବା…

