Posted inଖେଳ

୨୨ ବର୍ଷ ଧରି ଚେନ୍ନାଇରେ ହାରିନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୧: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏପରିସ୍ଥଳେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି। ଫେବୃୟାରୀ ୫ରୁ ଚେନ୍ନାଇରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏମ୍‌ଏ ଚିଦାମ୍ବରମ ଅର୍ଥାତ ଚେପୋକ୍‌ ଷ୍ଟାଡିୟମରେ ଏଯାବତ ଭାରତର ରେକର୍ଡ ଭଲ ରହିଛି। ଟିମ୍‌ ଏଠାରେ ୨୨ ବର୍ଷରୁ ଗୋଟିଏ ବି ମ୍ୟାଚ୍‌ ହାରି ନାହିଁ।

୧୯୯୯ରେ ଶେଷଥର ପାଇଁ ୧୨ ରନ୍‌ରେ ଭାରତୀୟ ଟିମ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ଲାଭ କରିଥିଲା। ଏହାପରେ ଚେନ୍ନାଇରେ ଭାରତ ୮ ଟେଷ୍ଟ ଖେଳିଛି। ଏଥିରୁ ୫ରେ ଦଳ ଜିତିଥିବା ବେଳେ ୩ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଛି। ଏଯାବତ ଷ୍ଟାଡିୟମ୍‌ରେ ଭାରତ ମୋଟ ୩୨ ଟେଷ୍ଟ ଖେଳିଥିବା ବେଳେ ୧୪ରେ ଜିତିଛି। ସେହିଭଳି ୧୧ ଡ୍ର ରହିଥିବା ବେଳେ ୬ରେ ପରାଜିତ, ୧ ଟାଇ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌…

ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍‌ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା...

ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସିଲେନି ଶୁଭମନ? ବିସିସିଆଇ କହିଲା…

ଚେନ୍ନାଇ,୧୬।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଫିଲ୍ଡିଂ କରିବାକୁ ଆସି ନ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ। ଏହା ପଛର କାରଣ...

ଫୋକସରେ ଟେଷ୍ଟ ସିରିଜ: ରିଦ୍ଧିମାନ, ଈଶାନ୍ତଙ୍କ ଅଭ୍ୟାସ ଆରମ୍ଭ

ଅଷ୍ଟ୍ରେଲିଆରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତର ଦୁଇ ଭେଟେରାନ ଖେଳାଳି ରିଦ୍ଧିମାନ ଶାହା ଓ ଈଶାନ୍ତ...

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ...

କରୋନା ସହାୟତା: ୧୬ ବର୍ଷୀୟା ମହିଳା କ୍ରିକେଟର ରିଚା ଦାନ କଲେ ୧ ଲକ୍ଷ ଟଙ୍କା

କୋଲକାତା, ୨୯।୩(ପି.ଟି.): କୋଭିଡ-୧୯ ସଂକ୍ରମଣ ବିରୋଧରେ ଦେଶରେ ଲଢେଇ ଚାଲିଥିବା ବେଳେ ୧୬ ବର୍ଷୀୟା ଭାରତୀୟ ମହିଳା କ୍ରିକେଟର ରିଚା ଘୋଷ ୧ ଲକ୍ଷ ଟଙ୍କା...

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି...

ଓଡ଼ିଶା ହକିର ଏକ ଗ୍ଲୋବାଲ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮ (ସ୍ପୋଟର୍‌ସ ବ୍ୟୁରୋ)-ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ...

ନମ୍ବର-୧ ହେଲା ଭାରତ

ଦୁବାଇ,୪।୫: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଟି-୨୦ ଅନ୍ତର୍ଜାତୀୟ ଦଳର ବାର୍ଷିକ ମାନ୍ୟତା ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ...

Advertisement
Archives

Model This Week