ଦିବାରାତ୍ର ଓ୍ବାର୍ମଅପ୍ ମ୍ୟାଚ: ହନୁମା, ପନ୍ତଙ୍କ ଶତକ
ସିଡ୍ନୀ, ୧୩।୧୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଶତକ ହାସଲ କରି ନିଜ ଦାବିକୁ ମଜଭୁତ କରିଛନ୍ତି ଭାରତର ହନୁମା ବିହାରୀ ଓ ରିଷଭ ପନ୍ତ। ଉଭୟଙ୍କ ଅପରାଜିତ ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଦିବାରାତ୍ର ଓ୍ବାର୍ମଅପ୍ ଗେମ୍ରେ…
୯,୮୭୯ କୋଟିର ପୁଞ୍ଜି ଖର୍ଚ୍ଚକୁ ମଞ୍ଜୁରୀ
ନୂଆଦିଲ୍ଲୀ: ପୁଞ୍ଜି ଖର୍ଚ୍ଚ ବାବଦ ୯,୮୭୯ କୋଟିର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛି। ଏ ନେଇ ୨୭ ରାଜ୍ୟ ପ୍ରସ୍ତାବ ଦେଇଥିଲେ। ରାଜ୍ୟଗୁଡିକୁ ପ୍ରଥମ କିସ୍ତିରେ ୪୯୩୯.୮୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ତାମିଲନାଡୁ…
ଫଲୋଅନ୍ ଦ୍ୱାରରେ ଓ୍ବେଷ୍ଟଇଣ୍ଡିଜ
ଓ୍ବେଲିଂଟନ, ୧୩ା୧୨ (ଏପି)- କାଇଲ ଜେମିସନ୍ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ସ୍ଥାନୀୟ ରିଜର୍ଭ ବେସିନ୍ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ୍ର ସମ୍ମୁଖୀନ ହୋଇଛି। ଜେମିସନ ମାତ୍ର ୩୪ରନ ବିନିମୟରେ ୫ଉଇକେଟ ଅକ୍ତିଆର କରିଥିଲେ। ଫଳରେ ଘରୋଇ…
ବଲାଙ୍ଗୀରରେ ଏଆଇଏଫ୍ଏଫ୍ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ
ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) ପକ୍ଷରୁ ବଲାଙ୍ଗୀର ସଦାଇପାଲିର ଏସ୍ଆଇଟିଇ କ୍ୟାମ୍ପସରେ ଶନିବାରଠାରୁ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ ହୋଇଛି। ଏହା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୪ ଜଣ ଏଥିରେ…
ରୋହିତଙ୍କ ମୂଲ୍ୟାୟନ କରିବ ମେଡିକାଲ ଟିମ୍
ନୂଆଦିଲ୍ଲୀ, ୧୩ା୧୨ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ‘କ୍ଲିନିକାଲି ଫିଟ୍’ ଘୋଷଣା କରିଛି। ଫଳରେ ସେ ଏଣିକି ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ଯୋଗ ଦେଇପାରିବେ। ସେଠାରେ ସେ ଶେଷ ଦୁଇଟି…
ସିରାଜଙ୍କୁ ଅଷ୍ଟ୍ରେଲିଆ ଗଣମାଧ୍ୟମର ପ୍ରଶଂସା
ସିଡ୍ନୀ, ୧୩ା୧୨ (ପି.ଟି.)- ଶନିବାର ଓ୍ବାର୍ମଅପ୍ ମ୍ୟାଚ ପ୍ରଥମ ଦିବସରେ ଅଷ୍ଟ୍ରେଲୀୟ ବୋଲରଙ୍କ ମୁଣ୍ଡରେ ବଲ୍ ବାଜିବା ପରେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କ ଆଚରଣକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସା କରାଯାଇଛି। କାମେରନ ଗ୍ରୀନ୍ ନିଜ ବୋଲିଂରେ…
ଭର୍ଷ୍ଟାପେନ୍ଙ୍କୁ ପୋଲ୍ ପୋଜିଶନ
ୟାସ୍ ଆଇଲାଣ୍ଡ, ୧୩ା୧୨-ସିଜନ ଶେଷ ଫର୍ମୁଲା ଓ୍ବାନ୍ ମୋଟର ରେସ୍ ଆବୁଧାବି ଗ୍ରାଁ ପ୍ରି ପାଇଁ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଏହି ସିଜନରେ ମର୍ସିଡିଜ୍ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ରେଡ୍ବୁଲ୍ର ଏହା ପ୍ରଥମ ପୋଲ୍ ପୋଜିଶନ।…
ଓଡ଼ିଶା ଏଫସିର ଚତୁର୍ଥ ପରାଜୟ
ବାମ୍ବୋଲିମ୍, ୧୨।୧୨- ଚଳିତ ଇଣ୍ଡିଆନ ସୁପରଲିଗ୍(ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସିର ପରାଜୟ ଧାରା ଜାରି ରହିଛି। ଭୁବନେଶ୍ୱର ଭିତ୍ତିକ ଏହି ଦଳ ଖେଳିଥିବା ୫ ମ୍ୟାଚରୁ ଶନିବାର ୪ର୍ଥ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଇଗର ଆଙ୍ଗୁଲାଙ୍କ ଗୋଲ ବଳରେ ଏଫସି ଗୋଆ…
ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର
ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ ବର୍ଷ ମାର୍କେଟରେ ଲଞ୍ଚ ହେଉଥିବା କାରକୁ କିଣନ୍ତି କୋହଲି। ତେବେ ତାଙ୍କର ପ୍ରଥମ ଅଡି…
ବାପାଙ୍କ ମନ୍ତବ୍ୟରେ ଏକମତ ନୁହନ୍ତି ଯୁବରାଜ
ନୂଆଦିଲ୍ଲୀ, ୧୨।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ବାପା ଯୋଗରାଜ ସିଂ ଦେଇଥିବା ମନ୍ତବ୍ୟ ସହ ଏକମତ ନ ଥିବା ସ୍ପଷ୍ଟ କରିଛନ୍ତି। କୃଷକଙ୍କ ପାଇଁ ପୁରସ୍କାର…
ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ଅନୁଯାୟୀ ପରିବାର ଏବଂ ବନ୍ଧୁଙ୍କ ଗହଣରେ ବିବାହ…
ଖାତିର କରୁ ନ ଥିବା ସତ୍ତ୍ୱେ ହେଜଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଯୁବରାଜ: ବନ୍ଧୁଙ୍କୁ ଦେଇଥିଲେ ଏହି ଧମକ
ନୂଆଦିଲ୍ଲୀ,୧୨।୧୨: କ୍ରିକେଟର-ବଲିଉଡ୍ ଅଭିନେତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ କିଛି ନୂଆ କଥା ନୁହେଁ। ଅତିତରେ ଅନେକ ଅଭିନେତ୍ରୀ କ୍ରିକେଟରମାନଙ୍କୁ ଡେଟ୍ କରିଥିଲେ ହେଁ କିଛି ବିବାହ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯୁବରାଜ ସିଂହ ଏବଂ ହେଜଲ କିଚଙ୍କ ଯୋଡ଼ି ଅନ୍ୟତମ।…

