Posted inଖେଳ

ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କହିଲେ, ମୋ ଟେଷ୍ଟ କ୍ୟାରିୟର୍‌ ଶେଷ

ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ ମାକ୍ସଓ୍ବେଲ କ୍ରିକେଟ୍‌ କ୍ୟାରିୟର୍‌ ସଂଙ୍କଟରେ ପଡିଛି। ସେ ଆଉ ଆଗଭଳି ବ୍ୟାଟିଂରେ ଜଲଓ୍ବା ଦେଖାଇବାରେ ବିଫଳ ହୋଇଛନ୍ତି। ନିଜଟରେ ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ଦଲରୁ ବିଦା କରିଛି। ଏହାପରେ ମାକ୍ସଓ୍ବେଲ କହିଛନ୍ତି, ମୋ ଟେଷ୍ଟ କ୍ୟାରିୟର ସମାପ୍ତ ହୋଇଯାଇଛି। ଆଗାମୀ ଦିନରେ ଏକଦିବସୀୟ ଏବଂ ଟି-୨୦ ଉପରେ ଧ୍ୟାନ ଦେବି ବୋଲି ସେ କହିଛନ୍ତି। ଆଗାକୁ ୩ଟି ବିଶ୍ୱକପ୍‌ ଖେଳାଯିବାର ଅଛି। ମାକ୍ସଓ୍ବେଲ ଟେଷ୍ଟ କ୍ୟାରିୟରେ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ସେ ଏହାକୁ ସଦୁପଯୋଗୁ କରିବାରେ ବିଫଳ ହୋଇଛନ୍ତି। ସେ ୭ଟି ଟେଷ୍ଟ ଖେଳିଛନ୍ତି। ୨୦୧୭ ଶେଷଥର ପାଇଁ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ଏକ ସାକ୍ଷାତକାରରେ ଏହି ୩୨ ବର୍ଷୀୟ ଖେଳାାଳି କହିଛନ୍ତି, ମୁଁ ଆଉ ଟେଷ୍ଟ ଦଳକୁ ଫେରିବି ଏହା କେବେ ଭାବୁନାହିଁି। ତେଣୁ ମୋର ଧ୍ୟାନ ଏକଦିବସୀୟ ଏବଂ ଟି-୨୦ରେ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ରିୟଲ କଶ୍ମୀର ଜିତିଲା ଆଇଏଫ୍‌ଏ ଶିଲ୍ଡ

କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍‌ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ...

ସିବିଏସଇ ଜୋନାଲ ସ୍କେଟିଂ: ଓଡ଼ିଶାରୁ ଭାଗନେବେ ୩୫ ସ୍କେଟର

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରଠାରେ ସିବିଏସଇ ଜୋନାଲ ସ୍କେଟିଂ ଚାମ୍ପିୟନଶିପ୍‌ ଚଳିତମାସ ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ରୋଲର ସ୍କେଟିଂ...

ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ

ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି...

‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’

ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି।...

ହ୍ବାଟ୍‌ମୋର୍‌ ବରୋଦା ରଣ୍‌ଜୀ ଟିମ୍‌ କୋଚ୍‌ ନିଯୁକ୍ତ

ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍‌ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍‌ ଡେଭ୍‌ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍‌ ଓ କ୍ରିକେଟ ନିର୍ଦ୍ଦେଶକ...

ଉତ୍ତର କୋରିଆ ଜିତିଲା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଅହମ୍ମଦାବାଦ, ୨୦ା୭ (ପି.ଟି.)-ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୧-୦ ଗୋଲରେ ତାଜିକ୍‌ସ୍ତାନକୁ ହରାଇ...

Advertisement
Ten Cric Info


Archives

Model This Week