ଖେଳ

ଏହି ପ୍ରସିଦ୍ଧ କ୍ରିକେଟର ଦେଲେ ଖୁସି ଖବର, ଘରକୁ ଆସିଲା ନୂଆ ଅତିଥି

ଅକଲାଣ୍ଡ,୧୬।୧୨: ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନଙ୍କ ଘରେ ନୂଆ ଅତିଥି ଆସିଛି। ୱିଲିୟମସନ ଝିଅର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ସାରା ବୁଧବାର କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୱିଲିୟମସନ ଇନଷ୍ଟାଗ୍ରାମରେ ଝିଅର କଳା ଏବଂ ଧଳା ଫଟୋ ଶେୟାର କରି…

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଖେଳିବେ ପୃଥ୍ବୀ, ରିଦ୍ଧିମାନ

ଆଡିଲେଡ୍‌, ୧୬ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଲାଗି ବିସିସିଆଇ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଘୋଷିତ ଭାରତୀୟ ଦଳରେ…

ପଡ଼ୋଶୀ ଘର ଝିଅଙ୍କ ପ୍ରେମରେ ପଡ଼ିଥିଲେ ପୀୟୁଷ ଚାଓ୍ବଲା: ବାପାଙ୍କୁ ମିଛ କହି ଦିଲ୍ଲୀରେ ନେଇଥିଲେ ଘର

ନୂଆଦିଲ୍ଲୀ,୧୬।୧୨: ୨୦୦୭ରେ ଟି୨୦ ବିଶ୍ୱକପ୍‌ ଖେଳାଯିବା ସମୟରେ ୧୮ ବର୍ଷର ହୋଇଥିଲେ ଭାରତୀୟ ଲେଗ୍‌ ସ୍ପିନର ପୀୟୁଷ ଚାଓ୍ବଲା। ଏହି ଟୁର୍ନାମେଣ୍ଟରେ ବିଜେତା ହୋଇଥିଲା ଭାରତ। ଏହାପରେ ପୀୟୁଷ ୨୦୧୧ରେ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଟିମ୍‌ରେ ସାମିଲ ଥିଲେ। ସେତେବେଳେ ୨୨…

୨୪ ଘଣ୍ଟା ପୂର୍ବରୁ ଭାରତ ଏକାଦଶ ଘୋଷଣା କଲେ ବିରାଟ: ଶୁଭମନ ଗିଲଙ୍କୁ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ,୧୬।୧୨: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ପ୍ରଥମ ମ୍ୟାଚ୍‌ ଖେଳାଯିବାର ୨୪ ଘଣ୍ଟା ପୂର୍ବରୁ ଭାରତୀୟ ଟିମ୍‌ ପକ୍ଷରୁ ପ୍ଲେଇଂ ଇଲେଭେନ୍‌ ତାଲିକା ପ୍ରକାଶ ପାଇଛି। ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲଙ୍କୁ ଏଥିରେ…

ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…

ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ କରିଥିଲେ। ଏହି ଖେଳାଳିଙ୍କୁ ତାଙ୍କର ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ବହୁତ ଶୁଭେଚ୍ଛା…

କୋହଲି ହିଁ ଆମର ଅଧିନାୟକ, ଆମେ ସବୁ ତାଙ୍କ ସହ ଅଛୁ: ରାହାଣେ

ନୂଆଦିଲ୍ଲୀ,୧୬।୧୨: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ସିରିଜ। ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଟେଷ୍ଟରେ ଦଳ ଟି୨୦ ଭଳି ଚମତ୍କାର ପ୍ରଦର୍ଶନ…

ସ୍ବଭାବରେ ବହୁତ ରାଗି ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରିଥିଲେ ଝଗଡ଼ା

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଦିଗ୍ଗଜ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍‌ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ ପାଳିରେ…

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ : କଟକ ‘ଏ’, କେନ୍ଦ୍ରାପଡ଼ା, ବାଲେଶ୍ୱରର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ମଙ୍ଗଳବାର ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କଟକ-ଏ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର…

୨୦୨୨ ମହିଳା କ୍ରିକେଟ ବିଶ୍ୱକପ୍‌: କ୍ୱାଲିଫାୟର ବିପକ୍ଷରୁ ଭାରତର ଅଭିଯାନ

ଦୁବାଇ, ୧୬।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପକ୍ଷରୁ ୨୦୨୨ ମହିଳା କ୍ରିକେଟ ବିଶ୍ୱକପ ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ। ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମାର୍ଚ୍ଚ ୬ରେ ଟୌରଙ୍ଗାର ବେ ଓଭାଲ ଗ୍ରାଉଣ୍ଡରେ…

ମୁଡି ସନରାଇଜର୍ସର କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୧୬।୧୨ (ପି.ଟି.)-କ୍ରିକେଟରରୁ କୋଚ୍‌ ହୋଇଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଏହି ୫୫ ବର୍ଷୀୟ ଅଷ୍ଟ୍ରେଲୀୟ ୨୦୧୯ ପର୍ଯ୍ୟନ୍ତ ୭ବର୍ଷ ଧରି ସନରାଇଜର୍ସର…

ବିଗ୍‌ ବାଶ୍‌ ଲିଗ୍‌: କ୍ରିସ୍‌ ଲିନ୍‌, ଡାନ୍‌ ଲରେନ୍ସଙ୍କୁ ଜରିମାନା

ମେଲବୋର୍ନ, ୧୬।୧୨: ବିଗ୍‌ ବାଶ୍‌ ଟି୨୦ ଲିଗ୍‌ ବେଳେ କରୋନା ଭାଇରସ୍ ପ୍ରୋଟୋକଲ ଭଙ୍ଗ କରିଥିବାରୁ ବ୍ରିସ୍‌ବେନ୍‌ ହିଟ୍‌ର କ୍ରିସ୍‌ ଲିନ୍‌ ଓ ଡାନ୍‌ ଲରେନ୍ସଙ୍କୁ ୧୦,୦୦୦ ଅଷ୍ଟ୍ରେଲୀୟ ଡଲାର(୫,୬୪୦ ପାଉଣ୍ଡ) ଜରିମାନା ହୋଇଛି। ଉଭୟେ ଜଣେ ପ୍ରଶଂସକଙ୍କ ସହ ଫଟୋଗ୍ରାଫ୍‌…

ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ

ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ୩ମାସ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?