Posted inଖେଳ

ବିରାଟଙ୍କ ଠାରୁ ଅଧିକ ଆୟ କରନ୍ତି ଏହି ଖେଳାଳି

ବିଶ୍ୱର ସର୍ବଶ୍ରେଷ୍ଠ କ୍ରିଡାବିତ୍‌ଙ୍କ ମଧ୍ୟରେ ଅନ୍ୟତମ ଲିଓନେଲ ମେସି। ନିକଟରେ ମେସିଙ୍କ ଦରମା ବିଷୟରେ ସୂଚନା ଲିକ୍‌ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨ ଦଶନ୍ଧି ଧରି ସ୍ପାନିଶ କ୍ଲବ ବାର୍ସିଲୋନା ସହ ଜଡିତ ମେସିଙ୍କୁ ୪ ସିଜିନ୍‌ ପାଇଁ ୫୫ କୋଟି ୫୦ ଲକ୍ଷ ୟୁରୋ ଅର୍ଥାତ୍‌ ୪୯୧୧ କୋଟି ଟଙ୍କା ମିଳିଥିଲା। ଏହି ଅର୍ଥ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଖେଳାଳିଙ୍କୁ ମିଳିନାହିଁ। ଏପରିକି ଭାରତର ସବୁଠାରୁ ଧନୀ ଖେଳାଳି ବିରାଟ କୋହଲିଙ୍କ ତୁଳନାରେ ଏହି ଆୟ ଢ଼େର୍‌ ଅଧିକ।
ଫୁଟବଲ ନାମ ଉଠିବା ମାତ୍ରେ ସର୍ବପ୍ରଥମେ ମେସିଙ୍କ ନାମ ସାମ୍ନାକୁ ଆସିଥାଏ। ଛୁଆରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଚିହ୍ନନ୍ତି। ସେ ଜଣେ ଭଲ ଖେଳାଳି ସାଙ୍ଗକୁ ସବୁଠାରୁ ଦାମୀ ଖେଳାଳି ମଧ୍ୟ।
୨୦୧୭ରେ ବାର୍ସିଲୋନା ସହ ମେସି କ୍ରୀଡ଼ା ଇତିହାସରେ ସବୁଠାରୁ ବଡ଼ ଚୁକ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁଁ ପୁଣି ହ୍ୟାଟ୍ରିକ କାହିଁକି ନେଇପାରିବି ନାହିଁ’

ଲଣ୍ଡନ,୨୭।୫(ପିଟି)- ୨୦୦୭ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍ଗା କ୍ରମାଗତ ୪ ଉଇକେଟ ନେଇଥିଲେ। ଚଳିତ ବିଶ୍ୱକପ୍‌ରେ ମଧ୍ୟ ହ୍ୟାଟ୍ରିକ...

ହୃଦୟ ଜିତିଲେ କୋହଲି

ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍‌ ପରେ ଅଧିନାୟକ...

କରୋନା ପ୍ରୋଟୋକଲ୍‌ ଉଲ୍ଲଂଘନ କରି ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ଆର୍ଚର

ମାଞ୍ଚେଷ୍ଟର,୧୬।୭(ପି.ଟି.): ଗୁରୁବାରଠାରୁ ଆରମ୍ଭ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବାଦ୍‌ ପଡିଛନ୍ତି। ଦଳର ଜୈବ...

୧୫ରେ ଫିଟ୍‌ନେସ ଟେଷ୍ଟ ଦେବେ ଈଶାନ୍ତ

ନୂଆଦିଲ୍ଲୀ,୧୨।୨- ଭାରତୀୟ ଦଳର ଆସନ୍ତା ୧୪ ତାରିଖରୁ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅଭ୍ୟାସ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାର ଗୋଟିଏ ଦିନ ପରେ ଟିମ୍‌ ଇଣ୍ଡିଆର...

କୋହଲି, ରାହାନେଙ୍କ ଅର୍ଦ୍ଧଶତକ: ଭାରତ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଅଧିନାୟକ ବିରାଟ କୋହଲି ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅପରାଜିତ...

ଟସ୍‌ ଜିତିଲା କେକେଆର, ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ...

ଝାଡୁଦାରରୁ କ୍ରିକେଟର, ଭାଗ୍ୟ ବଦଳାଇ ଦେଲେ ଶାହରୁଖ୍‌ ଖାନ୍

ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟରୁ ଆସି ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ କ୍ରିକେଟର୍‌ ହେଉଛନ୍ତି ରିଙ୍କୁ ସିଂ। ସେ...

ଅନୁପମାଙ୍କ ପାଇଁ ଏସିଆନ ଗେମ୍ସ ସମ୍ଭାବନା; ଓଡ଼ିଶା ଜୁଜୁଟ୍‌ସୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୫।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗ୍‌ ଜୁଠାରେ ଅନୁଷ୍ଠିତ ବିଶ୍ୱ ମାର୍ଶାଲ ଆର୍ଟର ଅଲିମ୍ପିକ୍‌ ଭାବେ ବିବେଚିତ ହେଉଥିବା ମାଷ୍ଟରଶିପ୍‌ ପ୍ରତିଯୋଗିତାର ଜୁଜୁଟ୍‌ସୁ ଫାଇଟିଂ(କଣ୍ଟାକ୍ଟ...

Advertisement
Archives

Model This Week