ଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ପୁମାସକୁ ହରାଇଲା ଲାୟନ୍ସ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପୁମାସକୁ ୬ ଉଇକେଟରେ ପରାସ୍ତ କରିଛି ଓଡ଼ିଶା ଲାୟନ୍ସ। ଲୋ ସ୍କୋରିଂବିଶିଷ୍ଟ…

ବ୍ରିସ୍‌ବେନ୍‌ ଟେଷ୍ଟ : କ୍ୱାରାଣ୍ଟାଇନ୍‌ ନିୟମ କୋହଳ ପାଇଁ ବିସିସିଆଇର ଚିଠି

ନୂଆଦିଲ୍ଲୀ, ୮ା୧ (ପି.ଟି.)-ଚତୁର୍ଥ ଟେଷ୍ଟ ପୂର୍ବରୁ ବ୍ରିସ୍‌ବେନର କଠୋର କ୍ୱାରାଣ୍ଟାଇନ୍‌ ପ୍ରୋଟୋକଲକୁ କୋହଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଅର୍ଲ ଏଡିଙ୍ଗ୍ସଙ୍କ ନିକଟକୁ ଏକ ଚିଠି ଲେଖିଛି। ଟୁର୍‌ ପାଇଁ ଦୁଇ କ୍ରିକେଟ…

ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ

ବାମ୍ବୋଲିମ୍‌, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ଏଠାରେ ୯ମ ମ୍ୟାଚ…

ପିତାଙ୍କ ଜୀବନ ବଞ୍ଚାଇଥିବା ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର୍‌

ଭାରତ ପାଇଁ ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ନବଦୀପ ସଇନି ଭାରତ ପାଇଁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ପୂର୍ବରୁ ଏକଦିବସୀୟ ଏବଂ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ସଇନିଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି…

କେଦାର ଯାଦବଙ୍କୁ ଛାଡ଼ିବ ସିଏସ୍‌କେ

ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ କେଦାରଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ସିଏସ୍‌କେ। ଏ…

ଭାରତୀୟ ଦଳର ଚିନ୍ତା ବଢ଼ାଉଛି ପନ୍ତଙ୍କ ଉଇକେଟକିପିଂ

ସିଡ୍‌ନୀ,୭।୧- ସ୍ଥାନୀୟ ସିଡ୍‌ନୀ ଗ୍ରାଉଣ୍ଡରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ଉଇକେଟକିପିଂ ଭାରତୀୟ ଦଳର ଚିନ୍ତାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଦଳ ପାଇଁ ପଦାର୍ପଣକାରୀ ଓପନର ଓ୍ବିଲ ପୁକୋଭସ୍କିଙ୍କ ଦୁଇଟି କ୍ୟାଚ୍‌ ହାତ ଛାଡ଼…

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ ଆୟ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ଜିଭା ବାପା ଧୋନୀଙ୍କ ସହ ଏକ ବିସ୍କୁଟ…

ମନେ ପଡ଼ିଲେ ବାପା

ସିଡନୀ,୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଚର୍ଚ୍ଚାରେ। ମ୍ୟାଚ୍‌ ଆରମ୍ଭରୁ ଜାତୀୟ ସଂଗୀତ ପରିବେଷଣ କରାଯାଉଥିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ସେ। କେହି କେହି ଏହାକୁ ତାଙ୍କ…

ସୌଦି ଆରବରୁ ଆସିଲା ବର୍ଷର ପ୍ରଥମ ଦୁଃଖଦ ଖବର: କୋମାକୁ ଚାଲିଗଲେ ଜଣାଶୁଣା ଭାରତୀୟ ବାଇକ୍‌ ରାଇଡର

ନୂଆଦିଲ୍ଲୀ,୭।୧- ଜଣାଶୁଣା ଭାରତୀୟ ମୋଟରସାଇକେଲ ରେସର ସି. ଏସ୍‌. ସନ୍ତୋଷ ସୌଦି ଆରବରେ ଚାଲିଥିବା ଡାକରା ରାଲିରେ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏୟାରଲିଫ୍ଟ ଯୋଗେ ରିୟାଦସ୍ଥିତ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କିନ୍ତୁ ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଛନ୍ତି।…

ସିରାଜଙ୍କ ଦେଶଭକ୍ତିକୁ ସଲାମ କଲେ କୈଫ, ଜାଫର କହିଲେ ‘କ୍ରିକେଟର ଦର୍ଶକଙ୍କ ପାଇଁ ନୁହେଁ ଦେଶ ପାଇଁ ଖେଳେ’

ନୂଆଦିଲ୍ଲୀ,୭।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଜାତୀୟସଂଗୀତ ଗାନ ସମୟରେ ମହମ୍ମଦ ସିରାଜ ଭାବବିହ୍ବଳ ହୋଇଯାଇଥିଲେ। ଏହି ସମୟର ଅନେକ…

୬ ବଲ୍‌ରେ ୭୭ ରନ୍‌: ଗୋଟିଏ ଓଭରରେ ସର୍ବାଧିକ ରନ୍‌ କରି ହାସଲ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ,୭।୧: ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରିବାର ମୂହୁର୍ତ୍ତ ବହୁତ କମ୍‌ ଦେଖିବାକୁ ମିଳେ। ଏହାକୁ କ୍ରିକେଟ ପ୍ରଶଂସକ ସହଜରେ ଭୁଲି ନ ଥାନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ହର୍ଶଲ ଗିବ୍ସ ବିଶ୍ୱକପ୍‌ରେ ଏହି କମାଲ କରିଦେଖାଇଥିବା…

ଏହି କ୍ରିକେଟରଙ୍କ ବଡି ଦେଖି ପାଗଳ ହୋଇଯାଆନ୍ତି ସବୁଝିଅ: କୋହଲି ବି ପଡିଯିବେ ପଛରେ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳର ଜଣେ ଯୁବ ଖେଳାଳି ନବଦୀପ ସାଇନି ଡେବ୍ୟୁ କରିଛନ୍ତି। ୨୮ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯ରେ ନବଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?