ଖେଳ

ସଞ୍ଜୁ ସାମସନଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୦।୧: ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ତା’ର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ ବିଦା କରିଛି। ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଆଗାମୀ ଆଇପିଏଲ ପାଇଁ ଦିଆଯାଇଛି ନେତୃତ୍ୱ ଦାୟିତ୍ୱ। ସ୍ମିଥଙ୍କ ସମେତ ଗତବର୍ଷ ଭଲ ପ୍ରଦର୍ଶନ କରିବାରେ ବିଫଳ…

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଆସିଛି ଉନ୍ନତି। ସେ ଏବେ ୧୩ତମ ସ୍ଥାନ ଅଧିକାର…

୫ ବିଦେଶୀଙ୍କ ସମେତ ୧୦ ଖେଳାଳିଙ୍କୁ ବିଦା କଲା ଆରସିବି

ନୂଆଦିଲ୍ଲୀ,୨୦।୧: ଆଗାମୀ ଆଇପିଏଲ ଲାଗି ଫେବୃୟାରୀରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପୂର୍ବରୁ ସର୍ବାଧିକ ୧୦ ଜଣ ଖେଳାଳିଙ୍କୁ ଦଳରୁ ରିଲିଜ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏଥିରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଓ ଦକ୍ଷିଣ ଆଫ୍ରିକାର କ୍ରିସ…

ଗାବା ମଇଦାନରେ ‘ଭାରତ ମାତା କି ଜୟ’ ନାରା ଦେଲେ ଅଷ୍ଟ୍ରେଲିୟ ପ୍ରଶଂସକ: ଭିଡିଓ ଭାଇରାଲ ପରେ..

ଗାବା,୨୦।୧: ଭାରତୀୟ କ୍ରିକେଟ ଇତିହାସରେ ଜାନୁଆରୀ ୧୯ ସ୍ମରଣୀୟ ହୋଇ ରହିବ। ବ୍ରିସ୍‌ବେନ୍‌ରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଟିମ୍‌ର ୩୨ ବର୍ଷ ଧରି ଜିତୁଥିବା ରେକର୍ଡ ଉପରେ ରୋକ ଲଗାଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଦମ୍‌ଦାର ବିଜୟ ସହ…

ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ

ସାଧାରଣତଃ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ସର୍ବଦା ବେଶ୍‌ ଗମ୍ଭୀର ଥାନ୍ତି। ନିଜ ଭାବପ୍ରବଣତାକୁ କେବେ ସେ ଜାହିର୍‌ କରନ୍ତି ନାହିଁି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଦଳ ଐତିହାସିକ ବିଜୟ ପରେ ରବି ଶାସ୍ତ୍ରୀ…

ପ୍ରଶଂସାରେ ଶତମୁଖ ହେଡ୍‌ କୋଚ୍‌: କହିଲେ, ‘ରିଷଭ ତୁମେ ଯେଉଁଭଳି ଖେଳୁଛ ହୃଦ୍‌ଘାତ ହୋଇଯିବ’

ଗାବା,୨୦।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ ପରେ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍‌ରେ ସେ ଦେଇଥିବା ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ପକ୍ଷରୁ…

ଭାରତକୁ ପ୍ରଶଂସାରେ ପୋତି ପକାଇଲା ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ

ମେଲବୋର୍ଣ୍ଣ, ୨୦।୧:ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ପ୍ରଶଂସା ମିଳିଛି। ଭାରତୀୟ ଦଳର ସାହସ, ଦୃଢତା ଏବଂ ଦକ୍ଷତା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଭାରତୀୟ ଦଳକୁ ପ୍ରଶଂସା କରିଛି। ବୋର୍ଡ (ବିସିସିଆଇ) କୁ…

ଚେନ୍ନାଇ ସହ ମୋ ଚୁକ୍ତି ଶେଷ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫେବୃଆରୀରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସହ ସ୍ପିନର୍‌ ହରଭଜନ ସିଂଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି। ବୁଧବାର ଟୁଇଟ କରି ସେ ଏ ବିଷୟରେ…

୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ପାଇଁ ଖୁସି ଖବର, ଫେରିବେ ରାଇନା

ଆଇପିଏଲର ୧୩ତମ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚର୍ଚ୍ଚାରେ ଥିଲା। ପ୍ରଥମ ଥର ପାଇଁ ଦଳକୁ ନକଆଉଟରୁ ବାହାରି ଯାଇଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଦଳର କିଛି ସଦସ୍ୟ କରୋନା ଝଟ୍‌କା ଦେଇଥିଲା। କେବଳ ଏତିକି ନୁହେଁ, ସୁରେଶ…

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ମେ’ରେ ଶେଷ ହେବ। ଏହି ଦୁଇଜଣଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବୋର୍ଡ ସୁପ୍ରିମକୋର୍ଟରେ…

ଭାରତୀୟ ଦଳକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌, କହିଲେ ସାବଧାନ ଏତେ ଖୁସି ହୁଅ ନାହିଁ

ବ୍ରିସବେନର ଗାବା ଗ୍ରାଉଣ୍ଡରେ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ରିଷଭ ପନ୍ତ ଏବଂ ଶୁବମନ ଗିଲଙ୍କ ସ୍ମରଣୀୟ ଇନିଂସ ଯୋଗୁ ଟିମ ଇଣ୍ଡିଆ ଚତୁର୍ଥ ଟେଷ୍ଟ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ…

ଭାରତର ବିଜୟ ଧ୍ୱନି ପାକିସ୍ତାନରେ ବାଜିଲା, ପ୍ରଶଂସକ କହିଲେ ଏମିତି

ନୂଆଦିଲ୍ଲୀ,୨୦।୧: ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରିଛି। ଟିମ ଇଣ୍ଡିଆ ବ୍ରିସବେନ ଟେଷ୍ଟରେ ଜିତି ବର୍ଡର-ଗାଭାସ୍କର ଟ୍ରଫି ୨-୧ରେ ଜିତିଛି। ଟିମ ଇଣ୍ଡିଆର ଏହି ବିଜୟର ପ୍ରତିଧ୍ୱନୀ ପାକିସ୍ତାନ ମାଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?