ଖେଳ

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଶେଫାଳୀ ଉଠିଲେ

ଦୁବାଇ,୧୦।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟିଂ ସେନସେଶନ ଶେଫାଳୀ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଉପଅଧିନାୟିକା ସ୍ମୃତି ମାନ୍ଧନା ୭ ସ୍ଥାନରେ ପୂର୍ବପରି ସ୍ଥିର ରହିଛନ୍ତି।…

ଦ୍ୱିତୀୟ ଦିନିକିଆ: ଭାରତୀୟ ମହିଳାଙ୍କ ସହଜ ବିଜୟ

ଲକ୍ଷ୍ନୌ,୧୦।୩(ପି.ଟି.): ଅଭିଜ୍ଞ ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ୪ ଉଇକେଟ ସଫଳତା ପରେ ସ୍ମୃତି ମାନ୍ଧନା ଓ ପୁନମ ରାଉତଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ ଦଳ…

ମ୍ୟାଚ୍‌ ହାରିଲେ, କିନ୍ତୁ ଜିତିଲେ ହୃଦୟ

ରାୟପୁର,୯।୩: ଚଳିତ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ମଙ୍ଗଳବାର ଖେଳାଯାଇଥିବା ଇଂଲଣ୍ଡ ଲିଜେଣ୍ଡ୍ସ ବିପକ୍ଷ ମ୍ୟାଚ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କିନ୍ତୁ ଦଳର ଖେଳାଳିମାନେ ମ୍ୟାଚ୍‌ ଜିତିବା ପାଇଁ ଭରପୂର ପ୍ରୟାସ କରିଥିଲେ। ମ୍ୟାଚ୍‌ ହାରିଲେ ମାତ୍ର…

ଫେବୃୟାରୀର ‘ସର୍ବଶ୍ରେଷ୍ଠ ଖେଳାଳି’ ହେଲେ ଏହି କ୍ରିକେଟର, ଆଇସିସି ଘୋଷଣା କଲା ପୁରସ୍କାର

ଦୁବାଇ,୯।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ୪ମ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଦମ୍‌ଦାର ବୋଲିଂ ସହ ବ୍ୟାଟିଂ ଯୋଗୁ ଦଳ ସିରିଜ୍‌କୁ ୩-୧ରେ ଜିତିନେଇଥିଲା। ଏଥିପାଇଁ ତାଙ୍କୁ ମଙ୍ଗଳବାର ଆଇସିସି ପକ୍ଷରୁ ଫେବୃୟାରୀ…

ଆଇପିଏଲ ପୂର୍ବରୁ ଫୁଲ ଫର୍ମରେ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୯।୩ : ଆଇପିଏଲ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓପନର ତଥା ଅଧିନାୟକ ପୃଥ୍ବୀ ଶ’। ସୌରାଷ୍ଟ୍ର ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ୧୮୫ ରନ୍‌ର ବଡ଼ ଇନିଂସ ଖେଳିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ…

ଏହି କ୍ରିକେଟରଙ୍କୁ ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ‘ରୋଲ୍‌ ମଡେଲ’ ବୋଲି କହିଲେ ଲକ୍ଷ୍ମଣ, ପ୍ରଶଂସାରେ ପୋତିଲେ…

ନୂଆଦିଲ୍ଲୀ,୯।୩: ଭାରତୀୟ ଟି-୨୦ ଟିମ୍‌ରେ ପ୍ରଥମ ଥର ପାଇଁ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ ଏବଂ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ଦେଖି ଚୟନକର୍ତ୍ତା ତାଙ୍କୁ ଯୋଗ୍ୟ ବୋଲି ଭାବିଛନ୍ତି। ତେବେ ଏହି ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରିଛନ୍ତି ପୂର୍ବ…

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସମୟରେ ତାଙ୍କ ସହ ଅନ୍ୟ ସାଥୀ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା। ଗୋଟିଏ…

ସନ୍ୟାସ ନେଇଛି ସତ, ହେଲେ ଏତେ ଶୀଘ୍ର କ୍ରିକେଟରୁ ଦୂରେଇ ଯିବି ନାହିଁ: ୟୁସୁଫ

ନୂଆଦିଲ୍ଲୀ,୯।୩: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛି। ହେଲେ ଏତେ ଶୀଘ୍ର କ୍ରିକେଟ ପଡ଼ିଆରୁ ଦୂରେଇବାକୁ ଇଚ୍ଛା ନାହିଁ। ଆଗାମୀ ଦିନରେ ମଧ୍ୟ ପ୍ରଶଂସକମାନେ ତାଙ୍କୁ ପଡ଼ିଆରେ ଦେଖିପାରିବେ। କିଛି ଏଭଳି କହିଛନ୍ତି ଭାରତୀୟ ଦଳର ପୂର୍ବ ଅଲ୍‌ରାଉଣ୍ଡର ୟୁସୁଫ ପଠାନ। ତେବେ…

ଫେବୃୟାରୀର ଶ୍ରେଷ୍ଠ କ୍ରିକେଟର ଅଶ୍ୱିନ

ଦୁବାଇ,୯।୩ : ଭାରତୀୟ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମାସ(ଫେବୃୟାରୀ)ର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ବିବେଚିତ କରାଯାଇଛି। ତାଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୩-୧ ବ୍ୟବଧାନରେ ଜିତି ଭାରତ ବିଶ୍ୱ…

ଚେନ୍ନାଇକୁ ଲାଗିବ ବଡ଼ ଝଟ୍‌କା

ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଆଇପିଏଲର ୧୪ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ବିସିସିଆଇ ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି। ଆଇପିଏଲ କାର୍ଯ୍ୟସୂଚୀରେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥର ସମସ୍ତ ଦଳ ନିରପେକ୍ଷ ସ୍ଥାନରେ ସେମାନଙ୍କର…

ଏହି ଦିନ ହାତକୁ ଦି’ ହାତ ହେବେ ଜଶପ୍ରୀତ ବୁମ୍‌ରା

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ବୁମରା ମାର୍ଚ୍ଚ ୧୪-୧୫ ରେ ଗୋଆରେ ସ୍ପୋଟର୍‌ସ ଆଙ୍କର୍‌ ସଞ୍ଜନା ଗଣେଶଙ୍କୁ ବିବାହ କରିବେ। ତେବେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏହା ନିଶ୍ଚିତ କରାଯାଇନାହିଁ। କୋଭିଡ ପ୍ରୋଟୋକଲ ଅନୁଯାୟୀ…

କ୍ରିକେଟର୍‌ଙ୍କ ଭଗବାନଙ୍କୁ ଏମିତି କହିଲେ ସେହ୍ବାଗ, ଭିଡିଓ ଭାଇରାଲ୍‌

ରାୟପୁର,୯।୩: ଛତିଶଗଡର ରାଜଧାନୀ ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜ ଖେଳାଯାଉଛି। ଗତ ବର୍ଷ ମୁମ୍ବାଇରେ ୪ଟି ମ୍ୟାଚ ପରେ ଟୁର୍ନାମେଣ୍ଟକୁ କରୋନା ଯୋଗୁ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚ ୫ରୁ ପୁଣି ଥରେ ମ୍ୟାଚ ଆରମ୍ଭ ହୋଇଛି। ଏଥିରେ ୬ଟି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?