ଖେଳ

ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ ଶତମୁଖ ହେଲେ ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡର: କହିଲେ ‘ତାଙ୍କ ଠାରୁ ଶିଖିବି..’

ନୂଆଦିଲ୍ଲୀ,୧।୩: ଆଇପିଏଲ୍‌ ୨୦୨୦ରେ ପଞ୍ଜାବ କିଙ୍ଗ୍ସରେ ସାମିଲ ଥିଲେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ଗ୍ଲେନ୍‌ ମାକ୍ସଓ୍ବେଲ୍‌। ହେଲେ ଆସନ୍ତା ଆଇପିଏଲ୍‌ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ ଖେଳିବେ। ଆର୍‌ସିବି ଏହି ଖେଳାଳିଙ୍କୁ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ଏବେ ସେ ବିରାଟ…

କିମ୍ବଦନ୍ତୀ ଖେଳାଳିଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହେଲେ ଜୋକୋଭିଚ୍‌

ପ୍ୟାରିସ,୧।୩ : ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିବାରେ କିମ୍ବଦନ୍ତୀ ରୋଜର ଫେଡରରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି ନୋଭାକ ଜୋକୋଭିଚ୍‌। ଟେନିସ ଇତିହାସର ଏହି ଦୁଇ ମହାନ ଖେଳାଳି ୩୧୦ ସପ୍ତାହ ଧରି ଏଟିପି ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ରହିଛନ୍ତି। ଗତ ମାସରେ…

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା ସହ ତାଙ୍କୁ ସାମିଲ କରିବା ଦ୍ୱାରା ଦଳର ବ୍ୟାଟିଂ ଲାଇନଅପ୍‌ରେ ଗଭୀରତା ଆସିବ। ଏହା…

ମାତ୍ର ୨୩ ଟେଷ୍ଟ ମ୍ୟାଚ୍‌ ଖେଳି ‘ମହାନ୍‌’ ଖେଳାଳି ପାଲଟିଥିଲେ ଏହି କ୍ରିକେଟର, ହେଲେ…

ନୂଆଦିଲ୍ଲୀ,୧।୩: କ୍ରିକେଟଜଗତ ସହ ଜଡ଼ିତ ଅନେକ ଖେଳାଳି ମଇଦାନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ‘ମହାନ’ କ୍ରିକେଟର ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି। ହେଲେ ଜଣେ ଏଭଳି ଖେଳାଳି ଥିଲେ ଯିଏ ମାତ୍ର ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ଅନ୍ୟପାଇଁ…

ପୁଣି ପଡିଆରେ ଓପନିଂ କରିବେ ସଚିନ-ସେହ୍ବାଗ!

ନୂଆଦିଲ୍ଲୀ,୧।୩: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଛତିଶଗଡରେ ରାୟପୁରରେ ମାର୍ଚ୍ଚ ୨ରୁ ୨୧ ମାର୍ଚ୍ଚ…

ଅଲମ୍ପିକ୍ସ ପୂର୍ବରୁ ବଡ ନିଷ୍ପତ୍ତି ନେଲେ ଏହି ଖେଳାଳି

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ୩ଟି ପଦକ ଜିତିଥିବା ୨୬ ବର୍ଷୀୟ ରେସଲର୍‌ ସୋମବାର ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମ୍ପର୍କରେ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟ କରିଛନ୍ତି।…

କୋହଲି, ଧୋନୀ, ଦ୍ରାଭିଡଙ୍କ ଭଳି ଖେଳାଳିଙ୍କୁ ଆଉଟ୍‌ କରିଥିବା କ୍ରିକେଟର୍‌ ଏବେ ବସ୍‌ ଡ୍ରାଇଭର୍‌

ଭାରତୀୟ କ୍ରିକେଟ୍‌ ବୋର୍ଡ(ବିସିସିଆଇ) ବିଶ୍ୱର ଧନୀ ବୋର୍ଡ ଭାବେ ଜଣାଶୁଣା। କ୍ରିକେଟର୍‌ଙ୍କ ପିଛାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରେ ବିସିସିଆଇ। କିନ୍ତୁ ଅନ୍ୟ ଦେଶରେ କିଛି ଖେଳାଳି ଏମିତି ଅଛନ୍ତି, ଯେଉଁମାନେ ଅବସର ପରେ ଛୋଟ-ବଡ କାମ କରି ଟଙ୍କା…

ପଡ଼ିଆରେ ଶୋଇ ଏହି କଥା ଚିନ୍ତା କରୁଛନ୍ତି ରୋହିତ ଶର୍ମା

ଅହମଦାବାଦ,୧।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ଟେଷ୍ଟ ସିରିଜର ଶେଷ ମ୍ୟାଚ ମାର୍ଚ୍ଚ ୪ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସିରିଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଟେଷ୍ଟ ସିରିଜ ଭାରତକୁ ଜିତିବ ନା ଇଂଲଣ୍ଡ ଏହାକୁ…

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା…

ମାତାଙ୍କ ଶରଣରେ ଧୋନୀ

ରାଞ୍ଚି,୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି ଅଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ.ଏସ ଧୋନୀଙ୍କ ଦଳର ଭାଗ୍ୟ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ଆଇପିଏଲ ୨୦୨୦ରେ ଚେନ୍ନାଇର…

ଏତେ ସୁନ୍ଦରୀ ସ୍ତ୍ରୀ ଥାଇ ଜଣେ ଡିପ୍ରେସନ୍‌କୁ କେମିତି ଯାଇପାରିବ: କୋହଲିଙ୍କୁ ଏହି କ୍ରିକେଟର୍‌ଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧।୩: ପୂର୍ବତନ ଭାରତୀୟ ଉଇକେଟ କିପର ଫାରୁଖ ଇଞ୍ଜିନିୟର ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ ମଜା ଉଡାଇଛନ୍ତି। ଯଦି ତୁମର ସ୍ତ୍ରୀ ଏତେ ସୁନ୍ଦର ତେବେ ତୁମେ କିପରି ଡିପ୍ରେସନ୍‌କୁ ଯାଇପାରିବ ବୋଲି ଏକ ସାକ୍ଷାତକାରରେ ଫାରୁକ ଏହି କଥା କହିଛନ୍ତି।…

ଓଡ଼ିଶାରେ ହେବ ଆଇଡବ୍ଲ୍ୟୁଏଲ୍‌: ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧।୩ (ପି.ଟି.)- ହିରୋ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ୨୦୨୦-୨୧ ଓଡ଼ିଶାରେ ଆୟୋଜନ ହେବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ରବିବାର ସ୍ପଷ୍ଟ କରାଯାଇଛି। ଟୁର୍ନାମେଣ୍ଟର ତାରିଖ ଖୁବ୍‌ ନିକଟରେ ଘୋଷଣା କରାଯିବ। ଓଡ଼ିଶା ସରକାର ଇଭେଣ୍ଟର ଆୟୋଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?