ଖେଳ

ରେକର୍ଡ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୧୧।୩ : ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସ୍ବତନ୍ତ୍ର ରେକର୍ଡ ହାତେଇବାର ସୁଯୋଗ ରହିଛି,…

ବଲକୁ ଗୋଇଠା ମାରି ଆଉଟ୍‌ ହେଲେ ବ୍ୟାଟ୍ସମ୍ୟାନ

ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଗୁଣଥିଲକା ବଲକୁ ପଛ ପଟୁ ଗୋଇଠା ମାରିଥିଲେ। Danushka…

ଆଇପିଏଲ୍‌ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭାଙ୍ଗିଲେ ଆଇଫୋନ୍‌, ଭିଡିଓ ପୋଷ୍ଟ କରି ଆର୍‌ସିବି ବ୍ୟାଟ୍ସମ୍ୟାନ୍‌ କହିଲେ…

ନୂଆଦିଲ୍ଲୀ,୧୧।୩: ବିସିସିଆଇ ପକ୍ଷରୁ ଆଇପିଏଲ୍‌-୨୦୨୧ର କାର୍ଯ୍ୟସୂଚି ଜାରି କରାଯାଇଛି। ଏହାପରଠାରୁ ଖେଳାଳିମାନେ ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ବେଳେ କିଛି ବିଦେଶୀ ଖେଳାଳି ନିଜ ନିଜ ଦେଶରେ…

୭୫୪ ରନ୍‌, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍‌ର ଅଧିନାୟକ ଏବଂ ଓପନର୍‌ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ ପାଳି ଖେଳି ଏକାଧିକ ରେକର୍ଡ କରିଛନ୍ତି। ସେ ୧୨୨ ବଲ୍‌ରେ ୧୭ ଚୌକା ଏବଂ…

ଭାରତକୁ ପ୍ରଥମ ଟେଷ୍ଟ ବିଜୟର ସ୍ବାଦ ଚଖାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର

କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିଜୟ ହଜାରେଙ୍କର ଆଜି ୧୦୬ତମ ଜନ୍ମ ଦିବସ। ସେ ମାର୍ଚ୍ଚ ୧୧, ୧୯୧୫ରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ବିଜୟ ହଜାରେଙ୍କ ନେତୃତ୍ୱରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ…

କାଲିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଟି-୨୦ ମୁକାବିଲା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୧।୩: ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରିବା ପରେ ଭାରତ ଏବେ ଟି-୨୦ ସିରିଜ ଉପରେ ନଜର ରଖିଛି। ଇଂଲଣ୍ଡ ହୁଏତ ଟେଷ୍ଟ ସିରିଜରେ ପରାସ୍ତ ହୋଇଥାଇପାରେ, କିନ୍ତୁ ଫଟାଫଟ କ୍ରିକେଟରେ ଉଭୟ ଦଳ ମଧ୍ୟରେ…

ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍‌: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ

ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର ପାଳି ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ…

ବରୁଣ ଅନ୍‌ଫିଟ୍‌, ଏନ୍‌ସିଏରେ ନଟରାଜନ

ଅହମଦାବାଦ,୧୧।୩(ପି.ଟି.): ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି ଥରେ ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଅନ୍ୟପଟେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ…

ସାଉଥାମ୍ପ୍‌ଟନରେ ଡବ୍ଲ୍ୟୁଟିସି ଫାଇନାଲ: ଆଇସିସି

ଦୁବାଇ,୧୧।୩(ପି.ଟି.): ଇଂଲଣ୍ଡ ସାଉଥାମ୍ପ୍‌ଟନରେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ଏ ନେଇ ଆଇସିସି ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଭାରତ ଓ ନ୍ୟୁଜିଲାଣ୍ଡ ଆଗାମୀ ଜୁନ ୧୮ରୁ…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ପନ୍ତ

ଦୁବାଇ,୧୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ସେ ବ୍ୟାଟିଂ ତାଲିକାରେ ୭ଟି ସ୍ଥାନ ଉପରକୁ ଉଠିଛନ୍ତି।…

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ କାର୍ଯ୍ୟକାଳ ପୂରା ହେବା ପୂବରୁ ଇସ୍ତଫା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଅଡିଟ୍‌ ଫାର୍ମ…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ ୭ ପଏଣ୍ଟ ଆଗରେ ରହି ଇଂଲଣ୍ଡ ଶୀର୍ଷସ୍ଥାନ ବଜାୟ ରଖିଛି। ର଼୍ୟାଙ୍କିଙ୍ଗ୍‌ର ଦୁଇ ଶୀର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?