ଖେଳ

ଘରେ ବିମାନ ରଖିଛନ୍ତି ଏହିସବୁ କ୍ରିକେଟର୍‌

ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ ବୋର୍ଡ ଭାବେ ପରିଚିତ। ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ତୁଳନାରେ ଭାରତୀୟ କ୍ରିକେଟରମାନେ ସବୁଠୁ ଅଧିକ ପାରିଶ୍ରମିକ ନେଇଥାନ୍ତି। ତେଣୁ ଭାରତୀୟ କ୍ରିକେଟରମାନେ ଧନୀ ହେବା ସ୍ବାଭାବିକ। ଭାରତରେ ଏମିତି ୪ କ୍ରିକେଟର ଅଛି…

ମାତ୍ର ୩ ଦିନରେ କୋଚ୍‌ ପଦବୀ ଛାଡ଼ିଲେ କିମ୍ବଦନ୍ତୀ କ୍ରିକେଟର

କଲମ୍ବୋ, ୨୨ା୨- ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ପଦରେ ଚାମିଣ୍ଡା ଭାସଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ୩ ଦିନରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କା ଦଳ ସହ ସେ ସପୋର୍ଟ ଷ୍ଟାଫ ଭାବେ ଓ୍ବେଷ୍ଟଇଣ୍ଡିଜ…

‘ପୂରା ହେବାକୁ ଯାଉଛି ଦୀର୍ଘ ଦିନର ସ୍ବପ୍ନ’

ନୂଆଦିଲ୍ଲୀ, ୨୨ା୨- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସତ ହେବାକୁ ଯାଉଛି କର୍ନାଟକ ଅଲରାଉଣ୍ଡର କ୍ରିଷ୍ଣପ୍ପା ଗୋଥାମଙ୍କ ଦୀର୍ଘ ଦିନର ସ୍ବପ୍ନ। ୟୁଏଇରେ ଅନୁଷ୍ଠିତ ଗତ ଆଇପିଏଲରେ ସେ ନିଜ ଆଇଡଲ ତଥା ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ…

ଟି୨୦ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହେଲେ ଆଇପିଏଲ ଅକ୍‌ଶନରେ ଅନ୍‌ସୋଲ୍ଡ ରହିଥିବା ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ, ୨୨ା୨- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ ସୋମବାର ସ୍ବତନ୍ତ୍ର ଟି୨୦ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ମାତ୍ର ୧ ରନ୍‌ ବ୍ୟବଧାନରେ ଶତକରୁ ବର୍ତ୍ତି ଯାଇଥିଲେ ଡେଭନ। ସେ ୫୯…

ମା’-ବାପାଙ୍କୁ କନ୍ଦାଇଲେ ଏହି କ୍ରିକେଟର୍‌

ପାଟନା,୨୨।୨: ବିହାରର କ୍ରିକେଟର୍‌ ଇଶାନ କିଶନ ଟିମ ଇଣ୍ଡିଆରେ ମନୋନୀତ ହେବା ପରେ ତାଙ୍କର ଏକ କଲ ପିତାମାତାଙ୍କ ଆଖିରେ ଲୁହ ଆଣି ଦେଇଥିଲା। ତେବେ ତାଙ୍କ ମା’ବାପାଙ୍କ ଆଖିରେ ଏହି ଦୁଃଖର ନୁହେଁ ଖୁସିର ଲୁହ ଥିଲା। ଇଂଲଣ୍ଡ ବିପକ୍ଷ…

ଏହି କ୍ରିକେଟର୍‌ଙ୍କୁ ଭାବପ୍ରବଣ ମେସେଜ୍‌ କଲେ କୋହଲି

ଅହମଦାବାଦ,୨୨।୨: ପ୍ରତ୍ୟେକ ଯୁବ କ୍ରିକେଟର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଆଦର୍ଶ ଭାବରେ ଦେଖନ୍ତି ଏବଂ ତାଙ୍କ ସହ କ୍ରିକେଟ ଖେଳିବାକୁ ଚାହାଁନ୍ତି। ମାତ୍ର ଅଳ୍ପ ସଂଖ୍ୟକ ଖେଳାଳି ଏଭଳି ସୁଯୋଗ ପାଆନ୍ତି। କିନ୍ତୁ ଯେଉଁମାନେ ଏହି ସୁଯୋଗ ପାଆନ୍ତି,…

ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌

ନୂଆଦିଲ୍ଲୀ,୨୨।୨: ଭାରତୀୟ ମିଡ଼ିଆର ବହିର୍ବ୍ୟାପାର ପ୍ରସଙ୍ଗ ଉପରେ ଦୃଷ୍ଟି ରଖୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ପାକିସ୍ତାନ ହାଇକମିଶନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ହାଇକମିଶନ ପଡ଼ିଆରେ ହୋଇଥିବା ଏହି ଅନୌପଚାରିକ ମ୍ୟାଚ୍‌ରେ ପାକିସ୍ତାନ ହାଇକମିଶନ ବିଜୟୀ…

ପିଙ୍କ୍‌ ବଲ୍‌ ଟେଷ୍ଟ: ସୂର୍ଯ୍ୟାସ୍ତରେ ବ୍ୟାଟିଂ ବେଳେ ଅଧିକ ସତର୍କତା ଜରୁରୀ

ଅହମ୍ମଦାବାଦ, ୨୨ା୨(ପି.ଟି.)-ମୋଟେରାରେ ଇଂଲଣ୍ଡ ବିପକ୍ଷରେ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯିବା ସମୟରେ ବିଶେଷ କରି ସୂର୍ଯ୍ୟାସ୍ତ ସମୟରେ ବ୍ୟାଟିଂ ବେଳେ ତାଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଭାରତୀୟ ଓପନର ରୋହିତ ଶର୍ମା କହିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଦ୍ୱିତୀୟ…

ଇଣ୍ଡିଆ ନେଟ୍‌ ସେସନ: ପିଙ୍କ୍‌ ବଲ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଅହମଦାବାଦ,୨୨।୨(ପି.ଟି.): ସୁସଜ୍ଜିତ ମୋଟେରା ଷ୍ଟାଡିୟମରେ ବୁଧବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପିଙ୍କ୍‌ ବଲ୍‌ରେ ଖେଳା ଯିବାକୁ ଥିବା ଦିବାରାତ୍ରଭିତ୍ତିକ ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। ରବିବାର ଅଧିନାୟକ…

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ରେକର୍ଡ ନବମ ଟାଇଟଲ

ମେଲବୋର୍ନ,୨୨।୨: ଟପ୍‌ ସିଡ୍‌ ସର୍ବିୟ ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ସ୍ଥାନୀୟ ରଡ୍‌ ଲାଭେର ଏରିନାରେ ୭,୪୨୬ ଦର୍ଶକଙ୍କ ଉପସ୍ଥିତିରେ ରବିବାର ଅନୁଷ୍ଠିତ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟର…

ଅଷ୍ଟ୍ରେଲିଆନ୍‌ ଓପନ୍‌: ଡୋଡିଗ୍‌- ପୋଲାସେକ ଚାମ୍ପିୟନ

ମେଲବୋର୍ନ,୨୨।୨(ଏପି): ଅଷ୍ଟ୍ରେଲିଆନ ଓପନ୍‌ ପୁରୁଷ ଡବଲ୍ସ ମୁକାବିଲାରେ କ୍ରୋଏସିଆର ଇଭାନ ଡୋଡିଗ ଓ ସ୍ଲୋଭାକିଆର ଫିଲିପ୍‌ ପୋଲାସେକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ନବମ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ୬-୩, ୬-୪…

ଇଣ୍ଡିଆନ ସୁପର ଲିଗ୍‌: ପ୍ଲେ- ଅଫ୍‌ରେ ଗୋଆ, ବେଙ୍ଗାଲୁରୁ ଆଶା ଧୂଳିସାତ୍‌

ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଏଫ୍‌ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ଆଇଗର ଅଙ୍ଗୁଲୋ ୨୦ ଓ ରିଡିମ ଟିଲାଙ୍ଗ ୨୩ତମ ମିନିଟରେ ଗୋଲ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?