ଖେଳ

ନିଜ ରୁମ୍‌ରେ ଭୋ’ ଭୋ ହୋଇ କାନ୍ଦିଥିଲେ ଏହି କ୍ରିକେଟର, ଏବେ କିନ୍ତୁ ସର୍ବାଧିକ ରନ୍‌ର ରେକର୍ଡ କରି ଚର୍ଚ୍ଚାରେ

ବମ୍ବେ,୧୨।୩: ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ହାରାହାରି ୧୮୮.୫ ଅନୁପାତରେ ୭୫୪ ରନ୍‌ କରି ଚର୍ଚ୍ଚାରେ ମୁମ୍ବାଇର ପୃଥ୍ବୀ ଶ। ଏହାଫଳରେ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟରର ରେକର୍ଡ ନିଜ ନାମରେ…

୨୦୨୫ରେ ବିଶ୍ୱର ଶ୍ରେଷ୍ଠ କ୍ରିକେଟର କିଏ ହେବେ? ଏହି ପ୍ରଶ୍ନର ଏପରି ମଜାଳିଆ ଉତ୍ତର ଦେଲେ ଜାଡେଜା

ଆଗାମୀ ମାସ ଅର୍ଥାତ୍‌ ଏପ୍ରିଲରୁ ଆଇପିଏଲ୍‌ (ଆଇପିଏଲ୍‌ ୨୦୨୧) ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଉତ୍ସାହିତ ହୋଇପଡ଼ିଛନ୍ତି। ଏପରିକି କିଛି ଖେଳାଳି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡେଭିଲିୟର୍ସ ଏବଂ ଭାରତର ପୂର୍ବତନ…

ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ

ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା କରିଛି। ଏଠାରେ ଏକ ବିଶେଷ ପ୍ଲେଟ ଆରମ୍ଭ ହୋଇଛି, ଯାହାକି ୫ ଫୁଟ ଲମ୍ବ…

ବିରାଟ କୋହଲିଙ୍କ ଭବିଷ୍ୟବାଣୀ: ଭାରତ ନୁହେଁ, ଏହି ଦଳ ଟି-୨୦ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର

ଅହମଦାବାଦ,୧୨।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି -୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଉଭୟ ଇଂଲଣ୍ଡ ଏବଂ ଭାରତ ବହୁତ ଶକ୍ତିଶାଳୀ ଦଳ ହୋଇଥିବାରୁ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି।…

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌: ଜାଣନ୍ତୁ କାହିଁକି

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌। ୨୦୦୬ରେ ଆଜିର ଦିନରେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଇତିହାସ ରଚିଥିଲା। ଏକଦିବସିୟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ ଲକ୍ଷ୍ୟକୁ ସଫଳତାପୂର୍ବକ ପିଛା କରିବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ…

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟାଟସ୍‌ରେ ଏକ କେକ୍‌ରେ ଲାଗିଥିବା ୨ଟି ମହମବତୀ ଫଟୋ ଶେୟାର କରିଥିଲେ।…

ସୁନୀଲ ଛେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ, ୧୨ା୩ (ପି.ଟି.)-କୋଭିଡ୍‌ ଟେଷ୍ଟରେ ଭାରତୀୟ ଫୁଟ୍‌ବଲ ଟିମ୍‌ ଅଧିନାୟକ ତଥା ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଫଳରେ ସେ ଦୁବାଇରେ ମାର୍ଚ୍ଚ ୨୫ରେ ଖେଳାଯିବାକୁ ଥିବା ଓମାନ ବିପକ୍ଷ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିପାରିବେ…

ଶାହିଦି ୨୦୦*, ଅସଗର ୧୬୪

ଆବୁଧାବି, ୧୨।୩-ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଜିମ୍ବାଓ୍ବେ ବିପକ୍ଷ ଟେଷ୍ଟ ମ୍ୟାଚରେ ଆଫଗାନିସ୍ତାନ ବୃହତ୍‌ ସ୍କୋର ଛିଡ଼ା କରିଛି। ହାସମାତୁଲ୍ଲା ଶାହିଦିଙ୍କ ଅପରାଜିତ ଦ୍ୱିଶତକ ଏବଂ ଅଧିନାୟକ ଅସଗର ଆଫଗାନଙ୍କ ୧୬୪ ରନ ସହାୟତାରେ ଆଫଗାନିସ୍ତାନ ୪ ଉଇକେଟରେ ୫୪୫…

ବିଜୟ ହଜାରେ ଟ୍ରଫି: ଉତ୍ତର ପ୍ରଦେଶ-ମୁମ୍ବାଇ ଫାଇନାଲ

ନୂଆଦିଲ୍ଲୀ, ୧୨।୩-ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଉତ୍ତର ପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ଗୁଜରାଟକୁ ଉତ୍ତର ପ୍ରଦେଶ ଓ କର୍ନାଟକକୁ ମୁମ୍ବାଇ ହରାଇ ଫାଇନାଲରେ ପ୍ରବେଶ…

ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ

ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ ଓ ପୁରୁଷରେ ହରିୟାଣା ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ କେରଳ ୩-୦ ସେଟ୍‌ରେ…

ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍‌

ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଜିତିବା ପାଇଁ ଫେଭରାଇଟ୍‌ ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ମୋ ମତରେ ଇଂଲଣ୍ଡକୁ ହରାଇବା କଷ୍ଟକର। ସେମାନେ ବିଶ୍ୱର…

ସ୍ପଷ୍ଟ କଲେ କୋହଲି: ଖେଳିବେ ନାହିଁ ଏହି ବରିଷ୍ଠ ଖେଳାଳି

ଅହମ୍ମଦାବାଦ,୧୧।୩ : ବିଶ୍ୱର ବୃହତ୍‌ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ପ୍ରଥମ ଟି୨୦ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ବରିଷ୍ଠ ଓପନର ଶିଖର ଧାଓ୍ବନ ଖେଳିବେ ନାହିଁ। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?